"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଇତିହାସ: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯୯ କ ଧାଡ଼ି:
ଡିସେମ୍ବର ୨୦୦୯ରେ ଆଇ ଫୋନ୍ ମାନଙ୍କରେ ପ୍ରଚଳିତ ହେଉଥିବା ହ୍ଵାଟ୍ସଆପ, ଛବିକୁ ବାର୍ତ୍ତା ପ୍ରେରଣ ମାଧ୍ୟମରେ ପଠାଇବାର ସକ୍ଷମ ହେଲା । ଏବଂ ୨୦୧୧ ମସିହାର ଆରମ୍ଭରୁ, ହ୍ଵାଟ୍ସଆପକୁ ଆଇ ଫୋନ୍‌ର ଷ୍ଟୋରରେ ପ୍ରଥମ ୨୦ ମଧ୍ୟରେ ଦେଖିବାକୁ ମିଳିଥିଲା ।
 
ଫେବୃଆରୀ ୨୦୧୩ ମଧ୍ୟରେ ହ୍ଵାଟ୍ସଆପରେ ୨୦୦୦ ଲକ୍ଷ କ୍ରିୟାଶୀଳ ବ୍ୟବହାରକାରୀ ଏବଂ ୫୦ରୁ ଉର୍ଦ୍ଧ କର୍ମଚାରୀ ଯୋଡ଼ିହୋଇଥିଲେ । ଡିସେମ୍ବର ୨୦୧୩ ବ୍ଲଗ ପୋଷ୍ଟରେ ହ୍ଵାଟ୍ସଆପ ଦାବି କରିଥିଲା ଯେ, ପ୍ରତି ମାସ ୪୦୦୦ ଲକ୍ଷ ବ୍ୟବହାରକାରୀ ଏହି ସୁବିଧା ଉପଲବ୍ଧ କରୁଅଛନ୍ତି । ଏପ୍ରିଲ ୨୦୧୪ର କଳନା ହିସାବରେ ହ୍ଵାଟ୍ସଆପରେ ମାସିକ ୫୦୦୦ଲକ୍ଷ ବ୍ୟବହାରକାରୀ ଥିଲେ । ଏହା ସହିତ ପ୍ରତିଦିନ ହିସାବରେ ୭୦୦୦ ଲକ୍ଷ ଛବି, ୧୦୦୦ ଲକ୍ଷ ଭିଡିଓ ଏବଂ ୧୦ ଆରବ ବାର୍ତ୍ତା ହ୍ଵାଟ୍ସଆପର ବାର୍ତ୍ତା ପ୍ରେରଣକାରୀ ପ୍ରଣାଳୀ ପରିଚାଳିତ କରୁଥିଲା । ପ୍ରତିଦିନ ୨୫୦ ଲକ୍ଷ ବ୍ୟବହରକାରୀ ଏହି ସେବାରେ ଯୋଡ଼ିହେଉଛନ୍ତି ।ଭାରତବର୍ଷରୁ। ଭାରତବର୍ଷରୁ ୬୫୦ ଲକ୍ଷ ଲୋକ ହ୍ଵାଟ୍ସଆପରେ ଏହି ତତ୍-କ୍ଷଣ ବାର୍ତ୍ତା ପ୍ରେରଣ ସେବା ଉପଭୋଗ କରୁଅଛନ୍ତି ଏବଂ ଏମାନେ ବିଶ୍ୱର ଦଶ ପ୍ରତିଶତ ବ୍ୟବହରକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଜାନୁଆରୀ ୨୦୧୫ରେ ହ୍ଵାଟ୍ସଆପ ବିଶ୍ୱର ଅଧିକାଂଶ ବ୍ୟବହୃତ ତତ୍‌କ୍ଷଣ ବାର୍ତ୍ତା ପ୍ରେରଣକାରୀ ଆପ୍ ଭାବେ ପ୍ରସିଦ୍ଧ ହେଲା ।
 
ଫେବୃଆରୀ ୧୯, ୨୦୧୪ରେ ହ୍ଵାଟ୍ସଆପ ୧.୫ ଆରବ ଡଲାରର ଦୁଃସାହସିକ ଅର୍ଥଯୋଗାଣ କରିବାରେ ସଫଳ ହୋଇଥିଲା । ଏହି ତାରିଖରେ ଫେସବୁକ ଘୋଷଣା କରିଥିଲା ଯେ, ସେ ୧୯ ମିଲିୟନ ଆରବ ଡ଼ଲାରରେ ହ୍ଵାଟ୍ସଆପକୁ କିଣିବାକୁ ଯାଉଛି ଏବଂ ଏହା ଫେସବୁକର ବଡ ସଫଳତା ଥିଲା । ସେହି ସମୟରେ ଫେସବୁକର ହ୍ଵାଟ୍ସଆପକୁ ୧୯ ମିଲିୟନ ଆରବ ଡ଼ଲାରରେ କିଣିବା ସବୁଠାରୁ ବଡ କ୍ରୟ ଥିଲା ।