"ବ୍ୟାଡ଼ମିଣ୍ଟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୧୬ କ ଧାଡ଼ି:
'''{{PAGENAME}}''' ଏକ [[ରେକେଟ]] ଖେଳ । ଏହି ଖେଳକୁ ଏକ ଜାଲି ଉପରେ ରେକେଟ ଦ୍ବାରା [[ପରଯୁକ୍ତ କକ୍]]‌କୁ ମାରି ଖେଳାଯାଏ । ଏହି ଖେଳର ନିୟମ ହେଉଛି ସିଙ୍ଗଲସ୍ (ଗୋଟିଏ ଦଳ ପ୍ରତି ଗୋଟିଏ ଖେଳାଳୀ) ଓ ଡବଲସ୍ (ଗୋଟିଏ ଦଳ ପ୍ରତି ଦୁଇଟି ଖେଳାଳୀ) । ଏହି ଖେଳ ସାଧାରଣତଃ ଘର ବାହାରେ ଖେଳାଯାଏ । ନିୟମ ଅନୁଯାୟୀ ଏହି ଖେଳ ଏକ ୟାର୍ଡ଼ ଆୟତାକର କ୍ଷେତ୍ରରେ ଖେଳାଯାଏ । ପରଯୁକ୍ତ କକ୍‌କୁ ରେକେଟରେ ମାରି ବିପରୀତ ଦଳ ପଟେ ଜମିରେ ଏବଂ ନିର୍ଦ୍ଧାରିତ ସୀମା ରେଖା ମଧ୍ୟରେ ପକାଇ ପାରିଲେ ଏକ ପଏଣ୍ଟ ହିସାବ କରାଯାଏ ।
 
ପ୍ରତ୍ୟେକ ଦଳ ଜାଲି ଉପରେ ବିପରୀତ ଦଳକୁ କକ୍ ପଠେଇବା ପୂର୍ବରୁ କେବଳ ଥରେ ମାତ୍ର ରେକେଟରେ ତାକୁ ମାରି ପାରିବେ । ଯେତେବେଳେ କକ୍ ଟିକକ୍ଟି ଭୁଇଁରେ ପଡ଼େ ନିର୍ଣ୍ଣେତା ,ସର୍ଭିସ୍ ବିଚାରକଙ୍କଦ୍ଵାରା ଭୁଲ୍ ନିଷ୍ପତି ଶୁଣାଯାଏ କିମ୍ବା ବିପରୀତ ଦଳ ଅନୁପସ୍ଥିତ ଥା'ନ୍ତି, ସେତେବେଳେ ଖେଳକୁ ସ୍ଥଗିତ ରଖାଯାଏ ।
 
ଏହି ଖେଳରେ ବ୍ୟବହୃତ କକ୍‌ଟି ପରଯୁକ୍ତ ଅଟେ ଏବଂ ଏହା ଏକ ଦୂରଭେଦୀ [[ପ୍ଲାଷ୍ଟିକ]] ଅଟେ । ପ୍ରକୃତରେ କକ୍ ରକକ୍ର ଏହି ପର ବହୁ ଉଚ୍ଚକୁ ଟାଣି ହେବାରେ କକ୍ କୁକକ୍କୁ ସାହାଯ୍ୟ କରେ ଏବଂ ଶୀଘ୍ର ଗତି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅନ୍ୟ ରେକେଟ ଖେଳରେ ବ୍ୟବହୃତ ଵଲ୍ ତୁଳନାରେ ଏହି କକ୍ର ଗତି ବହୁ ତୀବ୍ର ଅଟେ । ଏହି ଖେଳକୁ ବ୍ରିଟିଶ ଭାରତରେ ପୂର୍ବରୁ ଖେଳା ଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି ।
 
