"କୁନା ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୭ କ ଧାଡ଼ି:
}}
 
'''କୁନା ତ୍ରିପାଠୀ''', ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି ।<ref name="ଉପନ୍ୟାସ ଲେଖୁଛନ୍ତି କୁନା ତ୍ରିପାଠୀ">{{cite news|title=ଉପନ୍ୟାସ ଲେଖୁଛନ୍ତି କୁନା ତ୍ରିପାଠୀ|url=http://odishareporter.in/entertainment/kuna-tripathy-is-writing-a-novel/|accessdate=17 January 2018|newspaper=Odisha Reporter|date=3 January 2018}}</ref> ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସ‌ହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରିଆସୁଛନ୍ତି ।<ref>{{cite news|title=‘ନ୍ୟୁଜ୍‌ ଫ୍ୟୁଜ୍‌’ ଫେମ୍ କୁନା ତ୍ରିପାଠୀ କେଉଁଥିରେ ପୂରା ଫେଲ୍ ଜାଣନ୍ତି?|url=http://odishareporter.in/entertainment/do-you-know-this-thing-about-kuna-tripathy/|accessdate=17 January 2018|newspaper=Odisha Reporter|date=25 December 2017}}</ref>