"ବାଲି ଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧ କ ଧାଡ଼ି:
 
ବାଲି ଇଣ୍ଡୋନେସିଆର ଏକ ରାଜ୍ୟ ତଥା ଦ୍ୱୀପ ଅଟେ । ଏହି ରାଜ୍ୟରେ ବାଲି ସମେତ ଆଉ କେତେକ ଦ୍ୱୀପ ରହିଛି । ଏହା ଛୋଟ ସୁନ୍ଦ ଦ୍ୱୀପ ସମୂହର ପଶ୍ଚିମତମ ଅଂଶରେ ରହିଛି । ଏହାର ରାଜଧାନୀ ଏହି ଦ୍ବୀପର ଦକ୍ଷିଣ ଅଂଶରେ ଅବସ୍ଥିତ ।
{{Unreferenced}}
 
ବାଲି [[ଇଣ୍ଡୋନେସିଆ|ଇଣ୍ଡୋନେସିଆର]] ଏକ ରାଜ୍ୟ ତଥା ଦ୍ୱୀପ ଅଟେ । ଏହି ରାଜ୍ୟରେ ବାଲି ସମେତ ଆଉ କେତେକ ଦ୍ୱୀପ ରହିଛି । ଏହା ଛୋଟ ସୁନ୍ଦସୁନ୍ଦର ଦ୍ୱୀପ ସମୂହର ପଶ୍ଚିମତମ ଅଂଶରେ ରହିଛି । ଏହାର ରାଜଧାନୀ ଏହି ଦ୍ବୀପର ଦକ୍ଷିଣ ଅଂଶରେ ଅବସ୍ଥିତ ।
 
୨୦୧୪ ମସିହା ସୁଦ୍ଧା ୪୨,୨୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପ ଅଧିକାଂଶ ଭାବେ ଇଣ୍ଡୋନେସିଆର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବାସସ୍ଥଳୀ । ୨୦୧୦ ଜଣ ଗଣନା ଅନୁଯାୟୀ, ଏହି ଦ୍ବୀପର ୮୩.୫% ବାଲିୟ ହିନ୍ଦୁ ହୋଇଥିବା ବେଳେ, ୧୩.୪% ମୁସଲିମ, ୨.୫% ଖ୍ରୀଷ୍ଟିୟାନ ଓ ୦.୫% ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି ।