"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 106.203.128.192 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanaranjan sahuଙ୍କ ଦେଇ କରାଯା...
ଟ୍ୟାଗ: Rollback
ବନାନ ସଂଶୋଧନ
୧୦ କ ଧାଡ଼ି:
== ଇତିହାସ ==
ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲା ସାହିତ୍ୟକୁ ବଞ୍ଚାଇ ରଖିବାର ଏକ ମାତ୍ର ଉପାୟ । ତେଣୁ ମନେ ରଖିବାର ସୁବିଧା ନିମନ୍ତେ ସବୁ କଥାକୁ ପଦ୍ୟର ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ୟା, ଆକାଶ ବିଦ୍ୟା, ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ୟ ସବୁ ରଚା ଯାଇଥିଲା । [[ଓଡ଼ିଆ ଭାଷା|ଓଡ଼ିଆ]]ରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି ।
ଓଡ଼ିଆ ସାହିତ୍ୟର ଇତିହାସ [[ଚର୍ଯାଗୀତି|ଚର୍ଯା ଗୀତି]]ରୁ ଆରମ୍ଭ ବୋଲି ପ୍ରମାଣ ମିଳିଅଛି । ଏହା [[ବୁଦ୍ଧ]]ଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ [[ବୁଦ୍ଧ]]ଙ୍କର ଜନ୍ମଜାତକ (ବୁଦ୍ଧଜାତକ), ବାଣୀ [[ତିପିଟକତ୍ରିପିଟକ]] ଭାବରେ ଓ ବୌଦ୍ଧ ସାଧୁ ସନ୍ଥମାନଙ୍କ ଲେଖା ଚର୍ଯ୍ୟଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ ।ଏହା। ଏହା ପରବର୍ତ୍ତୀ କାଳରେ [[ଭକ୍ତିଯୁଗ]] ସମୟରେ ଏହା ଖୁବ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । କେତେକ ସ୍ଥଳରେ ଉତ୍ତର ଆଧୁନିକ ସାହିତ୍ୟର ଉକ୍ତି ଦେଖିବାକୁ ମିଳିଥାଏ ।
 
=== ବିଭାଗୀକରଣ ===
୧୭ କ ଧାଡ଼ି:
ବୁଝିବାର ସୁବିଧା ନିମନ୍ତେ ଆମ ସାହିତ୍ୟକୁ ଦୁଇଟି ଭାଗରେ ବିଭକ୍ତ କରା ଯାଇଛି । ''କଥିତ ସାହିତ୍ୟ'' ଓ ''ଲିଖିତ ସାହିତ୍ୟ'' । କଥିତ ସାହିତ୍ୟ ସାଧାରଣ ଲୋକ ମୁଖରେ ପ୍ରଚଳିତ କଥା, କବିତା ଆଦିକୁ ବୁଝାଏ ।
 
ସାଧାରଣ ଲୋକେ ନିଜର ଆନନ୍ଦ, ବିଷାଦ, ଆଶା, ଆକାଙ୍କ୍ଷାକୁଆକାଂକ୍ଷାକୁ ଗୀତ ଓ ଗପ ମାଧ୍ୟମରେ ପ୍ରକାଶ କରିଥାନ୍ତି । ଗାଁ ଗହଳରେ ଅନେକ ଭାବପ୍ରବଣ ଲୋକ ମୁହେଁ ମୁହେଁ ଗୀତ ବାନ୍ଧି ଦେଇଥାନ୍ତି । ସେ ଗୀତ ଅନ୍ୟମାନେ ଶୁଣନ୍ତି ଓ ମନେ ରଖିଥାନ୍ତି । ଏମିତି ପିଢ଼ି ପରେ ପିଢ଼ି ସେହି ଗୀତ, ଢଗ ଢମାଳି, ପ୍ରବଚନ ଆଦି କାନରୁ କାନକୁ ଯାଏ ଓ ପୁରୁଷ ପୁରୁଷ ଯାଏଁ ସେସବୁ ଲୋକକୁ ଗାଇ ବୁଲୁଥାନ୍ତି । ଏହି କଥିତ ସାହିତ୍ୟର ଲେଖକ କିଏ, ତାହା ଆକଳନ କରିବା ଅସମ୍ଭବ । ହେଲେ ସେଥିରେ ସାଧାରଣ ଲୋକଙ୍କର ଜୀବନ ଛବି ଅଙ୍କାଯାଇଥାଏ ଓ ସାଧାରଣ ଭାଷାରେ ପ୍ରକାଶିତ ହୋଇଥାଏ । ଏସବୁର ମୂଲ୍ୟ ସାହିତ୍ୟ ଓ ଭାଷା ପାଇଁ ଖୁବ ବେଶୀ । ଓଡ଼ିଆ ସାହିତ୍ୟରେ କାନ୍ଦଣା, ଓଷାଗୀତ, ଦୋଳିଗୀତ, ଶଗଡ଼ିଆ ଗୀତ, ଚଷା ଗୀତ, ନାଉରିଆ ଗୀତ ଆଦି ରହିଅଛି ।
{{Rquote|left|ରାମ ହେ ଲଇଖଣ* ହେ ଗଲେ ମିରିଗ ମାରି...ହୁ...ଡ଼...ରରର....|ଚଷା ଗୀତ}}
:::::::::::::<nowiki>*</nowiki>ଲଇଖଣ: ଲକ୍ଷ୍ମଣ, <small>ପୁରାତନ ଓଡ଼ିଆ</small>
୩୭ କ ଧାଡ଼ି:
 
