"ଲାଇକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{underconstruction}}
'''ଲାଇକା ('''Russian{{lang-ru|Лайка}}Лайка{{lang-ru|Лайка}}; c. ୧୯୫୪ – ୩ ନଭେମ୍ବର ୧୯୫୭) ମହାକାଶକୁ  ଯାଇଥିବା ପ୍ରଥମ ପଶୁ ମାନଙ୍କୁ ମଧ୍ୟରୁ ଜଣେ।
ଲାଇକା, ମସ୍କୋ ସ‌ହରର ଏକ ବୁଲା କୁକୁର ଥିଲା ଓ ସୋଭିଏତ ମହାକଶ‌ଯାନ 

ସ୍ପୁଟନିକ ୨ ପାଇଁ ଲାଇକାର ଚୟନ କରାଯାଇଥିଲା ।ଏହି ମହାକାଶ‌ଯାନଟି ୩ ନଭେମ୍ବର ୧୯୫୭ରେ ଭୁପୃଷ୍ଠରୁ ମହାକାଶକୁ ଛଡ଼ାଯାଇଥିଲା ।
 
ଲାଇକାର ଏହି ଅଭିଯାନ ସମୟରେ, ପଶୁପକ୍ଷୀ ଏବଂ ଜୀବନ୍ତ ଜୀବ ମାନଙ୍କ ଉପରେ ମହାକାଶ ଯାତ୍ରାର ପ୍ରଭାବ କିପରି ପଡେ, ତାହା କାହାରିକୁ ଜଣା ନଥିଲା ।
"https://or.wikipedia.org/wiki/ଲାଇକା"ରୁ ଅଣାଯାଇଅଛି