"ତାଳପତ୍ର ପୋଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
[[ଫାଇଲ:Odia_palm_leaf_manuscript.JPG|thumb|ଷୋଡ଼ଷ ଶତାବ୍ଦୀରେ ଖୋଦିତ ଓଡ଼ିଆ ତାଳପତ୍ର ପୋଥି ।ପୋଥି।]]
[[File:Palm leaf etching of Odisha.webm|thumb|ତାଳପତ୍ରରେ ଖୋଦେଇ ପଦ୍ଧତି ।ପଦ୍ଧତି।]]
[[ଫାଇଲ:COLLECTIE_TROPENMUSEUM_Geschrift_op_lontarblad_TMnr_1534-8b.jpg|thumb|ଇଣ୍ଡୋନେସିଆର ବାଲିରୁ ମିଳିଥିବା ଏକ ତାଳପତ୍ର ପୋଥି ।ପୋଥି। ଏଥିରେ ତାଳପତ୍ରସବୁକୁ ଏକାଠି କରି କିପରି ଏକ ବହି ତିଆରି ହେଲା ସେ ବାବଦରେ ଜାଣିହେବ ।ଜାଣିହେବ।]]
'''ତାଳପତ୍ର ପୋଥି'''ଗୁଡ଼ିକ ଶୁଖିଲା ତାଳପତ୍ରରେ ତିଆରି ଅଭିଲେଖ ।ଅଭିଲେଖ। ଏଗୁଡ଼ିକ ସାଧାରଣତଃ ଅଭିଲେଖ ତିଆରି କାମରେ [[ଦକ୍ଷିଣ ଏସିଆ]] ଓ [[ଦକ୍ଷିଣପୂର୍ବ ଏସିଆ]]ରେ ପଞ୍ଚମ ଶତାବ୍ଦୀରେ ବ୍ୟବହୃତ ହେଉଥିଲା ।ହେଉଥିଲା।<ref>http://www.cedar.buffalo.edu/~zshi/Papers/kbcs04_261.pdf</ref> ଏଗୁଡ଼ିକ ତା' ଆଗରୁ ମଧ୍ୟ ବ୍ୟବହୃତ ହୋଇଥାଇପାରେ ।ହୋଇଥାଇପାରେ।<ref name="pbs.org">{{cite web|url=http://www.pbs.org/thestoryofindia/gallery/photos/10.html |title=Literature &#124; The Story of India - Photo Gallery |publisher=PBS |date= |accessdate=2013-11-13}}</ref> ତାଳପତ୍ରରେ ଅଭିଲିଖନ ପ୍ରଥମେ ଦକ୍ଷିଣ ଏସିଆରୁ ଆରମ୍ଭ ହୋଇ ପରେ ବାକି ଦେଶମାନଙ୍କରେ ଆରମ୍ଭ ହୋଇଥିଲା ।ହୋଇଥିଲା। ବୋରାସସ ଜାତିର (ପାଲମାଇରା ତାଳ) ଗଛର ପତ୍ର କିମ୍ବା  ତାଳ ([[ଓଳ ପତ୍ର]], କରିଫା ଅମ୍ବ୍ରାକୁଲିଫେରା ବା ତାଳିପଟ ତାଳ) ଶୁଖିଲା ପତ୍ରକୁ ଧୂଆଁରେ ରଖାଯାଇ.ରଖାଯାଇ।<ref name="pbs.org"/>
 
[[ନେପାଳ]]ରୁ ମିଳିଥିବା ନବମ ଶତାବ୍ଦୀର ସଂସ୍କୃତ ଶୈବବାଦ ରଚନା ଏବେ ଯାଏ ଆବିଷ୍କୃତ ସର୍ବପୁରାତନ ପୋଥି ।ପୋଥି। ଏହା ଅଧୁନା କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ।ସଂରକ୍ଷିତ।<ref name="cupparameshplm">[http://cudl.lib.cam.ac.uk/view/MS-ADD-01049-00001/9 Pārameśvaratantra (MS Add.1049.1) with images], Puṣkarapārameśvaratantra, University of Cambridge (2015)</ref>
 
