"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୨ କ ଧାଡ଼ି:
 
===ତାମ୍ର-ପାଷାଣ ଯୁଗର ସନ୍ଧାନ===
[[ତାମ୍ର-ପାଷାଣ ଯୁଗ]][[ନୂତନ ପାଷାଣ ଯୁଗରଯୁଗ]]ର ମାଟିପାତ୍ର ମଧ୍ୟରେ ବିଶେଷ ତଫାତ୍ ଦେଖାଯାଇନଥାଏ । <ref name=Pune/> କେବଳ କାର୍ବନ୍ ଡେଟିଂଗ୍ (କାର୍ବନ୍-୧୪ କାଳନିରୂପଣ ପଦ୍ଧତି) ପରୀକ୍ଷଣରୁ ଭିନ୍ନ ସମୟ ମିଳିପାରେ । ଏହି ସମୟର ଚିତ୍ରିତ ମାଟିପାତ୍ରର ଅବଶେଷ ଅଧିକ ମାତ୍ରାରେ ଉଦ୍ଧାର ମଧ୍ୟ କରାଯାଇନାହିଁ । ଏହି ସମୟର ବସ୍ତୁମାନଙ୍କ ମଧ୍ୟରେ ଲାଲ୍ ରଙ୍ଗର ଚିକ୍କଣ ଓ ମସୃଣ ମୃତ୍ତିକା ପାତ୍ର ଅନ୍ୟତମ । ଗୋଲାକାର ମୁହଁ, କାରୁକାର୍ଯ୍ୟପୂର୍ଣ୍ଣ ଗୋଲ ମୁହଁ ଥିବା ହାଣ୍ଡି ଓ ପାତ୍ର, କୁଣ୍ଡ, ଉତ୍ତଳ ଗିନା ଓ ମାଟିର ବାସନକୁସନ ତାମ୍ର-ପାଷାଣ ଯୁଗର ବୋଲି ପ୍ରତ୍ନତତ୍ତ୍ଵବିତ୍ ସିନ୍ହା ମତ ପୋଷଣ କରିଥିଲେ ।<ref name=Sinha/>
 
===ମଧ୍ୟଯୁଗୀୟ ମନ୍ଦିର ସ୍ଥାପତ୍ୟ===
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି