"ଧୀରେ ଧୀରେ ପ୍ରେମ ହେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫୩ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପ୍ରଭାଂଶୁ ସାମନ୍ତରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, କୁମାର ବାପି, ଶ୍ରୀଚରଣ, ତପୁ ମିଶ୍ର, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
 
===ଗୀତ===