"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୧ କ ଧାଡ଼ି:
| children =
| parents =
}}'''ଗୌରହରି ପରିଚ୍ଛା''' (୧୭୯୪-୧୮୯୩, ଆନୁମାନିକଅନ୍ୟମତେ ୧୭୯୪-୧୮୮୪<ref>''[https://books.google.co.in/books?id=rVowAQAAIAAJ&q=gaurahari+parichha&dq=gaurahari+parichha&hl=en&sa=X&ved=0ahUKEwi0qb7bz4PYAhUNUI8KHVX9C0gQ6AEIOzAF Orissan history, culture, and archaeology: in felicitation of Prof. P.K. Mishra]'', Sadasiba Pradhan, D.K. Printworld, 01-Jan-1999 - History - 477 pages.</ref>, ୧୭୯୮-୧୮୯୭<ref>''[https://www.telegraphindia.com/1101229/jsp/orissa/story_13362766.jsp Rare art form finds few takers - 150-year-old traditional dance languishes in neglect],'' SUNIL PATNAIK, The Telegraph Wednesday , December 29 , 2010.</ref> ଓ ୧୮୨୯-୧୯୨୭<ref name=":0">''ଓଡ଼ିଆ ଲେଖକ ପରିଚୟ'' ''(୧୪୫୦-୧୮୫୦)'', ଡଃ କୃଷ୍ଣଚରଣ ସାହୁ (ସଂକଳକ) । ୧୯୮୧, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର - ୭୫୧୦୧୪ ।</ref>) ଓଡ଼ିଶାର ଜଣେ ପୁରାତନ କବି । [[ପାରଳାଖେମୁଣ୍ଡି|ପାରଳାଖେମୁଣ୍ଡିରେ]] ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି [[ଓଡ଼ିଶୀ ସଙ୍ଗୀତ]] ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ [[ଗୋପାଳକୃଷ୍ଣ ପଟ୍ଟନାୟକ]]<nowiki/>ଙ୍କ ସମସାମୟିକ ଥିଲେ ।<ref name=":0" />
 
ଗୌରହରିଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ଗ୍ରନ୍ଥଗୁଡ଼ିକ ହେଲା- ''ବସ୍ତ୍ରାପହରଣ'', ''[[ପ୍ରହ୍ଲାଦ ନାଟକ]]'' ଓ ''ଗୀତ ଗୋବିନ୍ଦ'' ଅନୁବାଦ ।<ref name=":0" />

=== ପ୍ରହ୍ଲାଦ ନାଟକ ===
ଗୌରହରି [[ପ୍ରହ୍ଲାଦ ନାଟକ|ପ୍ରହ୍ଲାଦ ନାଟକଟି]] ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ଦେଶ୍ୟରେ ରଚନା କରି ତାଙ୍କ ନାମରେ ତାହାକୁ ଭଣିଥିଲେ । ଏହା ପ୍ରହ୍ଲାଦ ନାଟକର ପ୍ରଥମ ଲିଖିତ ନାଟକ । ଏହାର ଅନୁସରଣରେ ପରବର୍ତ୍ତୀ ରାଜାମାନେ (ଯଥା [[ପଦ୍ମନାଭ ନାରାୟଣ ଦେବ]]) ନିଜ ନିଜ ଶୈଳୀରେ ପ୍ରହ୍ଲାଦ ନାଟକ ରଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରହ୍ଲାଦ ନାଟକଟି ଗୌରହରି ରଚିଥିବା ଗବେଷକଙ୍କ ଅନୁମାନ ଓ ଏହାର କୌଣସି ଲିଖିତ ପ୍ରମାଣ ମିଳିନାହିଁ ।
 
=== ଗୀତଗୋବିନ୍ଦ ଅନୁବାଦ ===
କବି ଗୀତଗୋବିନ୍ଦକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ଅନୁବାଦଟି ଲୋକପ୍ରିୟ ଛନ୍ଦଗୁଡ଼ିକରେ ରଚିତ । ଏହି ଅନୁବାଦ ଗ୍ରନ୍ଥକୁ ଗୌରହରି ''ଭାଷା ସଙ୍ଗୀତ ବିନୋଦ'' ନାମରେ ନାମିତ କରିଥିଲେ ।<ref>''[https://books.google.co.in/books?id=YCJrUfVtZxoC&lpg=PA118&ots=Kwnvi4BITG&dq=gaurahari%20parichha&pg=PA118#v=onepage&q&f=false A Dictionary of Indian Literature: Beginnings-1850]'', Sujit Mukherjee Orient Blackswan, 1998 - Literary Criticism - 434 pages.</ref>
 
ଏହା ଛଡ଼ା ସେ ଗୋଟିଏ ଗ୍ରନ୍ଥ ବଙ୍ଗଳା ଭାଷାରେ ରଚନା କରିଥିବା ଜଣାଯାଏ । ଏହି ଗ୍ରନ୍ଥଟିର ନାମ ''ଅଷ୍ଟକାଲ ସେବା'' ।<ref name=":0" />