== ଇତିହାସ ==
ତାଳପତ୍ର ପୋଥିଗୁଡ଼ିକ ଚାରିକୋଣିଆ କରି କଟାଯାଇଥିବା ଶୁଖିଲା ତାଳପତ୍ର ଉପରେ କାଳିରେ ଲେଖାଯାଇଥାଏ ।ଲେଖାଯାଇଥାଏ। ସାଧାରଣତଃ ପ୍ରତିଟି ପତ୍ରରେ କଣା କରାଯାଇଥାଏ, ଫଳରେ ସୂତାରେ ସେଗୁଡ଼ିକ ବାନ୍ଧି ବହି ଭଳି କରିହେବ ।କରିହୁଏ। ତାଳପତ୍ର ପୋଥି କେବଳ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ତିଆରି ହୋଇଥିଲାହେଉଥିଲା (କେଇ ଦଶନ୍ଧିରୁ ପାଖାପାଖି ୬୦୦ ବର୍ଷ ଯାଏ) ଓ ତାହା ପରେ ନୂଆ ତାଳପତ୍ରକୁ ଉତରାଯାଉଥିଲା ।ଉତରାଯାଉଥିଲା। ପୁରୁଣା ତାଳପତ୍ର ଆର୍ଦ୍ରତା, ପୋକମାନଙ୍କ ବଢ଼ିବା ଓ ପତ୍ରର ଭଙ୍ଗୁର ଗୁଣ ସକାଶେ ନଷ୍ଟ ହୋଇଯାଉଥିବା ହେତୁ ନଷ୍ଟ ହୋଇଯାଉଥିବାରୁ ଏହି ପଦ୍ଧତି ଆପଣାଯାଇଥିଲା ।ଆପଣାଯାଇଥିଲା। ଓଡ଼ିଶାରେ କରଣମାନେ ପ୍ରଥମେ ଚାଳପତ୍ରରେ ଅଭିଲେଖ କରଣୀରେ ଲେଖି ତାହା ରାଜାଙ୍କ ଅନୁମୋଦନ ନିମନ୍ତେ ପୃଷ୍ଠପୋଷକଙ୍କୁ ଦେଉଥିଲେ ।ଦେଉଥିଲେ। ରାଜାଙ୍କ ଅନୁମୋଦନ ପାଇଲା ପରେ ତାହା ତମ୍ବାପଟାରେ ଖୋଦାଯାଉଥିଲା ।ଖୋଦାଯାଉଥିଲା। ଷଷ୍ଟଷଷ୍ଠ ଶତାବ୍ଦୀରେ ପ୍ରଥମେ ଏକ ତମ୍ବାପଟା ଅଭିଲେଖ ତାଳପତ୍ରରୁ ନକଲ ହୋଇଥିଲା ।ହୋଇଥିଲା। ଏହି ଶତାବ୍ଦୀରେ ବିଧିବଦ୍ଧ ଭାବେ ତାଳପତ୍ରରେ ଲିଖନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।କରାଯାଏ। ଗୋଲାକାର ଲିପିରେ ତାଳପତ୍ରରେ ଲେଖିବା ଅପେକ୍ଷାକୃତ ସହଜ ହେତୁ ଓଡ଼ିଆରେ ଲିଖିତ ତାଳପତ୍ରର ସଂଖ୍ୟା ସର୍ବାଧିକ ।ସର୍ବାଧିକ। ଅଧୁନା ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଧର୍ମଶାସ୍ତ୍ର, ପୁରାଣ, ବୈଦିକ ସାହିତ୍ୟ, ପୁରାଣ ଆଦି ଖୋଦିତ ହୋଇଥିବା ପୋଥିସବୁ ମଠ, ଦେଉଳ, ଗାଦି, ରାଜଉଆସ, ବ୍ରାହ୍ମଣ ଶାସନ ଆଦିରେ ରହିଛି ।ରହିଛି।<ref name="pbs.org"/><ref name=odishamuseum>{{cite web|title=Making of Palmleaf Manuscript|url=http://www.odishamuseum.nic.in/?q=videos|publisher=Odisha Museum|accessdate=18 September 2016}}</ref>
 
== ଆଧାର ==