"କୁମୁଦିନୀ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ରାଜନୀତିଜ୍ଞ
Content deleted Content added
"{{Use dmy dates|date=December 2015}} {{Infobox Indian politician | name = କୁମୁଦିନୀ ପଟ୍ଟନାୟ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୩:୨୧, ୨୧ ଜାନୁଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

କୁମୁଦିନୀ ପଟ୍ଟନାୟକ ଜଣେ ଭାରତୀୟ ରାଜନୀତିଜ୍ଞ ଓ ବିଜୁ ଜନତା ଦଳ ତରଫରୁ ୨୦୦୦ ମସିହାରେ ଓଡ଼ିଶାର ଆସ୍କା ନିର୍ବାଚ‌ନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।[୧] କିନ୍ତୁ ସେ ବିଜେଡିରୁ ବ‌ହିସ୍କୃତ ହୋଇଥିଲେ ଓ ପରେ କଂଗ୍ରେସରେ ଯୋଗ ଦେଇଥିଲେ । ମାତ୍ର ୨୦୦୪ରେ ହରିହର ସ୍ୱାଇଁଙ୍କ ଠାରୁ ହାରି ଯାଇଥିଲେ । ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ଦଳରେ ମିଶଥିଲେ ।[୨][୩][୪][୫]

କୁମୁଦିନୀ ପଟ୍ଟନାୟକ
କୁମୁଦିନୀ ପଟ୍ଟନାୟକ
Member: ୧୩ତମ ଲୋକସଭା
ନିର୍ବାଚନ ମଣ୍ଡଳୀଆସ୍କା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-07-07) ୭ ଜୁଲାଇ ୧୯୪୫ (ବୟସ ୭୮)
ରାଜନୀତିକ ଦଳବିଜେଡି
ଜୀବନ ସାଥୀରାମକୃଷ୍ଣ ପଟ୍ଟନାୟକ
ସନ୍ତାନ୪ ଝିଅ

ଆଧାର

  1. "Thirteenth Lok Sabha Members Bioprofile Kumudini Patnaik". Lok Sabha. Retrieved 21 ଅକ୍ଟୋବର 2015.
  2. "One Time Wonders in Aska". New Indian Express. 20 ମାର୍ଚ୍ଚ 2014. Retrieved 21 ଅକ୍ଟୋବର 2015.
  3. "BJD Lok Sabha team splits". Rediff.com. 23 ଅପ୍ରେଲ 2003. Retrieved 21 ଅକ୍ଟୋବର 2015.
  4. "Ex-minister Ramakrushna, wife quit 'declining' Congress". The Times of India. 24 ଫେବୃଆରୀ 2014. Retrieved 21 ଅକ୍ଟୋବର 2015.
  5. "Ramakrushna, Wife Join BJP". New Indian Express. 20 ମାର୍ଚ୍ଚ 2014. Retrieved 21 ଅକ୍ଟୋବର 2015.