"ସରୋଜ ଖାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Abha S Pradhan ପୃଷ୍ଠାଟିକୁ ବ୍ୟବହାରକାରୀ:Abha S Pradhan/ପରଖଘରରୁ ସରୋଜ୍ ଖାନ୍କୁ ଘୁଞ୍ଚାଇଲେ
୨୩ କ ଧାଡ଼ି:
 
==ବୃତ୍ତି==
ନିର୍ମଳା ଜନ୍ମ ହେବା ପରେ ତାଙ୍କର ବାପା, ମା' [[ଭାରତ ବିଭାଜନ]] ପରେ ଭାରତ ଚାଲି ଆସିଥିଲେ । ସେ ''ନ‌ଜ୍‌ରାନା'' ଚଳଚ୍ଚିତ୍ରରେ ୩ ବର୍ଷ ବୟସରେ [[ଶ୍ୟାମ]] ନାମକ ଶିଶୁ ଚରିତ୍ରରେ ଅଭିନୟ କରି<ref name="Encyc">{{cite book|author1=Gulzar|author2=Govind Nihalani |author3=Saibal Chatterjee |title=Encyclopaedia Of Hindi Cinema|url=https://books.google.com/books?id=8y8vN9A14nkC&pg=PT597|accessdate=13 June 2013|year=2003|publisher=Popular Prakashan|isbn=978-81-7991-066-5|pages=573}}</ref> ଓ ୧୯୫୦ ମସିହାରେ ଏକ [[ପ୍ରଛ୍ଛଦପଟ ନର୍ତ୍ତକିନର୍ତ୍ତକୀ]] ଭାବେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ [[ବି ସୋହନ୍‌ଲାଲ୍ସୋହନ୍‌ଲାଲ୍‌]]ଙ୍କ ଅଧୀନରେ କାମ କଲାବେଳେ ସେ ନୃତ୍ୟ ଶିଖିଥିଲେ । ପରେ ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଯାଇଥିଲେ, ପ୍ରଥମା ସ‌ହ ନିର୍ଦ୍ଦେଶକ ଓ ପରେ ସ୍ବାଧୀନ ଭାବେ ''[[ଗୀତା ମେରା ନାମ୍]]'' (୧୯୭୪)ରେ ନିର୍ଦ୍ଦେଶନା ଦେଇଥିଲେ । ତ‌ଥାପି ଜଣାଶୁଣା ହେବା ପାଇଁ ତାଙ୍କ୍କତାଙ୍କୁ ବ‌ହୁତ ବର୍ଷ ଅପେକ୍ଷା କରିବାକୁ ପଡିଥିଲା, ଯାହାକୁ ସେ [[ଶ୍ରୀଦେବୀ]]ଙ୍କ ସ‌ହ ''[[ମିଷ୍ଟର ଇଣ୍ଡିଆ]]''ରେ ''ହୱା ହୱାଇ'' (୧୯୮୭), ''[[ନାଗୀନା]]'' (୧୯୮୬) ଓ ''[[ଚାନ୍ଦିନୀ]]'' (୧୯୮୯) ଓ ପରେ ମାଧୁରୀଙ୍କ ସ‌ହ ''[[ତେଜାବ''ଏକ୍, ଦୋ, ତିନ୍'' ଓ ୧୯୯୦ରେ ''[[ଥାନେଦାର]]''ର ''ତମା ତମା ଲୋଗେ''ରେ<ref name="times.com">{{Cite web | title = 'Tamma tamma loge' got okayed in the 48th take: Saroj Khan| url = http://articles.timesofindia.indiatimes.com/2013-05-23/news-interviews/39474489_1_saroj-khan-sanjay-dutt-madhuri-dixit-nene | publisher =Times Of India | date =23 May 2013 | accessdate = 13 June 2013 }}</ref> ଓ ''[[ବେଟା]]'' (୧୯୯୨)ରେ ''ଧକ୍ ଧକ୍ କର୍‌ନେ ଲଗା''ରେ କାମ କରି ପାଇଥିଲେ । ଏହାପରେ ସେ ବଲିଉଡ୍‌ର ସବୁଠାରୁ ସଫଳ ନିର୍ଦ୍ଦାଶକର ମାନ୍ୟତା ପାଇଥିଲେ<ref name="Encyc"/><ref name="tribune12">{{Cite web |author = Shoma A. Chatterji | title =Diva of Dance| url = http://www.tribuneindia.com/2012/20121028/spectrum/main2.htm | publisher =The Tribune | date =28 October 2012 | accessdate = 13 June 2013 }}</ref> ।
 
୨୦୧୪ ମସିହାରେ, ସେ ''[[ଗୁଲାବ୍ ଗ୍ୟାନ୍ଗ]]''ରେ ମାଧୁରୀ ଦୀକ୍ଷିତଙ୍କ ସ‌ହ ପୁଣିଥରେ କାମ କରିଥିଲେ ।<ref name="times">{{Cite web | title = Madhuri is still superb: Saroj Khan | url = http://articles.timesofindia.indiatimes.com/2013-05-22/news-interviews/39444524_1_indian-dance-saroj-khan-choreographer |publisher = The Times of India | date =22 May 2013 | accessdate = 13 June 2013 }}</ref>
 
==ଆଧାର==
"https://or.wikipedia.org/wiki/ସରୋଜ_ଖାନ"ରୁ ଅଣାଯାଇଅଛି