"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨ କ ଧାଡ଼ି:
[[File:Talagada.jpg|thumb|ଗୋଳବାଇ ଶାସନ ନିକଟବର୍ତ୍ତୀ ତଳଗଡ଼ର ଏକ ସରଳ ରେଖାଚିତ୍ର]]
 
ଗୋଳବାଇ ଶାସନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରତ୍ନତାତ୍ତ୍ଵିକ ବସ୍ତୁର ସନ୍ଧାନ ଜାରି ରହିଥିବା ସମୟରେ ଏକ ପ୍ରାକ୍-ଐତିହାସିକ ନଗର ସଭ୍ୟତାର ପ୍ରମାଣ ମିଳିପାରିଛି । ମାଳଗୁଣୀ ନଦୀର ବାମ ପଟକୁ ଗୋଳବାଇ ପ୍ରତ୍ନତାତ୍ତ୍ଵିକ ଖନନ ସ୍ଥାନ ଓ ନଦୀର ବାମକୂଳରେ ଜଳେଶ୍ଵର ମନ୍ଦିର ରହିଛି । ନଦୀର ଡାହାଣ କୂଳରେ ଜଳେଶ୍ଵର ମନ୍ଦିରର ବିପରୀତ ପାର୍ଶ୍ଵରେ ପୋତା ପ୍ରାଚୀର ଘେରା ଏକ ସ୍ଥାନର ସନ୍ଧାନ ମିଳିଛି । ପୋତି ହୋଇଯାଇଥିବା ଏହି ଦୁର୍ଗର ଅବଶେଷ “ତଳଗଡ଼” ନାମରେ ଜଣାଶୁଣା ଓ ଏହି ଭଗ୍ନାବଶେଷରୁ ଅଳ୍ପ ଦୂରରେ ଏକ ଗ୍ରାମ ରହିଛି ଯାହାର ବର୍ତ୍ତମାନ ନାମ ହେଉଛି ତଳପଡ଼ା । ତଳଗଡ଼ ଗୋଳବାଇଠାରୁ ୫୦୦-୧୦୦୦ ମିଟର୍ ଦୂରତାରେ ନଦୀର ଅପର ପାର୍ଶ୍ଵରେ ଅବସ୍ଥିତ । ନଗରର ପୋତି ହୋଇଯାଇଥିବା ପାଚେରୀର ଆକାର ପ୍ରାୟତଃ ବର୍ଗକ୍ଷେତ୍ର ସଦୃଶ ଓ ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ୫୫୦ ରୁ ୫୮୦ ମିଟର୍ । ପାଚେରୀ ଘେରର ଚାରି ପଟରେ ଚାରୋଟି ମୁଖ୍ୟ ଦ୍ଵାରର ଅବଶିଷ୍ଟାଂଶ ରହିଛି । ପଶ୍ଚିମ ପଟର ଦ୍ଵାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ଵାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । ଲୋକଙ୍କ ଗମନାଗମନ ପଥରେ ଉତ୍ତର ଓ ପୂର୍ବ ପଟର ଦ୍ଵାର ରହିଛି । ପୋତି ହୋଇଯାଇଥିବା ପାଚେରୀ ଭୂମିରୁ ୨.୫ ମି. ଉଚ୍ଚତାରେ ରହିଛି । ପ୍ରତି ପଟର ମୁଖ୍ୟ ଦ୍ଵାର ପାଚେରୀର ମଧ୍ୟଭାଗରେ ଅବସ୍ଥିତ । ଏହି ମୁଖ୍ୟ ଦ୍ଵାରଗୁଡ଼ିକର ଗଠନ ଦେଖିବାକୁ ପ୍ରଚୀନ କଳିଙ୍ଗର ଅନ୍ୟ ନଗର ସଭ୍ୟତା ଯଥା [[ଶିଶୁପାଳଗଡ଼]], ବା [[ରାଧାନଗର]] ବା [[ଜଉଗଡ଼]]ର ଦ୍ଵାରମାନଙ୍କ ପରି । ତଳଗଡ଼ର ଚାରି ପାର୍ଶ୍ଵରେ ପୂର୍ବେ ଜଳଘେରା ଖାଇ ରହିଥିବା ଅନୁମାନ କରାଯାଇପାରେ । ଏହି ଜଳ ବନ୍ଧନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପୋତି ହୋଇଗଲାଣି । କେବଳ ପଶ୍ଚିମ ପଟରେ ଏହି ଜଳ ବନ୍ଧନୀର କିଛି ଅଂଶ ଏଯାବତ୍ ରହିଛି । ତଳଗଡ଼ କ୍ଷେତ୍ରଫଳରେ ଶିଶୁପାଳଗଡ଼ର ଏକ-ଚତୁର୍ଥାଂଶ ହେବ ।<ref name=Pune/> ତଳଗଡ଼ରୁ ମିଳିଥିବା ମସୃଣ ଓ ଚିକ୍କଣିଆ ମାଟିପାତ୍ରର ଭଗ୍ନାବଶେଷ ଶିଶୁପାଳଗଡ଼ର ପ୍ରତ୍ନତାତ୍ତ୍ଵିକ ଅବଶେଷ ପରି । ଏପରି ଅନେକ ସାମଞ୍ଜସ୍ୟ ଯୋଗୁଁ ତଳଗଡ଼ ଓ ଶିଶୁପାଳଗଡ଼ ତଥା ଅନ୍ୟ କେତେକ ପ୍ରଚୀନ କଳିଙ୍ଗର ଗଡ଼ ସମସାମୟିକ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ
 
