"ଟେନ୍ସରଫ୍ଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox software|name=ଟେନସରଫ୍ଲୋ|logo=TensorFlowLogo.pngsvg|developer=[[ଗୁଗଲ]] ବ୍ରେନ Team|released={{Start date and age|2015|11|09}}|latest release version=1.2.0<ref>{{Cite news |url = https://github.com/tensorflow/tensorflow/releases |title = TensorFlow Release |access-date = 2017-06-19 |language = en-US }}</ref>|latest release date={{Start date and age|2017|06|15}}|programming language=[[Python (programming language)|Python]], [[C++]], [[CUDA]]|platform=[[Linux]], [[macOS]], [[Windows]], [[Android (operating system)|Android]]|genre=[[Machine learning]] [[Library (computing)|library]]|license=[[Apache License|Apache 2.0 open source license]]|website={{URL|https://www.tensorflow.org}}}}
 
ଟେନସରଫ୍ଲୋ ହେଉଛି [[ଗୁଗଲ]]ର ଏକ ଗାଣିତିକ ପ୍ରଣାଳୀ ଯାହାକୁ ବ୍ୟବହାର କରି, ବୈଦ୍ୟୁତିକ ଯନ୍ତ୍ର ଏବଂ କମ୍ପ୍ୟୁଟର ସମୂହକୁ କୁତ୍ରିମ ବୁଦ୍ଧି ପ୍ରଦାନ କରିହେବ । ଏହା ବର୍ତ୍ତମାନ, ବିଭିନ୍ନ ରିସର୍ଚ୍ଚ କାମରେ ବ୍ୟବହାର ହେବା ସହିତ, ଗୁଗଲର ବିଭିନ୍ନ ସଫ୍ଟୱେରରେ ମଧ୍ୟ ବ୍ୟବହାର ହେଉ ଅଛି । ଟେନ୍ସରଫ୍ଲୋ ପ୍ରାଥମିକ ଭାବେ ଏକ ନିଜସ୍ୱ ଗାଣିତିକ ବିଧି ଭାବେ ଗୁଗଲର ବ୍ରେନ ଟିମ ତିଆରି କରିଥିଲେ । ନଭେମ୍ବର ୯ ତାରିଖ, ୨୦୧୫ରେ ଏହାକୁ ଏକ ଓପନ ସୋର୍ସ ସଫ୍ଟୱେର ଭାବେ ଘୋଷଣା କରାଯାଇଥିଲା ।