<!--Eighth century to Twelfth century: The writers of the Charyapada, some of them were definitely from the tract of land comprising Orissa. Oriya Natha Literature: The Bratakathas -->
ଭାରତର ସବୁଠୁ ପୁରୁଣା ଭାଷା [[ପାଳି ଭାଷା|ପାଳି]]ରୁ [[ଓଡ଼ିଆ ଭାଷା|ଓଡ଼ିଆ]]ର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ [[ବୁଦ୍ଧ]]ଙ୍କ ଜନ୍ମ, ଧର୍ମପ୍ରଚାର ଓ [[ବୌଦ୍ଧ ଧର୍ମ]]ର ବିକାଶ କାଳରେ [[ପାଳି ଭାଷା]] ହିଁ ଥିଲା [[ଓଡ଼ିଆ ଭାଷା]] ତିଆରିର ମୂଳଦୁଆ ଯାହାକି ଆଧୁନିକ [[ଓଡ଼ିଆ ଭାଷା]]ର ମୂଳଦୁଆ । <ref>[http://www.odia.org/articles/harvardLecture.pdf ହାରଭାଡ଼ ଭାଷଣ]</ref> ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ଵଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ [[ଓଡ଼ିଆ ଭାଷା]]ର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ [[ପାଳି ଭାଷା]]ର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା [[କଳିଙ୍ଗ]] ଭୂଖଣ୍ଡ ଭିତରେ ଆଜିର [[ଓଡ଼ିଶା]], [[ପଶ୍ଚିମବଙ୍ଗ|ବଙ୍ଗଳା]], [[ବିହାର]] ଓ [[ଆସାମ]] ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ [[ଚର୍ଯାଗୀତି]] ବା [[ଚର୍ଯାଗୀତିକା]] କୁହାଯାଏ । [[ବୌଦ୍ଧ ଧର୍ମ|ବୌଦ୍ଧ]] [[ସିଦ୍ଧ]] କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । [[କାହ୍ନୁ ପା]], [[ଲୁଇ ପା]], [[ସବରି ପା]], [[ହାଡୁ ପା]], [[କୁକୁରି ପା]] ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା । ଏସବୁ ଭଲ ଭାବରେ ବୋଲାଯାଇପାରେ ଓ ନିତାନ୍ତ ସରଳ ଓ ମୌଳିକ ଭାଷାରେ ଲିଖିତ । ଏହି କବିତା ଗୁଡ଼ିକରେ ଶବର, ଶବରୁଣୀ, ଜହ୍ନାକ୍ଷେତ, କପାବୁଣିବା, ସୁନା, ବେଙ୍ଗ ଆଦିର ରୂପକ ବା ପ୍ରତୀକ ଛବି ରହିଅଛି ।
 
ଏହି [[ଚର୍ଯାଗୀତି]] ବା ଚରିଜାଗିତି ସବୁ [[ଓଡ଼ିଆ ଭାଷା|ଓଡ଼ିଆ]], ବଙ୍ଗଳା, ଅସିମିଆ ଓ ମୈଥିଳି ସାହିତ୍ୟର ଆଦିରୂପ ବୋଲି କୁହାଯାଏ । ଏହି ଯୁଗକୁ ସିଦ୍ଧସାହିତ୍ୟର ଯୁଗ ବା ଚରିଜାଗିତିର ଯୁଗ କୁହାଯାଏ ।
୫୧ କ ଧାଡ଼ି:
ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । [[କୋଇଲି ଚଉତିଶା]], [[କାଦମ୍ବିନୀ ଚଉତିଶା]] ଓ [[ଚିଟାଉ ଚଉତିଶା]] ([[ଉପେନ୍ଦ୍ର ଭଞ୍ଜ]]) ଆଦି ଏଥିମଧ୍ୟରୁ ପ୍ରଧାନ ।
==== ଜଣାଣ ବା ସ୍ତୁତିମୂଳକ ଚଉତିଶା ====
ଓଡ଼ିଆରେ ବହୁ ପୁରୁଣା ଜଣାଣ ରହିଅଛି ଯାହା ଆଧାରରେ ଏବେ ମଧ୍ୟ କବିମାନେ ଜଣାଣ ରଚୁଆଛନ୍ତି । ଏହି ଜଣାଣ ଏବଂ ଚଉତିଶା ମଧ୍ୟରେ ଜଗବନ୍ଧୁ ଜଣାଣ (ସାଧୁ), ରାମଚନ୍ଦ୍ର ଜଣାଣ (ଭୋବନି), ସର୍ପ ଜଣାଣ (କବିସୂର୍ଯ୍ୟ [[ବଳଦେବ ରଥ]]) ଓ ଆର୍ତ୍ତତ୍ରାଣ ଚଉତିଶା (ଭକ୍ତକବି [[ଦୀନକୃଷ୍ଣ]]) ଆଦି ପ୍ରହନପ୍ରମୁଖ ଅଟେ । ଉଲ୍ଲେଖଯୋଗ୍ୟ ଯେ ଜଣାଣ ଓ ଚଉତିଶା ଉଭୟରେ ଯଥେଷ୍ଟ ପାର୍ଥକ୍ୟ ରହିଅଛି ।
 
==== ମିଳନ ଓ ବିରହମୂଳକ ଚଉତିଶା ====
ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳିଥାଏ । ଏଥିରେ [[ସମ୍ଭୋଗ]] ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦେଖାଯାଇଥାଏ । କାବ୍ୟଯୁଗରେ ଏହି ପରି ଅନେକ ଚଉତିଶା ଲେଖାଯାଇଥିଲା । ରାଧାକୃଷ୍ଣ ମିଲନମିଳନ ଚଉତିଶା (ସୁଦର୍ଶନ ପଟ୍ଟନାଏକ), ରାଧାବିରହ ଚଉତିଶା (କେଶବ), ଶୀତବିଚ୍ଛେଦ ଚଉତିଶା (ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା ([[ଦୀନକୃଷ୍ଣ ଦାସ]]), ପ୍ରେମଚିନ୍ତାମଣି (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା), ମଥୁରା ବିଜେ ଚଉତିଶା (ଗୋପୀନାଥ), କୃଷ୍ଣବିରହ ଚଉତିଶା (ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କର କୃଷ୍ଣବିରହ ଚଉତିଶା ଏହି ଶ୍ରେଣୀର ।
 
==== ବର୍ଣ୍ଣନାମୂଳକ ଚଉତିଶା ====
ଏହୀଏହି ପୌରଣିକପୌରାଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତୀ ସ୍ଵୟମ୍ବର ବର୍ଣ୍ଣନା), [[ଦନାଇ ଦାସ]] (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ଵିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ ।
==== ଆଳଙ୍କାରିକ ଚଉତିଶା ====
ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ଵ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ଵାଧିନଭର୍ତ୍ତୃକା, ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମାନଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର ।
୯୫ କ ଧାଡ଼ି:
୧୬ଶ-୧୭ଶ ଶତାବ୍ଦୀ ବେଳକୁ ଅନେକ କିଛି ପଦ୍ୟ ରଚନା କରାଯାଇଥିଲା । [[ସୋମନାଥ ବ୍ରତକଥା]], [[ମାଦଳା ପାଞ୍ଜି]] ଏହି ସମୟରେ ଲେଖାହେବା ଅନୁମାନ କରାଯାଇଥାଏ ।
=== '''ରୀତି ଯୁଗ''' ===
ପଞ୍ଚସଖାଙ୍କ ଯୁଗ ଥିଲା ପୁରାଣ ଓ ଭକ୍ତିଯୁଗ । ଏହି ଯୁଗ ପରେ ଆସିଲା କାବ୍ୟ ଯୁଗ, ଯହିଁରେ ଆଳଙ୍କରିକତାର ବିଶେଷ ପ୍ରଭାବ ଦେଖାଯାଏ । [[ଅର୍ଜୁନ ଦାସ]], [[ଦେବଦୁର୍ଲଭ ଦାସ]], [[ନରସିଂହ ସେଣ]], [[ପାର୍ଥ ଶ୍ରୀଚନ୍ଦନ ପ୍ରତାପରାୟ]], [[ବିଷ୍ଣୁ ଦାସ]], [[ଧନଞ୍ଜୟ (କବି)|ଧନଞ୍ଜୟ]], [[ରଘୁନାଥ ହରିଚନ୍ଦନ]], ଉପେନ୍ଦ୍ର ଭଞ୍ଜ, [[ଦୀନକୃଷ୍ଣ ଦାସ]], [[ଅଭିମନ୍ୟୁ ସାମନ୍ତସିଂହାର]], [[ବ୍ରଜନାଥ ବଡ଼ଜେନା]] ଓ [[ଯଦୁମଣି]] ପ୍ରମୁଖ ଏହିକାଳରଏହି କାଳର କବି । ଉପେନ୍ଦ୍ର ଭଞ୍ଜଙ୍କ ରଚିତ [[ବୈଦେହୀଶ ବିଳାସ]], [[ଲାବଣ୍ୟବତୀ]], [[କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ]]ଏହି ଯୁଗର କିଛି ଉତ୍କୃଷ୍ଟ ରଚନା । ଦୀନକୃଷ୍ଣଙ୍କ [[ରସକଲ୍ଲୋକ]] ଓ [[ରସବିନୋଦ]] ଓ [[ଅଭିମନ୍ୟୁ]]ଙ୍କ [[ବିଦଗ୍ଧ ଚିନ୍ତାମଣି]] ଏହି ଯୁଗର ଆଉ କିଛି କାଳଜୟୀ ରଚନା । ଏହି ଯୁଗର କବିମାନଙ୍କ ରଚନା ସଙ୍ଗିତିକତା ଦୃଷ୍ଟିରୁ ବେଶ ଜନପ୍ରିୟ ଥିଲା । ଏହି ଯୁଗର ଶେଷ ଆଡ଼କୁ କବି [[ବ୍ରଜନାଥ ବଡ଼ଜେନା]] [[ସମର ତରଙ୍ଗ]], [[ଅମ୍ବିକା ବିଳାସ]] କାବ୍ୟ ଓ କବିସୂର୍ଯ୍ୟ [[ବଳଦେବ ରଥ]] [[କିଶୋରଚନ୍ଦ୍ରାନନ ଚମ୍ପୂ]] ଓ [[ଚନ୍ଦ୍ରକଳା]] କାବ୍ୟ ଲେଖିଥିଲେ । [[ବ୍ରଜନାଥ ବଡ଼ଜେନା]]ଙ୍କ [[ଚତୁର ବିନୋଦ]] ନାମକ ଏକ ଗଦ୍ୟ ରଚନା କରିଥିଲେ ।
 
[[ବନମାଳୀ ଦାସ]], [[ଗୋପାଳକୃଷ୍ଣ ପଟ୍ଟନାୟକ]], [[ଗୌରଚରଣ (କବି)|ଗୌରଚରଣ]] ପ୍ରମୁଖ ଗୀତିକାରମାନେ ଏହି କାଳରେ ଅନେକ ଗୀତୀ କବିତା ଓ କାବ୍ୟ ରଚିଯାଇଛନ୍ତି ।
୧୧୦ କ ଧାଡ଼ି:
*ଓଡ଼ିଶାରେ ଆଧୁନିକ ଶିକ୍ଷାର ବିସ୍ତାର :-
 
