"କୁନା ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
 
==ଅଭିନୟ ଜୀବନ==
କୁନା ତ୍ରିପାଠୀ ପ୍ରଥମେ ଜଣେ ଖଳନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସ‌ହକାରୀ ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନରେ ମଧ୍ୟ କଛି ଧାରାବାହିକରେ ସେ ଅଭିନୟ କରିଥିଲେ । ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ରେ ଉପସ୍ଥାପକ ଭାବରେ ସେ ୨୦୦୭ରୁ କାର୍ଯ୍ୟ କରୁଆସୁଛନ୍ତି ।
 
==ଅଭିନୀତ କଥାଚିତ୍ର==