"ପବିତ୍ର ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପବିତ୍ର ପାଣିଗ୍ରାହୀ ଆରମ୍ଭ କରାଗଲା
 
ଟିକେNo edit summary
୫ କ ଧାଡ଼ି:
| alt =
| caption =
| birth_date = ୧୯୬୩{{Birth date and age|df=y|1963|06|05}}
| birth_place = ଏରଡ଼ା, [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ଓଡ଼ିଶା]]
| death_date = <!-- {{Death date and age|YYYY|MM|DD|YYYY|MM|DD}} (death date then birth) -->
୧୬ କ ଧାଡ଼ି:
| occupation = ଅଧ୍ୟାପନା
}}
'''ପବିତ୍ର ପାଣିଗ୍ରାହୀ''', ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ।<ref name="Patnaik2015">{{cite book|author=Auro Varat Patnaik|title=Beauty Beyond Beauty|url=https://books.google.com/books?id=cbh4CgAAQBAJ&pg=PA15|date=2 February 2015|publisher=timepass|isbn=978-81-908537-3-6|pages=15–}}</ref> ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜନେ ଇତିହାସ ଅଧ୍ୟାପକ
 
ପବିତ୍ର ୧୯୬୩ ମସିହାରେ [[ଭଦ୍ରକ ଜିଲ୍ଲା]]ର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ପବିତ୍ର ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି [[ଓଡ଼ିଆ ସାହିତ୍ୟ]]ର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ''ପ୍ରେମିକର ଦଶାବତାର'' ମଧ୍ୟ ପ୍ରକାଶ କରିଥିଲେ । ''ବସନ୍ତ ମୁଦୁଲୀ ସ୍ମୃତି ସଂସଦ'' ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।<ref>http://www.thehindu.com/todays-paper/tp-national/tp-otherstates/Basant-Mudulis-poetry-celebrated/article15906917.ece</ref>
୩୪ କ ଧାଡ଼ି:
* ଖରାପ ପାଗ
* ମନ ଅନ୍ଧାର
* ଏକା ଏକା ଅରୁନ୍ଧତୀ
* ଅଫେରା ଜହ୍ନରାତି
* ଛୁଇଁଲେ ପ୍ରେମ
* ସ୍ଵପ୍ନଚୋରୀ
* ବରଂ ଅନ୍ଧାର ଭଲ
* ଗପର ମୁହଁ
* ମିଛଘର<ref>{{cite news|title=ପ୍ରଥମ ବହି|url=http://www.dharitri.com/sahityayan/270517/p2.htm|accessdate=7 June 2017|newspaper=ଧରିତ୍ରୀ ସାହିତ୍ୟାୟନ ମେ ୨୭- ଜୁନ ୯, ୨୦୧୭ ପୃଷ୍ଠା ୨}}</ref>
=== ସମ୍ପାଦନା ===
 
ପବିତ୍ର କିଛି ଗଳ୍ପ ସଂକଳନର ସମ୍ପାଦନା ମଧ୍ୟ କରିଛନ୍ତି । ସେଗୁଡିକ ନିମ୍ନମତେ ।
* ମୋହ
* ମିଛ
* ପ୍ରେମିକା
* ପ୍ରେମଗଳ୍ପ<ref>{{cite journal|first=କଥା|issue=ଡିସେମ୍ବର ୨୦୧୭|pages=୪୪|accessdate=26 December 2017}}</ref>
== ଆଧାର ==
{{ଆଧାର}}