"ଲାଇକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫ କ ଧାଡ଼ି:
ସ୍ପୁଟନିକ ୨ ପାଇଁ ଲାଇକାର ଚୟନ କରାଯାଇଥିଲା ।ଏହି ମହାକାଶ‌ଯାନଟି ୩ ନଭେମ୍ବର ୧୯୫୭ରେ ଭୁପୃଷ୍ଠରୁ ମହାକାଶକୁ ଛଡ଼ାଯାଇଥିଲା ।
 
ଲାଇକାର ଏହି ଅଭିଯାନ ସମୟରେ, ପଶୁପକ୍ଷୀ ଏବଂ ଜୀବନ୍ତ ଜୀବ ମାନଙ୍କ ଉପରେ ମହାକାଶ ଯାତ୍ରାର ପ୍ରଭାବ କିପରି ପଡେ, ତାହା କାହାରିକୁ ଜଣା ନଥିଲା ଏବଂ ସେହି ସମୟରେ ପୃଥିବୀର ବାୟୁମଣ୍ଡଳରୁ ବାହାରକୁ ଯିବାର ପ୍ରଣାଳୀ ମଧ୍ୟ ସଠିକ ରୂପରେ କାହାରିକୁ ଉପଯୁକ୍ତ ଭାବରେ ଜଣା ନଥିଲା
"https://or.wikipedia.org/wiki/ଲାଇକା"ରୁ ଅଣାଯାଇଅଛି