ଓଡ଼ିଶାରେ ମିସନାରୀମାନଙ୍କର କାର୍ଯ୍ୟକଳାପ ଯେତେବେଳେ ସକ୍ରିୟ ହୋଇ ଉଠିଥିଲା, ସେତେବେଳେ ଆଧୁନିକଧରଣର ବିଦ୍ୟାଳୟ ପ୍ରତିଷ୍ଠା ସେମାନଙ୍କର ପ୍ରଥମ ଲକ୍ଷ୍ୟ ହୋଇପଡିଥିଲା । ସେହିମାଙ୍କରସେହିମାନଙ୍କର ପ୍ରଚେଷ୍ଠାରେ ପ୍ରଥମେ କଟକରେ ଆଧୁନିକ ସ୍କୁଲ ଖ୍ରୀ.୧୮୨୨ରେ ପ୍ରତିଷ୍ଠା ହେଲା । କମ୍ପାନୀ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ଖ୍ରୀ.୧୮୩୫ରେ ମିସନାରୀମାଙ୍କପୁରୀମିସନାରୀମାନଙ୍କ ଇଂରେଜୀସ୍କୁଲପୁରୀ ଇଂରେଜୀ ସ୍କୁଲ ଖ୍ରୀ.୧୮୪୧ରେ କଟକ ଇଂରେଜୀ ସ୍କୁଲ ଓ ଅନ୍ୟ ୮ଟି ସ୍ଥାନରେ ଇଂରେଜୀ ସ୍କୁଲ ମାନ ପ୍ରତିଷ୍ଠା ହେଲା । ଦେଶୀୟ ବିଦ୍ୟାଳୟଗୋଡିକରେ ଏ ଦେଶର ଛାତ୍ର ମାନଙ୍କୁ ପଶ୍ଚ।ତ୍ୟ ଜ୍ଞାନ-ବିଜ୍ଞାନ ସହିତ ପରିଚିତ କରାଇ ଏ ଦେଶ ଜନସଧାରଣଙ୍କ ପାରମ୍ପରିକ ରୁଚିବୋଧକୁ ବଦଳାଇଦେବା ଓ ଏ ଦେଶ ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ସୂତ୍ରପାତ କରିବା ଏ ଶିକ୍ଷାର ଥିଲା ମୂଳ ଲକ୍ଷ୍ୟ ।ମିସନାରୀମାନେ। ମିସନାରୀମାନେ ଖ୍ରୀ.୧୮୨୨ରେ ଓଡ଼ିଶାରେ ପ୍ରଥମ ଇଁରାଜୀଇଂରାଜୀ ୪ଟି ସ୍କୁଲ ପ୍ରତିଷ୍ଠା କରିଥିଲେ ମଧ୍ୟ ଅର୍ଥାଭାବ ହେତୁ ତାହା ବେଶି ଦିନ ଚଳାଇ ପାରି ନଥିଲେ । ତେଣୁ ଖ୍ରୀ.୧୮୪୧ରେ କମ୍ପାନୀ ସରକାର ଏହି ସ୍କୁଲର ପରିଚାଳନାଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟଟି କାଳକ୍ରମେ ଓଡ଼ିଶାର ପ୍ରଧାନ ଶିକ୍ଷାକେନ୍ଦ୍ର ହୋଇଉଠିଥିଲା ।ପ୍ରଥମେ। ପ୍ରଥମେ ହାଇସ୍କୁଲ ଓ ପରେ ଏଠାରେ ଖ୍ରୀ.୧୮୬୮ ଏଫ.ଏ ଶ୍ରେଣୀ ଖୋଲାଯାଇଥିଲା । ଏଥିରେ ଖ୍ରୀ.୧୮୭୬ ବି.ଏ ଶ୍ରେଣୀ ଖୋଲାହେବା ପରେ କଲେଜ ଓ ସ୍କୁଲ ପରସ୍ପର ଠାରୁ ପୃଥକ ହୋଇପଡିଲେ ।ଏହି। ଏହି କଲେଜହିଁ ବିଶ୍ୱବିଦ୍ୟାଳୟ ଶିକ୍ଷାର ଅନ୍ୟତମ ପ୍ରଧାନ କେନ୍ଦ୍ର "ରେଭେନ୍ସା କଲେଜ"।ଖ୍ରୀ । ଖ୍ରୀ.୧୮୫୩ ବେଳକୁ ପୁରୀ ଓ ବାଲେଶ୍ୱରରେ ଉଚ୍ଚ ଇଁରାଜୀଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳେ ଓଡ଼ିଶାର ପୁରୀ,ଖୋର୍ଦ୍ଧା,ବାଲେଶ୍ଵର,ରେମୁଣା,ଭଦ୍ରକ, କେନ୍ଦ୍ରାପଡା,ମହାଙ୍ଗା,ହରିହରପୁର ପ୍ରଭୃତି ସ୍ଥାନରେ ୮ଭର୍ଣ୍ଣ।କୁଲ।ର୮ଟି ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା କରାଗଲା।ଓଡ଼ିଶାରକରାଗଲା। ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ଖ୍ରୀ.୧୮୫୦ ଠାରୁ ୧୮୬୦ ମଧ୍ୟରେ ଖ୍ରୀଷ୍ଟିଆନ ଓ ପାଦ୍ରୀ ଓ କମ୍ପାନୀ ସରକାରଙ୍କ ପରିଚାଳନାରେ ପ୍ରାୟ ୨୦ଟି ପର୍ଯ୍ୟନ୍ ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା ହେଲା। । ସମୟକ୍ରମେ ସରକାରୀ ଓ ବେସରକ।ରୀ ସ୍କୁଲସଂଖ୍ୟା ଖ୍ରୀ.୧୮୭୦ ବେଳକୁ ପ୍ରାୟ ୧୦୦ ପାଖାପାଖି ହୋଇଯାଇଥିଲା । ଏଥିରୁ ମାତ୍ର ୧୪ଟି ଥିଲା ଇଁରାଜୀ ବିଦ୍ୟାଳୟ ଓ ବାକି ସବୁ ଭର୍ଣ୍ଣାକୁଲ।ର ସ୍କୁଲ ।
 
