"ପିଣ୍ଟୁ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox person | name = ପିଣ୍ଟୁ ନନ୍ଦ | image = | imagesize = | caption = | birth_date = {{bir..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୪ କ ଧାଡ଼ି:
| imagesize =
| caption =
| birth_date = {{birth date and age|1977|7|7}}<ref name="ପିଣ୍ଟୁ ନନ୍ଦ">{{cite web|title=Odia Actor Pintu Nanda Biography & Filmography Details|url=http://ollywoodlife.com/odia-actor-pintu-nanda-biography-filmography-details/|publisher=ollywoodlife.com|accessdate=9 January 2018}}</ref>
| birth_date = {{birth date and age|1977|7|7}}-->
| birth_place = [[ଜଗତସିଂହପୁର]], [[ଓଡ଼ିଶା]], [[ଭାରତ]]
| birth_name = ପିଣ୍ଟୁ ନନ୍ଦ
| occupation = ([[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ]]) ଅଭିନେତ୍ରା
| years_active = ୧୯୯୬ରୁ-ଏବେଯାଏଁ<ref name="ପିଣ୍ଟୁ ନନ୍ଦ"/>
| spouse =
| children =
୧୭ କ ଧାଡ଼ି:
}}
 
'''ପିଣ୍ଟୁ ନନ୍ଦ''' (ଜନ୍ମ: ୭ ଜୁଲାଇ ୧୯୭୭), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପ‌ହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।<ref name="ପିଣ୍ଟୁ ନନ୍ଦ"/> ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସ‌ହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।