"ସୁବ୍ରତ ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
 
==ଗୀତ ରଚନା==
୨୦୦୦ ମସିହାରେ ସୁବ୍ରତ ସ୍ୱାଇଁଙ୍କ ଦ୍ୱାରା ରଚିତ ଭଜନ 'ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା । ଏହି ଗୀତଟିରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମଦ ଅଜିଜ୍ । ସୁବ୍ରତ ୨୦୦୮ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀ ପାଇଁ ସେ ପ୍ରଥମ କରି ଗୀତ ରଚନା କରିଥିଲେ । ଏହାପରେ ୨୦୧୦ରେ ସେ ଓଡ଼ିଆ କଥାଚିତ୍ର [[ପ୍ରେମ ଅଢ଼େଇ ଅକ୍ଷର]] ପାଇଁ ଗୀତ ରଚନା କରିଥିଲେ । ଏହାପରେ ସେ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନା ସ‌ହ ସୁବ୍ରତଙ୍କର ଗୀତ ରଚନାରେ ଅନେକ ସଫଳ ଗୀତ ତିଆରି ହୋଇଥିଲା ।
 
==ଆଧାର==