==='''ସତ୍ୟବାଦୀ ଯୁଗ'''===
୧୨୪ କ ଧାଡ଼ି:
ଏହି ସମୟରେ ନଅଜଣ ଲେଖକଙ୍କ ଦେଇ ଲେଖା [[ବାସନ୍ତୀ ଉପନ୍ୟାସ]] ଏକ ସାହିତ୍ୟରେ ଏକ ନୂତନ ପରୀକ୍ଷା ।
 
ଏହି ସମୟର ସମକାଳୀନ କବି ଓ ଲେଖକମାନେ ହେଲେ [[କୁନ୍ତଳା କୁମାରୀ ସାବତ]], [[ମାୟାଧର ମାନସିଂହ]] ଓ [[ସଚି ରାଉତରାୟ]] । କବି [[ମାୟାଧର ମାନସିଂହ|ମାନସିଂହ]] ଜଣେ ଶିକ୍ଷାବିଦଶିକ୍ଷାବିତ୍, କବି ଓ ସମାଲୋଚକ ଭାବରେ ଅନେକ ବହୁମୂଲ୍ୟ ରଚନା ରଚି ଯାଇଛନ୍ତି । ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟର ଇତିହାସ (ବହି)|ଓଡ଼ିଆ ସାହିତ୍ୟର ଇତିହାସ]] ଏକ ଗବେଷଣାଭିତ୍ତିକ ନିବନ୍ଧ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ <ref name=Jnanpith>{{cite web|url=http://jnanpith.net/laureates/index.html|title=Jnanpith Laureates Official listings|publisher=[[Jnanpith]] Website}}</ref>[[ସଚି ରାଉତରାୟ]] ସାହିତ୍ୟରେ ମୁକ୍ତଛନ୍ଦ ପ୍ରୟୋଗ କରି ଆଧୁନିକ କବିତାରେ ଏକ ନୂଆଯୁଗ ସୃଷ୍ଟି କରିଯାଇଛନ୍ତି । ତାଙ୍କର [[ବାଜି ରାଉତ]] କବିତା ପାଇଁ ସେ ବିଶ୍ଵବିଦିତ । ଏହି ସମୟର ଗାଥା କବି ହେଲେ [[ରାଧାମୋହନ ଗଡ଼ନାୟକ]] ଓ [[କୃଷ୍ଣଚନ୍ଦ୍ର ତ୍ରିପାଠୀ]] ।
 
== '''ସ୍ୱାଧୀନତା ପରର ସାହିତ୍ୟ''' ==
=== ଆଧୁନିକ କଥା ସାହିତ୍ୟ ===
ଓଡ଼ିଆ ଭାଷାରେ [[ଫକିରଫକୀର ମୋହନ ସେନାପତି]]ଙ୍କୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ବୋଲି ଧରାଯାଇଥାଏ । ତାଙ୍କ ରଚିତ [[ରେବତୀ (ଗପ)|ରେବତୀ]] ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭକରିଥାଏ ।
 
[[ଫକୀର ମୋହନ ସେନାପତି]]ଙ୍କ ପରି ସରଳ ଓ ବୋଧ୍ୟ ଭାଷାରେ ତାଙ୍କ ରଚିତ [[ନନାଙ୍କ ବସ୍ତାନି]], [[ଭଗବତ ଟୁଙ୍ଗିରେ ସନ୍ଧ୍ୟା]] [[ଆମ ଗାଁର ହାଲଚାଲ]] ଆଦି କାହାଣୀ ଓ ପ୍ରବନ୍ଧ ପୋଥି ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି ।
୧୩୫ କ ଧାଡ଼ି:
 