ନଗରର ପୋତି ହୋଇଯାଇଥିବା ପାଚେରୀର ଆକାର ପ୍ରାୟତଃ ବର୍ଗକ୍ଷେତ୍ର ସଦୃଶ ଓ ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ୫୫୦ ରୁ ୫୮୦ ମିଟର୍ । ପାଚେରୀ ଘେରର ଚାରି ପଟରେ ଚାରୋଟି ମୁଖ୍ୟ ଦ୍ଵାରର ଅବଶିଷ୍ଟାଂଶ ରହିଛି । ପଶ୍ଚିମ ପଟର ଦ୍ଵାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ଵାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । ଲୋକଙ୍କ ଗମନାଗମନ ପଥରେ ଉତ୍ତର ଓ ପୂର୍ବ ପଟର ଦ୍ଵାର ରହିଛି । ପୋତି ହୋଇଯାଇଥିବା ପାଚେରୀ ଭୂମିରୁ ୨.୫ ମି. ଉଚ୍ଚତାରେ ରହିଛି । ପ୍ରତି ପଟର ମୁଖ୍ୟ ଦ୍ଵାର ପାଚେରୀର ମଧ୍ୟଭାଗରେ ଅବସ୍ଥିତ । ଏହି ମୁଖ୍ୟ ଦ୍ଵାରଗୁଡ଼ିକର ଗଠନ ଦେଖିବାକୁ ପ୍ରଚୀନ କଳିଙ୍ଗର ଅନ୍ୟ ନଗର ସଭ୍ୟତା ଯଥା [[ଶିଶୁପାଳଗଡ଼]], ବା [[ରାଧାନଗର]] ବା [[ଜଉଗଡ଼]]ର ଦ୍ଵାରମାନଙ୍କ ପରି । ତଳଗଡ଼ର ଚାରି ପାର୍ଶ୍ଵରେ ପୂର୍ବେ ଜଳଘେରା ଖାଇ ରହିଥିବା ଅନୁମାନ କରାଯାଇପାରେ । ଏହି ଜଳ ବନ୍ଧନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପୋତି ହୋଇଗଲାଣି । କେବଳ ପଶ୍ଚିମ ପଟରେ ଏହି ଜଳ ବନ୍ଧନୀର କିଛି ଅଂଶ ଏଯାବତ୍ ରହିଛି । ତଳଗଡ଼ କ୍ଷେତ୍ରଫଳରେ ଶିଶୁପାଳଗଡ଼ର ଏକ-ଚତୁର୍ଥାଂଶ ହେବ ।<ref name=Pune/> ତଳଗଡ଼ରୁ ମିଳିଥିବା ମସୃଣ ଓ ଚିକ୍କଣିଆ ମାଟିପାତ୍ରର ଭଗ୍ନାବଶେଷ ଶିଶୁପାଳଗଡ଼ର ପ୍ରତ୍ନତାତ୍ତ୍ଵିକ ଅବଶେଷ ପରି । ଏପରି ଅନେକ ସାମଞ୍ଜସ୍ୟ ଯୋଗୁଁ ତଳଗଡ଼ ଓ ଶିଶୁପାଳଗଡ଼ ତଥା ଅନ୍ୟ କେତେକ ପ୍ରଚୀନ କଳିଙ୍ଗର ଗଡ଼ ସମସାମୟିକ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
ତଳଗଡର ସଭ୍ୟତା ଖ୍ରୀ.ପୂ. ୧୭୦୦ରୁ ଖ୍ରୀ.ପୂ ୧୧୦୦ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଏହି ସମୟରେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ଅଭ୍ୟୁତ୍ଥାନ ହୋଇଥିବା ଅନୁମାନ କରାଯାଉଛି ।<ref name=SS/>
 
ତଳଗଡର ସଭ୍ୟତା ଖ୍ରୀ.ପୂ. ୧୭୦୦ରୁ ଖ୍ରୀ.ପୂ ୧୧୦୦ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଏହି ସମୟରେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ଅଭ୍ୟୁତ୍ଥାନ ହୋଇଥିବା ଅନୁମାନ କରାଯାଉଛି ।<ref name=SS/>
 
==ସାମୁଦ୍ରିକ ବାଣିଜ୍ୟରେ ଗୋଳବାଇର ସ୍ଥାନ==
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି