"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଧାର
ଟିକେNo edit summary
୮ କ ଧାଡ଼ି:
 
==ପ୍ରତ୍ନତାତ୍ତ୍ଵିକ ମହତ୍ତ୍ଵ==
[[ImageFile:Golabai plan.jpg|thumb|ଗୋଳବାଇ ଶାସନ ନିକଟବର୍ତ୍ତୀ ପ୍ରତ୍ନତାତ୍ତ୍ଵିକ ଖନନ ସ୍ଥାନର ରେଖା ମାନଚିତ୍ର । ପ୍ରାକ୍-ଐତିହାସିକ ସମୟରେ ଏଠାରେ ଏକ ଜନବସତି ରହିଥିବା ଅନୁମାନ କରାଯାଏ]]
 
ପ୍ରତ୍ନତାତ୍ତ୍ଵିକ ବିଭାଗର ଚତୁର୍ଥ ଶାଖାରେ କାର୍ଯ୍ୟରତ ବି. କେ. ସିନ୍ହା ଗୋଳବାଇ ଶାସନରେ ଖନନ କାର୍ଯ୍ୟ ଆରମ୍ଭ କଲାପରେ ଏଠାରେ ନୂତନ ପାଷାଣ, ତାମ୍ର ପାଷାଣ ଓ ଲୌହ ଯୁଗର ବସ୍ତୁମାନ ଆବିଷ୍କୃତ ହୋଇଥିଲା । ୧୯୯୧ ମସିହାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହେବାପରେ ଖ୍ରୀ.ପୂ. ୨ୟ ଓ ପ୍ରଥମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ଆବିଷ୍କୃତ ହେଲା । ସିନ୍ହା ପାଉଁଶିଆ ଏବଂ ଲାଲ୍ ମାଟିପାତ୍ର ଉଦ୍ଧାର କରିଥିଲେ । ଗୋଳବାଇ ଓ ସାନଖେରଜଙ୍ଗରୁ ଉଦ୍ଧୃତ ବସ୍ତୁ ଏହି ଯୁଗର ବୋଲି ଅନୁମାନ କରାଯାଇଛି ।
୭୨ କ ଧାଡ଼ି:
|publisher= Indian Navy
|title= Maritime Heritage of India}}</ref>
<ref name=SS>{{cite web|url=http://sarbasadharana.com/?p=5647|date=June 8, 2015}}</ref>
<ref name=ASI>{{ cite web|url=http://www.indiamapped.com/archeological-sites-in-india/golabai/}}</ref>
}}
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି