"ଶକ୍ତି (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
}}
 
'''ଶକ୍ତି''', ୨୦୧୮ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନ‌କ ସାହୁ ଏବଂ ମିନତି ସାହୁ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="କରନ-ସୂର୍ଯ୍ୟମୟୀଙ୍କ ଚମକ">{{cite news|title=କରନ-ସୂର୍ଯ୍ୟମୟୀଙ୍କ ଚମକ|url=https://samajaepaper.in/epaperimages/03122017/03122017-md-sn-8/212201721917246.jpg|accessdate=7 December 2017|newspaper=[[ସମାଜ]]|date=43 December 2017}}</ref> ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ ଏବଂ ସୂର୍ଯ୍ୟମୟୀ । ମିହିର ଦାସ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା, ରାଜୀବ ମହାନ୍ତି, ମଧୁ, ଅପରାଜିତା, ପ୍ରତିଭା ପଣ୍ଡା, ଶୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="କରନ-ସୂର୍ଯ୍ୟମୟୀଙ୍କ ଚମକ"/>