"ଶୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
No edit summary
୨୬ କ ଧାଡ଼ି:
'''ଶୁଆ''' ମୋଟାମୋଟି ଭାବେ ୩୯୩ ଜାତିର ଅଟନ୍ତି।ଶୁଆକୁ ସିଟାସିନି ମଧ୍ୟ କୁହାଯାଏ।ଏହି ଶୁଆମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅଞ୍ଚଳରେ ମୁଖ୍ୟତଃ ଦେଖାଯାଆନ୍ତି।ଶୁଆମାନଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।ଯଥା:-[[:en: Psittacoidea|ସିଟାକୋଏଡିଆ]](ପ୍ରକୃତ ଶୁଆ),[[:en:Cacatuoidea|କାକୁଟୋଏଡିଆ]](କୋକା ଟୋସ୍) ଓ [[:en: Strigopoidea|ସ୍ଟ୍ରିଗୋପୋଏଡିଆ]](ନିଉଜଲ୍ୟାଣ୍ଡ ଶୁଆ)।ଶୁଆକୁ ଶୂକ ମଧ୍ୟ କୁହାଯାଏ।
ଶୁଆର ଦୁଇଟି ଆଖି, ଏକ ଶକ୍ତ ଵକ୍ର ଥଣ୍ଟ, ଶକ୍ତ ଗୋଡ଼, ପଞ୍ଝା ଅଛି।ବହୁତ ଶୁଆ ଦେଖିବାକୁ ଏକା ରଙ୍ଗର ଓ ଆଉ କିଛି ଶୁଆଙ୍କର ରଙ୍ଗ ଏକାଧିକ ରଙ୍ଗର ହୋଇଥାଏ।ଅଧିକାଂଶ ଶୁଆଙ୍କର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ମଞ୍ଜି, ଫଳ, କଢ଼ ଓ ଗଛର ଅନ୍ୟ ଅଂଶ।କିଛି ଜାତିର ଶୁଆ ପଶୁମାନଙ୍କୁ ଓ ପଚା ସଢା ମାଂସ ଖାଇଥିବା ବେଳେ ଲୋରିସ୍ ଓ ଲୋରିକିଟ୍ସ ଶୁଆ ରସାଳ ପୁଷ୍ପ ଓ କୋମଳ ଫଳ ଖାଇଥାନ୍ତି।ପ୍ରାୟ ସବୁ ଶୁଆ ଗଛ କୋରଡ଼ରେ ରୁହନ୍ତି।
 
ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟନ୍ତି।ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରି ନିଜର ଲୋକପ୍ରିୟତା ବୃଦ୍ଧି କରାଇପାରନ୍ତି ଓ ପୋଷା ମଧ୍ୟ ହୋଇ ପାରନ୍ତି।କିଛି ଶୁଆମାନେ ବୁଦ୍ଧିମାନ ହୋଇଥିବାରୁ ଚାରି ପାଞ୍ଚ ବର୍ଷର ମଣିଷ ପରି କଥା କହିଥାନ୍ତି।
 
ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟନ୍ତି।ଏମାନେଅଟେ।ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରି ନିଜର ଲୋକପ୍ରିୟତା ବୃଦ୍ଧି କରାଇପାରନ୍ତି ଓ ପୋଷା ମଧ୍ୟ ହୋଇ ପାରନ୍ତି।କିଛି ଶୁଆମାନେ ବୁଦ୍ଧିମାନ ହୋଇଥିବାରୁ ଚାରି ପାଞ୍ଚ ବର୍ଷର ମଣିଷ ପରି କଥା କହିଥାନ୍ତି।
==ବର୍ଗୀକରଣ==
Psittaciform ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି।ଏହି ଶୁଆମାନେ ଅଷ୍ଟ୍ରେଲିଆର ଗଣ୍ଡୱାନାରେ ଦେଖାଯାଆନ୍ତି।ଆଣବିକ ଅଧ୍ୟୟନରୁ ଜଣାଯାଏ ଯେ ଶୁଆମାନେ ୫୯ନିୟୁତ ବର୍ଷ ଧରି ଗଣ୍ଡୱାନା ସହିତ ଜଡ଼ିତ।
"https://or.wikipedia.org/wiki/ଶୁଆ"ରୁ ଅଣାଯାଇଅଛି