"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଇତିହାସ: ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୪ କ ଧାଡ଼ି:
 
ନଭେମ୍ବର ୨୦୧୭ ମସିହାରେ ହ୍ଵାଟ୍ସଆପ ସମସ୍ତଙ୍କ ପାଇଁ ଲିଭେଇବା ଅଥବା ଡିଲେଟ ଫର ଅଲ ସେବା ଆରମ୍ଭ କରିଥିଲା<ref>https://www.theverge.com/2017/10/30/16556838/whatsapp-delete-revoke-feature</ref> । ଏହି ସେବା ବ୍ୟବହାର କରି, ବ୍ୟବହାରକାରୀ ନିଜେ ଭୁଲରେ ପଠାଇଥିବା ସନ୍ଦେଶକୁ ୭ ମିନଟ ମଧ୍ୟରେ ଫେରାଇ ଆଣି ପାରିବ ।
 
ହ୍ଵାଟ୍ସଆପ ନିଜର ବେଟା ସଫ୍ଟୱେରରେ ନିୟନ୍ତ୍ରିତ ଗୋଷ୍ଠୀ (ରେଷ୍ଟ୍ରିକଟେଡ଼ ଗ୍ରୁପ) ସେବାର ଆରମ୍ଭ କରିଅଛି<ref>http://www.independent.co.uk/life-style/gadgets-and-tech/news/whatsapp-restricted-groups-admin-stop-messages-silence-everyone-else-mute-a8086546.html?</ref> । ଯେଉଁଥିରେ ଗୋଷ୍ଠୀ ପରିଚାଳକ, ନିଜ ଇଚ୍ଛା ମୁତାବକ ଅଧିକାର ଗୋଷ୍ଟିରେ ଥିବା ବ୍ୟକ୍ତି ମାନଙ୍କୁ ଦେଇ ପାରିବେ ।
 
==ହ୍ଵାଟ୍ସଆପ ୱେବ୍==