[[ଡେନମାର୍କ]]ରେ ଏହି ଖେଳ ପ୍ରଧାନ ଅଟେ କିନ୍ତୁ ଏହା [[ଏସିଆ]]ରେ ଲୋକପ୍ରିୟ ଅଟେ, ୧୯୯୨ ମସିହା ଠାରୁ ବ୍ୟାଡମିଣ୍ଟନକୁ [[ସମର୍ ଅଲମ୍ପିକ୍ ସ୍ପୋର୍ଟସ୍]]‌ରେ ପାଞ୍ଚ ପ୍ରକାରରେ ଖେଳାଯାଏ ଯଥା:- men's singles, women's singles, men's doubles, women's doubles ଏବଂ mixed doubles । ଉଚ୍ଚକୋଟିର ବ୍ୟାଡମିଣ୍ଟନ ଖେଳରେ ଖେଳାଳୀ ଶରୀରରେ ଦମ୍ ଥିବା ଦରକାର, ସେ କ୍ଷୀପ୍ର ହୋଇଥିବା ଦରକାର,ତା ଶରୀରରେ ତାକତ୍ ଥିବା ଦରକାର । ଏହା ଏକ ପାରିଭାଷିକ ଖେଳ ଓ ଏହି ଖେଳରେ ଭଲ ଭାବେ ଗତି କରି ପାରୁଥିବା ରେକେଟ ଦରକାର ।
 
== ଇତିହାସ ==
ଶତାବ୍ଦୀ ଶତାବ୍ଦୀ ଧରି ପରଯୁକ୍ତ କକ୍ କୁକକ୍କୁ ବ୍ୟବହାର କରି [[ୟୁରେସିଆ]]ରେ ଖେଳ ହୋଇ ଆସୁଥିଲା କିନ୍ତୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଏହି ଆଧୁନିକ ବ୍ୟାଡମିଣ୍ଟନ ଖେଳର ଉନ୍ନତି ହୋଇଥିଲା । ଏହି ଖେଳ ବ୍ରିଟିଶମାନଙ୍କ ପୂର୍ବରୁ ଖେଳାଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି । <ref>{{cite web|last=ଖେଳରୁ ଉନ୍ନତ କରାଯାଇଛି|first=ଏହି ଖେଳ ବ୍ରିଟିଶ ମାନଙ୍କ ପୂର୍ବରୁ|title=Badminton|url=https://en.wikipedia.org/wiki/Badminton|accessdate=7 January 2017|language=English}}</ref> ଏହାର ପ୍ରକୃତ ମୂଳଦୁଆ ଦୁର୍ବୋଧ୍ୟ ଅଟେ । ଏହି ଖେଳର ନାମ Duke of Beaufortର Gloucestershireରେ [[ବ୍ୟାଡମିଣ୍ଟନ ହାଉସ]]ରୁ ଆସିଅଛି କିନ୍ତୁ କେବେ ଓ କ'ଣ ପାଇଁ ଆସିଛି ଏପର୍ଯ୍ୟନ୍ତ ଅସ୍ପଷ୍ଟ।କର୍ଣ୍ଣ ହିଲ୍ ମଗାଜିନରେ ବର୍ଣ୍ଣନା କରାଯାଇଛି କି battledore and shuttlecock ଖେଳ ଯେପରି ଦୁଇ ପକ୍ଷ ଦଳ ମଧ୍ୟରେ ଓ ଭୂମି ଠାରୁ ୫ଫୁଟ୍ ଉପରକୁ ଜାଲି ବାନ୍ଧି ଖେଳାଯାଏ, ସେହିପରି ବ୍ୟାଡମିଣ୍ଟନ ମଧ୍ୟ ଖେଳାଯାଏ।ମୂଳତଃ ଏହି ଖେଳଟି ବ୍ରିଟିଶ ଇଣ୍ଡିଆରେ ସ୍ୱଦେଶତ୍ୟାଗୀ କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଉନ୍ନତ ହୋଇଥିଲା ଯେଉଁଠାରେ ଏହା ୧୯୮୦ ମସିହା ବେଳକୁ ଲୋକପ୍ରିୟ ଥିଲା।
 
==ଆଧାର==