"ଟିକେ ଅନାଡ଼ି ପୂରା ଖିଲାଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୮ କ ଧାଡ଼ି:
'''ଟିକେ ଅନାଡ଼ି ପୂରା ଖିଲାଡ଼ି''', ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref>{{cite news|title=୨୦୧୭ର ପ୍ରଥମ ଏଗାର ମାସରେ ୩୪ ଟି ଓଡ଼ିଆ ସିନେମା|url=http://sambad.in/entertainment/34odia-movies-38402/|accessdate=8 December 2017|newspaper=sambad.in|date=2 December 2017}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ ନନ୍ଦ ।<ref name="ବଡ଼ ପରଦାକୁ ଫେରୁଛନ୍ତି ବବଲି!">{{cite news|title=ବଡ଼ ପରଦାକୁ ଫେରୁଛନ୍ତି ବବଲି!|url=http://sambad.in/entertainment/babli-is-back-7076/|accessdate=8 December 2017|newspaper=sambad.in|date=8 October 2017}}</ref> ଲୋକନାଥ ବାରିକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="‘ଟିକେ ଅନାଡ଼ି ପୂରା ଖିଲାଡି’ର ଶୁଭମୁକ୍ତି ଆଜି"/> ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନିରାଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିଅରେ ଅଭିନୟ କରିଥିଲେ କରନ୍ ।<ref>{{cite news|title=କେବଳ ଗୋଟିଏ ସିନେମାରେ ନଜର ଆସିଛନ୍ତି ଏହି ଓଲିଉଡ ନାୟକ ଏ ବର୍ଷ|url=http://sambad.in/entertainment/odiaheroonefilm-41655/|accessdate=8 December 2017|newspaper=sambad.in|date=7 December 2017}}</ref>
 
==ଅଭିନୟ==