"ସରୋଜ ଖାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
{{Use dmy dates|date=August 2013}}
{{Infobox person
| name = ସରୋଜସରୋଜ୍ ଖାନ୍
|spouse =
| image = Saroj khan nachle ve with saroj khan.jpg
୧୮ କ ଧାଡ଼ି:
'''ନିର୍ମଳା ନାଗପାଲ୍''', ଯେ ଲୋକପ୍ରିୟ ଭାବେ '''ସରୋଜ୍ ଖାନ୍''' (୨୨ ନଭେମ୍ବର ୧୯୪୮)ରେ ଜନ୍ମ ହୋଇଥିଲେ, [[ହିନ୍ଦୀ ସିନେମା]] ଜଗତରେ ଜଣେ ପ୍ରଖ୍ୟାତ ଭାରତୀୟ [[ନର୍ତ୍ତକୀ]] ତ‌ଥା [[ନୃତ୍ୟ ନିର୍ଦ୍ଦେଶିକା]] ଭାବେ ଜଣାଶୁଣା । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି । ସେ କିଷନ‌ଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କ ଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।
 
ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ବୀକାରୋକ୍ତି ଅନୁଯାୟୀ, ବିବାହାବିବାହ ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ଧ୍ୟ ସେ ମୁସଲ୍‌ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍‌ଲାଲ୍‌ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍‌ଲାଲ‌ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍‌ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।
 
୧୯୬୫ରେ ସେ ସୋହନ୍‌ଲାଲ୍‌ଙ୍କ ଠାରୁ ବିଛ୍ଛେଦ ହୋଇଥିଲେ ମଧ୍ଧ୍ୟ ତାଙ୍କ ସ‌ହ କାମ କରୁଥିଲେ । ସୋହନ୍‌ଲାଲ୍‌ଙ୍କ ହୃଦ‌୍‌ଘାତ ପରେ ସେମାନେ ପୁଣିଥରେ ଏକାଠି ହୋଇଥିଲେ । ସୋହନ୍‌ଲାଲ୍‌ଙ୍କ ଠାରୁ ସରୋଜ୍ ଖାନ୍‌ଙ୍କର ହୀନା ଖାନ୍ (କୁକୁ) ନାମରେ ଆଉ ଏକ ସନ୍ତାନ ଥିଲା । ପରେ ସୋହନ୍‌ଲାଲ୍ ସରୋଜ୍ ଓ ଦୁଇ ପିଲାଙ୍କୁ ଛାଡି ମୁମ୍ବାଇ ଚାଲିଯାଇଥିଲେ । ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍‌ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।
୨୬ କ ଧାଡ଼ି:
 
In 2014, Khan worked with Madhuri Dixit again in ''[[Gulaab Gang]]''.<ref name="times">{{Cite web | title = Madhuri is still superb: Saroj Khan | url = http://articles.timesofindia.indiatimes.com/2013-05-22/news-interviews/39444524_1_indian-dance-saroj-khan-choreographer |publisher = The Times of India | date =22 May 2013 | accessdate = 13 June 2013 }}</ref>
==ଆଧାର==
"https://or.wikipedia.org/wiki/ସରୋଜ_ଖାନ"ରୁ ଅଣାଯାଇଅଛି