=== ଉପନ୍ୟାସ ===
ଉମେଶ ଚନ୍ଦ୍ର ସରକାରଙ୍କ ଲିଖିତ [[ପଦ୍ମମାଳି]] ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।<ref name="Mukherjee2002">{{cite book|author=Meenakshi Mukherjee|title=Early Novels in India|url=http://books.google.com/books?id=VPJ7jqVSl34C&pg=PA240|date=1 January 2002|publisher=Sahitya Akademi|isbn=978-81-260-1342-5|pages=240–}}</ref> ଅକ୍ଟୋବର ୧୮୮୮ରେ ଏହା କଟକ ପ୍ରିଣ୍ଟିଂ କମ୍ପାନୀଦ୍ଵାରାକମ୍ପାନୀ ଦ୍ଵାରା ପ୍ରକାଶିତ ହୋଇଥିଲା । ପଦ୍ମମାଳି ପ୍ରକାଶିତ ହେବାର ପ୍ରାୟ ଦଶବର୍ଷ ପୂର୍ବରୁ [[ରାମଶଙ୍କର ରାୟ]]ଙ୍କଦ୍ଵାରା ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ 'ସୌଦାମିନୀ', ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ ଥର ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।<ref>{{cite journal|last=Patnaik|first=Jitendra Narayan|title=Rise of the Oriya Novel : 1878-1897|journal=Orissa Review|date=August 2007|page=112|url=http://odisha.gov.in/e-magazine/Orissareview/august-2007/engpdf/Page112-114.pdf|accessdate=14 February 2016}}</ref>
ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନାପତିଙ୍କ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], [[ଛ ମାଣ ଆଠଗୁଣ୍ଠ]] ଆଦି କାଳଜୟୀ ଉପନ୍ୟାସ ସୃଷ୍ଟି ହୋଇଥିଲା । [[ଗୋପୀନାଥ ମହାନ୍ତି]]ଙ୍କ କାଳରେ ଓଡ଼ିଆ ଉପନ୍ୟାସ ଅନେକ ଉନ୍ନତ ହୋଇଛି । ତାଙ୍କ ରଚିତ [[ଦାଦିବୁଢ଼ା]] (୧୯୪୪), [[ପରଜା]] (୧୯୪୫), [[ଅମୃତର ସନ୍ତାନ]] (୧୯୪୭), [[ହରିଜନ (ଉପନ୍ୟାସ)|ହରିଜନ]] (୧୯୪୮) ଆଦି ପ୍ରମୁଖ ଉପନ୍ୟାସ । ମାଟିମଟାଳ (୧୯୬୪ରେ ଲେଖା) ପାଇଁ ସେ ୧୯୭୩ରେ [[ଜ୍ଞାନପୀଠ ପୁରସ୍କାର]]ରେ ସମ୍ମାନିତ । <ref name=Jnanpith/> ଓଡ଼ିଆ ଉପନ୍ୟାସକୁ [[କାହ୍ନୁଚରଣ ମହାନ୍ତି]], [[ସୁରେନ୍ଦ୍ର ମହାନ୍ତି]], [[ପ୍ରତିଭା ରାୟ]], [[ସଚି ରାଉତରାୟ]],[[ମନୋଜ ଦାସ]], [[ରାମଚନ୍ଦ୍ର ବେହେରା]], [[ଶାନ୍ତନୁ ଆଚାର୍ଯ୍ୟ]], [[ବିଭୂତି ପଟ୍ଟନାୟକ]]ଙ୍କ ଉପନ୍ୟାସ ସବୁ ବହୁ ଭାବରେ ଉତ୍କୃଷ୍ଟ କରିଛନ୍ତି ।
 
