"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଇତିହାସ: ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯୩ କ ଧାଡ଼ି:
==ଇତିହାସ==
 
ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ ୨୦୦୯ ମସିହାରେ ହ୍ଵାଟ୍ସଆପ ଇନ୍ସକୁ ପ୍ରତିଷ୍ଠା କରିଥିଲେ । ସେତେବେଳେ ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ, ୟାହୁ!ର କର୍ମଚାରୀ ଥିଲେ । ସେପ୍ଟେମ୍ବର ୨୦୦୭ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ଦକ୍ଷିଣ ଆମେରିକା ଗସ୍ତରେ ଯାଇଥିଲେ । ସେହି ସମୟରେ ସେମାନେ [[ଫେସବୁକ]]ରେ ନିଯୁକ୍ତି ପାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ ।ଜାନୁଆରୀ। ଜାନୁଆରୀ ୨୦୦୯ ମସିହାରେ ସେ ଏକ ଆଇ ଫୋନ୍ କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍‌ର ବ୍ୟବସାୟ ଦେଖି ସେ ଚକିତ ହୋଇଯାଇଥିଲେ । ସେମାନେ ଆଲେକ୍ସ ଫିସ୍‌ମ୍ୟାନ୍‌ଙ୍କ ସହିତ, ଆଇ ଫୋନ‌ର ଜଣେ ଉନ୍ନତିକାରକ ଆଇଗୋର୍ ସୋଲେମୋନିକୋଭ୍‌ଙ୍କ ମିଳିତ ଚେଷ୍ଟା ଫଳରେ ହ୍ଵାଟ୍ସଆପର ପ୍ରତିଷ୍ଠା କରିଥିଲେ ।ଜାନ୍ କୋଉମ‌ଙ୍କ ଜନ୍ମଦିନ, ଫେବୃଆରୀ ୨୪, ୨୦୦୯ରେ ହ୍ଵାଟ୍ସଆପ ଇନ୍ସକୁ କାର୍ଲିଫର୍ଣ୍ଣିଆଠାରେ ଉତ୍ପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ପ୍ରାରମ୍ଭରେ ହ୍ଵାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।
 
ଜୁନ୍ ୨୦୦୯ରେ ଆପଲ୍‌ର ପୁଶ୍ ନୋଟିଫିକେସନ୍‌ସର ଉଦ୍ଭାବନ ହେବା ପରେ ହ୍ଵାଟ୍ସଆପର ନୂତନ ରୂପ ହ୍ଵାଟ୍ସଆପ ୨.୦ ଭାବରେ ଦେଖିବାକୁ ମିଳିଥିଲା ଏବଂ ଏହା ସହିତ ହ୍ଵାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦,୦୦୦କୁ ବୃଦ୍ଧି ପାଇଥିଲା ।କୋଉମ ହ୍ଵାଟ୍ସଆପର ସଫଳତାକୁ ଦେଖି, ଅକ୍ଟନ ଏବଂ ୟାହୁ!ର କେତେକ ଅବସର ପ୍ରାପ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ନଭେମ୍ବର ୨୦୦୯ରେ ହ୍ଵାଟ୍ସଆପକୁ ଆଇ ଫୋନ୍ ଷ୍ଟୋର୍‌ରେ ଔପଚାରିକ ଭାବରେ ଆରମ୍ଭ କରିଥିଲେ । କୋଉମ ତାଙ୍କର ଏକ ବନ୍ଧୁ କ୍ରିସ୍ ଫିସ୍‌ମ୍ୟାନ୍‌ଙ୍କୁ କହି ବ୍ଲାକବେରୀ ପାଇଁ ଦୁଇ ମାସ ମଧ୍ୟରେ ହ୍ଵାଟ୍ସଆପକୁ ନିର୍ମିତ କରାଇଲେ ।