"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୩୧ କ ଧାଡ଼ି:
==ପ୍ରତିଯୋଗିତା ଓ ଅଂଶୀଦାର==
 
ହ୍ଵାଟ୍ସଆପ ଏସିଆର ଅନେକ ପ୍ରସିଦ୍ଧ ବାର୍ତ୍ତା ପ୍ରେରଣ ସେବା ପ୍ରଦାନ କରୁଥିବା ଆପ୍ ଯେପରି ଉଇ ଚାଟ୍, ଭାଇବର୍, ଲାଇନ୍ଲାଇନ ଭଳି ସଂସ୍ଥାମାନଙ୍କ ସହ ପ୍ରତିଯୋଗିତା କରିଆସୁଛି । ଜୁନ୍ ୧୩, ୨୦୧୩ରେ ହ୍ଵାଟ୍ସଆପ ଘୋଷଣା କରିଥିଲା ଯେ ହ୍ଵାଟ୍ସଆପ ଇଙ୍କ୍ସ୍ ପ୍ରତିଦିନ ୨୭ ଆରବ ବାର୍ତ୍ତାକୁ ପ୍ରକ୍ରିୟା କରୁଛି । ଏହା ସହିତ ହ୍ଵାଟ୍ସଆପର କଥା ହେବା ସେବା ବହୁତ ଲୋକପ୍ରିୟ ହୋଇଛି ।
 
ଏପ୍ରିଲ୍ ୨୦୧୪ରେ୨୦୧୪ ମସିହାରେ ହ୍ଵାଟ୍ସଆପ ୫୦୦୦ ଲକ୍ଷ ବ୍ୟବହାରକାରୀକାର ସଂଖ୍ୟ ଅତିକ୍ରମ କରିଥିଲା ।
 
ମେ ୨୦୧୪ରେ୨୦୧୪ ମସିହାରେ ହ୍ଵାଟ୍ସଆପ ୫୦୦ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କ ସଂଖ୍ୟା ଅତିକ୍ରମ କରିଥିଲା ଏବଂ ଭାରତରେ ହ୍ଵାଟ୍ସଆପର ମାସିକ ବ୍ୟବହାରକାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ମଧ୍ୟ ପ୍ରକାଶ ପାଇଥିଲା ।
 
ଅକ୍ଟୋବର ୨୦୧୪ରେ ହ୍ଵାଟ୍ସଆପ ୭୦୦ ଲକ୍ଷ ଭାରତୀୟ ବ୍ୟବହାରକାରୀକାର ସଂଖ୍ୟା ଅତିକ୍ରମ କରିଥିଲା ଯାହାକି ହ୍ଵାଟ୍ସଆପର ଦଶ ପ୍ରତିଶତ ଭାଗ ଗ୍ରହଣ କରିଥିଲା ।