"ଟିକେ ଅନାଡ଼ି ପୂରା ଖିଲାଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନିରାଜ ।<ref name="‘ଟିକେ ଅନାଡ଼ି ପୂରା ଖିଲାଡି’ର ଶୁଭମୁକ୍ତି ଆଜି"/> [[ନିର୍ମଳ ନାୟକ]], [[ଅରୁଣ ମନ୍ତ୍ରୀ]], ଯତିନ୍ଦ୍ର ପ୍ରଧାନ, ଜୟନ୍ତ ଦାସ, ସୁମିତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସତ୍ୟଜିତ, ଅଙ୍କିତ, [[ହ୍ୟୁମାନ ସାଗର]], ଅନ୍ତରା, ପଦ୍ମିନୀ, ସୋନାଲିକା, [[କୁମାର ବାପି]], ନନ୍ଦିତା, ତାରିକ୍ ଅଜିଜ୍, ପମି, ଅସୀମା ପଣ୍ଡା, ନଭ୍ୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref name='Music of "Tike Anadi Pura Khiladi" released'>{{cite news|title=Music of "Tike Anadi Pura Khiladi" released|url=https://timesofindia.indiatimes.com/music-release-of-tike-anadi-pura-khiladi/articleshow/60022185.cms|accessdate=8 December 2017|newspaper=[[Times of India]]|date=11 August 2017}}</ref>
 
===ଗୀତ===