"ଗୌର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
→‎ସଂଶୋଧନ: ତଥ୍ୟପେଡ଼ି ଉଇକିକୋଡ଼
୧ କ ଧାଡ଼ି:
{{ଛୋଟ|Gour Prasad Ghosh}}
{{Infobox person
| bgcolour = silver
| name = ଗୌର ପ୍ରସାଦ ଘୋଷ
| image = ଗୌର ପ୍ରସାଦ ଘୋଷ.jpg
| imagesize = 200px
| caption =
| birthdatebirth_date = {{Birth date|1929|11|22|df=y}}
| birth_place = [[କଟକ]]
| yearsactive = ୧୯୫୩-୧୯୭୧
| occupation = ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ
| spouse = [[ପାର୍ବତୀ ଘୋଷ]]
| Childrenchildren = ରାତ୍ରୀ
| height =
| deathdatedeath_date = = {{Death date and age|df=yes|1994|12|10|1929|11|22}}
| birthname =
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]], [[ପ୍ୟାରୀମୋହନ ଏକାଡେମୀ]]
|website = {{URL|http://www.gourparbati.com/gour_prasad_ghose.php}}
| filmfareawards =
| nationalfilmawards =
|website = http://www.gourparbati.com/gour_prasad_ghose.php
}}
 
'''ଗୌର ଘୋଷ''' (୨୨ ନଭେମ୍ବର ୧୯୨୯ - ୧୦ ଡିସେମ୍ବର ୧୯୯୪) [[ଓଡ଼ିଆ କଥାଚିତ୍ର ଜଗତ]]ର ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ । <ref>{{cite book|title=Indian Literature|url=http://books.google.com/books?id=IZRjAAAAMAAJ|year=1992|publisher=Sahitya Akademi.}}</ref> ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ଗୌର ବାବୁଙ୍କ ଅବଦାନ ରହିଛି ।<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthors=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=http://books.google.com/books?id=e7ZKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-4-6}}</ref>
== ବ୍ୟକ୍ତିଗତ ଜୀବନ ==
ଗୌର, ୧୯୨୯ ମସିହା ନଭେମ୍ବର ୨୨ତାରିଖରେ [[କଟକ]]ର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ନାମ ଥିଲା ରାୟ ଗୌର । ତାଙ୍କ ପୂର୍ବପୁରୁଷମାନେ [[ପଶ୍ଚିମ ବଙ୍ଗ]]ର [[ବର୍ଦ୍ଧମାନ ଜିଲ୍ଲା|ବର୍ଦ୍ଧମାନର]] ମୂଳ ବାସିନ୍ଦା । ୧୯୪୭ମସିହାରେ ସେ କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରି, ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ [[ପାର୍ବତୀ ଘୋଷ]] ତାଙ୍କ ଧର୍ମପତ୍ନୀ ।<ref>http://www.orissadiary.com/ShowEntertainmentNews.asp?id=28018</ref> ପାର୍ବତୀ, ଗୌରଙ୍କର ସମସ୍ତ ଚଳଚ୍ଚିତ୍ରରେ ତାଙ୍କ ସହ କାର୍ଯ୍ୟ କରିଥିଲେ । ୧୯୫୩ର ଚଳଚ୍ଚିତ୍ର [[ଆମରି ଗାଁ ଝୁଅ]]ରେ ପ୍ରଥମ ଥର ପାଇଁ ଗୌର-ପାର୍ବତୀ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।<ref>{{cite news|url=http://www.sambadepaper.com/Details.aspx?id=310989&boxid=24922451|accessdate=9 December 2016|newspaper=ସମ୍ବାଦ ୦୯/୧୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୯}}</ref> ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।<ref>{{cite news|title=ସ୍ମୃତି ଅନୁଭୂତି|url=http://sambadepaper.com/Details.aspx?id=216876&boxid=223428733|accessdate=17 December 2015|newspaper=ସିନେ ସମ୍ବାଦ ୧୭/୧୨/୨୦୧୫ ପୃଷ୍ଠା ୨}}</ref>
Line ୩୬ ⟶ ୩୩:
|[[କେଦାର ଗୌରୀ]]|| [[୧୯୫୪ର ଓଡ଼ିଆ କଥାଚିତ୍ର|୧୯୫୪]]||ଅଭିନେତା
|-
|[[ଆମରି ଗାଁ ଝିଅଝୁଅ]]|| [[୧୯୫୩ର ଓଡ଼ିଆ କଥାଚିତ୍ର|୧୯୫୩]]||ଅଭିନେତା
|-
|[[ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)|ସ୍ତ୍ରୀ]]|| [[୧୯୬୮ର ଓଡ଼ିଆ କଥାଚିତ୍ର|୧୯୬୮]]||ଅଭିନେତା, ପ୍ରଯୋଜକ
Line ୫୫ ⟶ ୫୨:
* ଓଡ଼ିଆ ଚଳଚ୍ଚିତ୍ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନୀତ - ୧୯୮୪
==ଆଧାର==
{{ଆଧାରReflist|30em}}
== ବାହାର ଆଧାର ==
* {{imdbIMDb name|0315890}}
* [http://odiamoviedatabase.wordpress.com/tag/gaura-ghosh/ odiamoviedatabase]
 
"https://or.wikipedia.org/wiki/ଗୌର_ଘୋଷ"ରୁ ଅଣାଯାଇଅଛି