"ସରୋଜ ଖାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{EngvarBUse Indian English|date=SeptemberAugust 20142013}}
{{Use dmy dates|date=SeptemberAugust 20142013}}
{{Infobox person
| name = ସରୋଜ ଖାନ୍
|caption= ଅଭିଜିତ ମିଶ୍ର
|spouse =
|image=
| image = Saroj khan nachle ve with saroj khan.jpg
|name=ଅଭିଜିତ ମିଶ୍ର
| caption = On the sets of [[ନ‌ଚ୍‌ଲେ ବେ ଉଇଥ୍ ସରୋଜ୍ ଖାନ୍]]
|other_names =
| image_size =
|birth_date = {{birth date and age|df=yes|mf=yes|1985|12|28}}
| birth_name = ନିର୍ମଳା ନାଗପାଲ୍
|birth_place=[[ଆନନ୍ଦପୁର]], [[କେଉଁଝର]]
| alias =
|Nationality= [[ଭାରତୀୟ]]
| birth_date = {{birth date and age|df=yes|mf=yes|19851948|1211|2822}}
| education = [[ଆଇନ]] ବିଭାଗରେ ସ୍ନାତକ<br>[[ବାଣିଜ୍ୟ]] ବିଭାଗରେ ସ୍ନାତକ<br>[[ଫାଇନ୍ ଆର୍ଟ୍ସ]]ରେ ସ୍ନାତକ
| birth_place = [[ବମ୍ବେ]], [[ବମ୍ବେ ରାଜ୍ୟ]], [[ଭାରତ]]
| alma_mater = [[କେଉଁଝର ଆଇନ ମହାବିଦ୍ୟାଳୟ]], [[କେଉଁଝର]]
| occupation =
|movement=
| years_active = ୧୯୫୮- ବର୍ତ୍ତମାନ
|organization = [[ଲେକ୍ସପବ୍ଲିସିଓ ଲ ଫାର୍ମ]]<br>[[ଦେବାଂଶ ଫାଉଣ୍ଡେସନ୍]]
| website =
|awards =
| module = {{Listen |embed= yes |filename= Saroj Khan Indian Choreographer voice sample.ogg|title= Saroj Khan's voice in Hindi|type= speech |description= Saroj Khan discussing how she started her career. }}
}}
'''ନିର୍ମଳା ନାଗପାଲ୍''', ଯେ ଲୋକପ୍ରିୟ ଭାବେ '''ସରୋଜ୍ ଖାନ୍''' (୨୨ ନଭେମ୍ବର ୧୯୪୮)ରେ ଜନ୍ମ ହୋଇଥିଲେ, [[ହିନ୍ଦୀ ସିନେମା]] ଜଗତରେ ଜଣେ ପ୍ରଖ୍ୟାତ ଭାରତୀୟ [[ନର୍ତ୍ତକୀ]] ତ‌ଥା [[ନୃତ୍ୟ ନିର୍ଦ୍ଦେଶିକା]] ଭାବେ ଜଣାଶୁଣା । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି । ସେ କିଷନ‌ଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କ ଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।
 
ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ବୀକାରୋକ୍ତି ଅନୁଯାୟୀ, ବିବାହା ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ଧ୍ୟ ସେ ମୁସଲ୍‌ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍‌ଲାଲ୍‌ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍‌ଲାଲ‌ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍‌ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।
 
୧୯୬୫ରେ ସେ ସୋହନ୍‌ଲାଲ୍‌ଙ୍କ ଠାରୁ ବିଛ୍ଛେଦ ହୋଇଥିଲେ ମଧ୍ଧ୍ୟ ତାଙ୍କ ସ‌ହ କାମ କରୁଥିଲେ । ସୋହନ୍‌ଲାଲ୍‌ଙ୍କ ହୃଦ‌୍‌ଘାତ ପରେ ସେମାନେ ପୁଣିଥରେ ଏକାଠି ହୋଇଥିଲେ । ସୋହନ୍‌ଲାଲ୍‌ଙ୍କ ଠାରୁ ସରୋଜ୍ ଖାନ୍‌ଙ୍କର ହୀନା ଖାନ୍ (କୁକୁ) ନାମରେ ଆଉ ଏକ ସନ୍ତାନ ଥିଲା । ପରେ ସୋହନ୍‌ଲାଲ୍ ସରୋଜ୍ ଓ ଦୁଇ ପିଲାଙ୍କୁ ଛାଡି ମୁମ୍ବାଇ ଚାଲିଯାଇଥିଲେ । ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍‌ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।
==ପ୍ରାରମ୍ଭିକ ଜୀବନ==
 
