"ତରୁଣକାନ୍ତି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} {{ଛୋଟ|Tarun Kanti Mishra}} {{Infobox writer | name =..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଆରମ୍ଭ ହେଲା
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Tarun Kanti Mishra}}
{{Infobox writer
Line ୪୩ ⟶ ୪୨:
| children =
| parents =
| relatives = ଅରୁଣକାନ୍ତି ମିଶ୍ର
| callsign =
| awards = ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, [[ଶାରଳା ପୁରସ୍କାର]]
Line ୬୨ ⟶ ୬୧:
 
== ଜୀବନୀ ==
ତରୁଣକାନ୍ତି, ୧୯୫୦ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସ୍କୁଲ ଆଦି ବିଭିନ୍ନ ସ୍କୁଲରୁ ସ୍କୁଲ ଶିକ୍ଷାଲାଭ କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସେ "ବ୍ୟବହାରିକ ଅର୍ଥନୀତି"ରେ ସ୍ନାତକ ଓ ସେ [[ଇଂଲଣ୍ଡ]]ର "ଇଷ୍ଟ ଆଙ୍ଗ୍ଳିଆ ବିଶ୍ୱବିଦ୍ୟାଳୟ"ରୁ ଅର୍ଥନୀତିରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ୧୯୭୫ମସିହାରେଶିକ୍ଷାଦାନକୁ ବୃତିଭାବରେ ଗ୍ରହଣ କରିବାକୁ ସେ ଇଚ୍ଛୁକ ଥିଲେ, କିନ୍ତୁ ପିତାଙ୍କ ପ୍ରବର୍ତ୍ତନାରେ ପ୍ରଶାସନିକ ସେବାପ୍ରତି ଆଗ୍ରହୀ ହୋଇଥିଲେ ଓ ୧୯୭୫ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।<ref>https://www.telegraphindia.com/1101120/jsp/orissa/story_13199433.jsp</ref> ରାଜ୍ୟର ବହୁ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରିସାରି ସେ ୨୦୦୯ମସିହା ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ । ୨୦୧୦ମସିହା ଅଗଷ୍ଟ ମାସରେ ସେ ସେବାନିବୃତ ହୋଇଥିଲେ । ସେହି ବର୍ଷ ନଭେମ୍ବର ମାସରେ [[ଓଡ଼ିଶା ସରକାର]] ତାଙ୍କୁ ରାଜ୍ୟ ସୁଚନା କମିଶନର ଭାବରେ ନିଯୁକ୍ତ କରିଥିଲେ । ୨୦୧୫ମସିହା ଫେବୃଆରୀ ୧୨ତାରିଖରେ ସେ ରାଜ୍ୟ ସୁଚନା କମିଶନର ପଦବୀରୁ ଇସ୍ତଫା ଦେଇଥିଲେ ।<ref>https://www.jagranjosh.com/current-affairs/odisha-chief-information-commissioner-tarun-kanti-mishra-resigned-1423804997-1</ref>
 
== ସାହିତ୍ୟିକ ଜୀବନ ==
ଚଉଦ ବର୍ଷ ବୟସରେ ତରୁଣକାନ୍ତିଙ୍କର ପ୍ରଥମ ଗଳ୍ପ "ହେ ପୃଥିବୀର ନାଗରିକ" "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା । ବିଜେବି କଲେଜରେ ପଢିବାବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ।<ref>http://www.dailypioneer.com/state-editions/bhubaneswar/my-mother-is-my-source-of-inspiration.html</ref> ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି । ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜୁରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି ।<ref>http://www.orissasoochanacommission.nic.in/tmishra.html</ref>
=== ରଚନାବଳୀ ===
 
* ଆବର୍ତ୍ତର ଦୁଇଟି ସ୍ୱର
* ନିସଙ୍ଗତାର ସ୍ୱର
* କୋମଳ ଗାନ୍ଧାର
* ବହୁବ୍ରୀହି
* ପାରାଡାଇଜ ପକ୍ଷୀ
* ଜଣେ ନିରସ୍ତ୍ର ଆତତାୟୀ
* ବୀତଂସ
* ପ୍ରଜାପତିର ଡେଣା ନାହିଁ
* ଆକାଶ ସେତୁ
* ଲୁବ୍ଧକର ରାତି<ref>http://www.odiasahitya.com/galpa-and-prabandha/komala-gandhara/3/</ref>
 
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
* ଶାରଳା ପୁରସ୍କାର
 
== ଆଧାର ==