୧୪୯ କ ଧାଡ଼ି:
==== ଯାତ୍ରା ନାଟକ ====
====ଚଳଚ୍ଚିତ୍ର ନାଟକ====
ଓଡ଼ିଆରେ ଚଳଚ୍ଚିତ୍ର ଶିଳ୍ପ ଆରମ୍ଭ ହେବ ପରେ ପରେ ଅନେକ ପ୍ରଥିତଯଶା କଥାକାରଙ୍କ ଉପନ୍ୟାସ ଓ ନାଟକ ଚଳଚ୍ଚିତ୍ରରେ ସ୍ଥାନ ପାଇବା ଆରମ୍ଭ କଲା । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ [[ମାଟିର ମଣିଷ]] ପରି କାଳଜୟୀ ଉପନ୍ୟାସ ସବୁ ଚଳଚ୍ଚିତ୍ର ପରଦାରେ ସିନେମା ରୂପ ନେଲା । [[ବିଭୂତି ପଟ୍ଟନାୟକ]]ଙ୍କ [[ବଧୂ ନିରୁପମା]] ଏଥି ମଧ୍ୟରୁ ଏକ ସଫଳ ରୂପାନ୍ତରିତ ନାଟକ । ବିଶିଷ୍ଟ ନାଟ୍ୟକାର [[ମନୋରଞ୍ଜନ ଦାସ]]ଙ୍କ ଅନେକ ଏକାଙ୍କିକା ଓ ନାଟକ ଚଳଚ୍ଚିତ୍ରର ରୂପ ନେଇଛି । ବିାିଷ୍ଟବିଶିଷ୍ଟ ନାଟ୍ୟକାର [[ରାମଚନ୍ଦ୍ର ମିଶ୍ର]]ଙ୍କ [[ଭାଇଭାଉଜ]], [[ଘରସଂସାର]] ମଞ୍ଚ ନାଟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେଶ୍‌ ଆଦୃତ ହୋଇଥିଲା।
କିଛି ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାରଙ୍କ ଭିତରେ ଡ।. [[ସୁବୋଧ ପଟ୍ଟନାୟକ]] ଅନ୍ୟତମ ।
 
୧୫୬ କ ଧାଡ଼ି:
 
== ହାସ୍ୟରସ ==
ଓଡ଼ିଆ ସାହିତ୍ୟରେ ଆଦିକାଳରୁ ପଦ୍ୟ ଓ ଗଦ୍ୟରେ ହାସରସ ରହିଥିଲେ ହେଁ କେବଳ ହାସରସକୁ ନେଇ ଲେଖା ସାହିତ୍ୟ ବିଶେଷ କରି [[ଫତୁରାନନ୍ଦ]]ଙ୍କ କାଳରେ ବିକାଶ ଲାଭ କରିଛି । ସେହିପରି [[ଫକିର ମୋହନ ସେନାପତି]]ଙ୍କ [[ପେଟେଣ୍ଟ ମେଡିସିନ]] ଭଳି ଗପ ଓ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], ଛ ମାଣ ଆଠଗୁଣ୍ଠ ପରି ଉପନ୍ୟାସରେ ହାସରସରହାସ୍ୟରସର ବହୁଳତା ଦେଖିବାକୁ ମିଳିଥାଏ । ଗୋଦାବରୀଶଙ୍କ ସମ୍ପାଦିତ [[ନିଆଁଖୁଣ୍ଟା ପତ୍ରିକା]] ସମଗ୍ର ଓଡ଼ିଶାରେ ରମ୍ୟରଚନା ମାଧ୍ୟମରେ ଇଂରେଜ ସରକାରର ଦୋଷ ଦୁର୍ବଳତାକୁ ପଦରେ ପକାଇବାରେ ସ୍ଵାଧୀନତା ଆନ୍ଦୋଳନକୁ ମଧ୍ୟ ତେଜିଥିଲା । ଗୋପାଳ ଛୋଟରାୟଙ୍କ ଅନେକ ନାଟକ, [[ଚୌଧୁରୀ ହେମକାନ୍ତ ମିଶ୍ର]]ଙ୍କ ରମ୍ୟ ରଚନା ବ୍ୟଙ୍ଗ ସାହିତ୍ୟରେ ଅନେକ ନୂଆ ଫରଦ ଯୋଡ଼ିଛନ୍ତି । ଆଧୁନିକ ଯୁଗର ବ୍ୟଙ୍ଗ ଲେଖକ ଗନ୍ତାୟତ ଶିବ ପ୍ରସାଦ, ରାଧୁ ମିଶ୍ର, ଜ୍ଞାନ ହୋତା, ଶ୍ରୀ ସତ୍ୟାନାଶ, ଡ. କୁଳାଙ୍ଗାର ପ୍ରମୁଖଙ୍କ ବ୍ୟଙ୍ଗ ରଚନା ଉଲ୍ଲେଖଯୋଗ୍ୟ ।
 
== ବିଜ୍ଞାନ କାହାଣୀ ==