==ବୃତ୍ତି==
==କାର୍ଯ୍ୟ==
ନିର୍ମଳା ଜନ୍ମ ହେବା ପରେ ତାଙ୍କର ବାପା, ମା' [[ଭାରତ ବିଭାଜନ]] ପରେ ଭାରତ ଚାଲି ଆସିଥିଲେ । ସେ ''ନ‌ଜ୍‌ରାନା'' ଚଳଚ୍ଚିତ୍ରରେ ୩ ବର୍ଷ ବୟସରେ [[ଶ୍ୟାମ]] ନାମକ ଶିଶୁ ଚରିତ୍ରରେ ଅଭିନୟ କରି<ref name="Encyc">{{cite book|author1=Gulzar|author2=Govind Nihalani |author3=Saibal Chatterjee |title=Encyclopaedia Of Hindi Cinema|url=https://books.google.com/books?id=8y8vN9A14nkC&pg=PT597|accessdate=13 June 2013|year=2003|publisher=Popular Prakashan|isbn=978-81-7991-066-5|pages=573}}</ref> ଓ ୧୯୫୦ ମସିହାରେ ଏକ [[ପ୍ରଛ୍ଛଦପଟ ନର୍ତ୍ତକି]] ଭାବେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ [[ବି ସୋହନ୍‌ଲାଲ୍]]ଙ୍କ ଅଧୀନରେ କାମ କଲାବେଳେ ସେ ନୃତ୍ୟ ଶିଖିଥିଲେ । Later, she herself shifted to choreography, first as an assistant choreographer and later getting her break as an independent choreographer, with ''[[Geeta Mera Naam]]'' (1974). However, she had to wait many years to receive acclaim, which came with her work with [[Sri Devi]]; ''Hawa Hawai'' in ''[[Mr India]]'' (1987), ''[[Nagina]]'' (1986) and ''[[Chandni]]'' (1989), and later with [[Madhuri Dixit]], starting with the hit ''Ek Do Teen'' in ''[[Tezaab]]'' (1988), ''[[Thanedaar#Tamma Tamma Loge|Tamma Tamma Loge]]'' in ''[[Thanedaar]]'' (1990)<ref name="times.com">{{Cite web | title = 'Tamma tamma loge' got okayed in the 48th take: Saroj Khan| url = http://articles.timesofindia.indiatimes.com/2013-05-23/news-interviews/39474489_1_saroj-khan-sanjay-dutt-madhuri-dixit-nene | publisher =Times Of India | date =23 May 2013 | accessdate = 13 June 2013 }}</ref> and ''Dhak Dhak Karne Laga'' in ''[[Beta (film)|Beta]]'' (1992). Thereafter, she went on to become one of the most successful Bollywood choreographers.<ref name="Encyc"/><ref name="tribune12">{{Cite web |author = Shoma A. Chatterji | title =Diva of Dance| url = http://www.tribuneindia.com/2012/20121028/spectrum/main2.htm | publisher =The Tribune | date =28 October 2012 | accessdate = 13 June 2013 }}</ref>
 
In 2014, Khan worked with Madhuri Dixit again in ''[[Gulaab Gang]]''.<ref name="times">{{Cite web | title = Madhuri is still superb: Saroj Khan | url = http://articles.timesofindia.indiatimes.com/2013-05-22/news-interviews/39444524_1_indian-dance-saroj-khan-choreographer |publisher = The Times of India | date =22 May 2013 | accessdate = 13 June 2013 }}</ref>
 
==ରାଜନୈତିକ ଜୀବନ==
 
 
==ପୁରସ୍କାର ଓ ସମ୍ମାନ==
 
 
==External links==
* {{Facebook|abhijit.mishra.5458|ଅଭିଜିତ ମିଶ୍ର}}
* {{Twitter|MishraAbhijit1|ଅଭିଜିତ ମିଶ୍ର}}
* [http://www.devanshfoundation.com/ ଦେବାଂଶ ଫାଉଣ୍ଡେସନ୍‌ର ୱେବ୍‌ସାଇ‌ଟ୍]
 
 
 
<font color="green" face="Segoe Script" size="4"><b> [[User:Abha S Pradhan|<span style="text-shadow:#8b9dc3 3px 3px 2px;"><font color="#008000"><b>Abha Pradhan</b></font></span>''']] </b></font><sup><font face="Andalus"> ([[User talk:Abha S Pradhan|<font color="#008000">talk</font>]]) &#124;[[Special:Contributions/Abha S Pradhan|<font color="#008000">Contribs</font>]]) </font></sup>
"https://or.wikipedia.org/wiki/ସରୋଜ_ଖାନ"ରୁ ଅଣାଯାଇଅଛି