"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଇତିହାସ: ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୩ କ ଧାଡ଼ି:
ଫେବୃଆରୀ ୧୯, ୨୦୧୪ରେ ହ୍ଵାଟ୍ସଆପ ୧.୫ ଆରବ ଡଲାରର ଦୁଃସାହସିକ ଅର୍ଥଯୋଗାଣ କରିବାରେ ସଫଳ ହୋଇଥିଲା । ଏହି ତାରିଖରେ ଫେସବୁକ ଘୋଷଣା କରିଥିଲା ଯେ, ସେ ୧୯ ମିଲିୟନ ଆରବ ଡ଼ଲାରରେ ହ୍ଵାଟ୍ସଆପକୁ କିଣିବାକୁ ଯାଉଛି ଏବଂ ଏହା ଫେସବୁକର ବଡ ସଫଳତା ଥିଲା । ସେହି ସମୟରେ ଫେସବୁକର ହ୍ଵାଟ୍ସଆପକୁ ୧୯ ମିଲିୟନ ଆରବ ଡ଼ଲାରରେ କିଣିବା ସବୁଠାରୁ ବଡ କ୍ରୟ ଥିଲା ।
 
ନଭେମ୍ବର ୨୦୧୭ ମସିହାରେ ହ୍ଵାଟ୍ସଆପ ସମସ୍ତଙ୍କ ପାଇଁ ଲିଭେଇବା ଅଥବା ଡିଲେଟ ଫର ଅଲ ସେବା ଆରମ୍ଭ କରିଥିଲା ।
 
 
 
 
 
 
 
==ହ୍ଵାଟ୍ସଆପ ୱେବ୍==