"ଶୋଭନେଶ୍ୱର ଦେଉଳ, ନିଆଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫୋଟୋ
ଟ୍ୟାଗ: 2017 source edit
ଶିଳାଲିପି ଫୋଟ
୯ କ ଧାଡ଼ି:
 
=== ପ୍ରତ୍ନଲିପି ===
[[ଫାଇଲ:Sobhaneswara Temple, Niali 03.jpg|thumb|324x324_ପିକସେଲ|ଶୋଭନେଶ୍ୱର ମନ୍ଦିରରେ ଥିବା ଶିଳାଲିପି]]
ଜଗମୋହନର ବାହାର ପଟ ସମ୍ମୁଖରେ ଗୋଟିଏ ପ୍ରସ୍ତର ଶିଳାଲିପି ରହିଛି । ଏହା ପ୍ରାଚୀନ ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଦ୍ୱାଦଶ ଶତାବ୍ଦୀରେ ଶୋଭନେଶ୍ୱର ମନ୍ଦିର ତୋଳାଯାଇଥିବା ଉଲ୍ଲେଖ ଏଥିରେ ରହିଛି । ବୈଦ୍ୟନାଥ ରାଜାଙ୍କ ପ୍ରଜାପ୍ରିୟତା ବିଷୟରେ ଏହିଠାରୁ ତଥ୍ୟ ପ୍ରାପ୍ତ ହୁଏ ।<ref name=":0" /> ଏହା ସହିତ ମନ୍ଦିରରେ ଦେବଦାସୀ ନାଚ ପ୍ରଚଳନ କରାଯାଇଥିବା ବିଷୟ ଲେଖାହୋଇଛି ।<ref name=":2">''[http://www.orissagateway.com/features/Arts_and_Architecture/Architecture/Temples/Sobhaneswara/ Sobhaneswara : About the Temple]'', Orissa Gateway.</ref> ବର୍ତ୍ତମାନ ଶୋଭନେଶ୍ୱର ମନ୍ଦିରରେ ଦେବଦାସୀ ପ୍ରଥା ନଥିଲେ ମଧ୍ୟ ଏଠାରୁ ୧୫ ମାଇଲ ଦୂରରେ ଥିବା ବାଲିକୁଦ ନିକଟବର୍ତ୍ତୀ ଖମ୍ବକାଳ ଗ୍ରାମର ଏକ ମଠରେ ଏବେ ମଧ୍ୟ ଗାହାଣ ନାରୀମାନେ ରହିଛନ୍ତି ।<ref name=":0" /> ଶୋଭନେଶ୍ୱର ମନ୍ଦିରକୁ ପଥିକମାନେ ମେରୁ, ହିମାଳୟ, କୈଳାସ, ବିନ୍ଧ୍ୟ ଓ ମହେନ୍ଦ୍ର ପର୍ବତ ସଙ୍ଗେ ତୁଳନା କରୁଥିଲେ ।<ref>''[https://books.google.co.in/books?id=6NzVAAAAMAAJ Temples of Orissa]'', Karuna Sagar Behera Orissa Sahitya Akademi, 1993.</ref>