"ଓଡ଼ିଶୀ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩ କ ଧାଡ଼ି:
==ଆରମ୍ଭ ଓ ଇତିହାସ==
[[ଓଡ଼ିଶାର ଇତିହାସ|ଓଡ଼ିଶା]]ର ସଂସ୍କୃତି ଓ ସଙ୍ଗୀତର ପ୍ରମାଣ ବିଭିନ୍ନ ପ୍ରତ୍ନତାତ୍ୱିକ ଖନନରୁ ମିଳିଛି । [[ଅନୁଗୋଳ ଜିଲ୍ଲା]]ର [[ଶଙ୍କରଜଙ୍ଗ]]ଠାରେ ଖନନରୁ ତାମ୍ର ଓ ପ୍ରସ୍ତର ଯୁଗର ପ୍ରମାଣ ମିଳିଥିଲା । ଏଠାରୁ ମସୃଣକରାଯାଇଥିଲା ଶିଳା ଓ ହାତଗଢ଼ା ମାଟିପାତ୍ର ଖୋଳାଯାଇ ମିଳିଥିଲା । କିଛି କିଛି ଶିଳା ବିଶାଳାକାର ଥିଲା । ତେଣୁ ଏଗୁଡ଼ିକୁ ଶିଳାଖମ୍ବ ନାମିତ କରାଯାଇଥିଲା । ଶଙ୍କରଜଙ୍ଗରୁ ମିଳିଥିବା ଶିଳାଖମ୍ବ ପୁରାତନ ବାଦ୍ୟଯନ୍ତ୍ର ବୋଲି ଜଣାଯାଏ ।<ref>[http://orissagov.nic.in/e-magazine/Journal/Journal2/pdf/ohrj-014.pdf] {{wayback|url=http://orissagov.nic.in/e-magazine/Journal/Journal2/pdf/ohrj-014.pdf |date=20091029204543 }}</ref><!-- There are historical evidences in the form of sculptural evidences, i.e. musical instruments, singing and dancing postures of damsels in the Ranigumpha Caves in [[Khandagiri]] and [[Udayagiri and Khandagiri Caves|Udayagiri]] at [[Bhubaneswar]].-->
 
== କଳାକାର ==
{| class="wikitable sortable"
!ଉପାଧି
!ନାମ
!
!ଜନ୍ମ
!ସ୍ଥାନ
|-
|ସଙ୍ଗୀତ ସୁଧାକର
|ବାଳକୃଷ୍ଣ ଦାଶ
|କଣ୍ଠସଙ୍ଗୀତ
|
|କଟକ
|-
|
|ତାରିଣୀଚରଣ ପାତ୍ର
|କଣ୍ଠସଙ୍ଗୀତ, ବୀଣାକାର
|
|ପାରଳାଖେମୁଣ୍ଡି
|-
|ସୁରମଣି
|ରଘୁନାଥ ପାଣିଗ୍ରାହୀ
|କଣ୍ଠସଙ୍ଗୀତ
|
|ଗୁଣପୁର
|-
|
|ରାମହରି ଦାଶ
|କଣ୍ଠସଙ୍ଗୀତ
|
|ବାଲେଶ୍ୱର
|-
|
|ବିଜୟ କୁମାର ଜେନା
|କଣ୍ଠସଙ୍ଗୀତ
|
|
|-
|
|କେଶବ ଚନ୍ଦ୍ର ରାଉତ
|କଣ୍ଠସଙ୍ଗୀତ
|
|
|-
|ଆଦିଗୁରୁ ଦେଶରଜା ମଉଡ଼ମଣି
|ସିଂହାରୀ ଶ୍ୟାମସୁନ୍ଦର କର
|କଣ୍ଠସଙ୍ଗୀତ
|
|ପୁରୀ
|-
|
|ଚନ୍ଦ୍ରମଣି ଲେଙ୍କା
|କଣ୍ଠସଙ୍ଗୀତ
|
|ପୁରୀ
|-
|
|କେ ରାମାରାଓ ପାତ୍ର
|ବୀଣାକାର
|
|
|-
|
|ଭୁବନେଶ୍ୱର ମିଶ୍ର
|ବେହେଲା ବାଦକ
|
|
|-
|ବାଣୀକଣ୍ଠ
|ନିମାଇଁ ଚରଣ ହରିଚନ୍ଦନ
|କଣ୍ଠସଙ୍ଗୀତ
|
|
|-
|
|ଗୋକୁଳ ଶ୍ରୀଚନ୍ଦନ
|
|
|
|-
|
|ଅପର୍ଣ୍ଣା (ଆପନ୍ନା) ପାଣିଗ୍ରାହୀ
|
|
|ପାରଳାଖେମୁଣ୍ଡି
|-
|
|ବାସୁଦେବ ମହାପାତ୍ର
|
|
|
|-
|
|ରାଜମଣି ପାତ୍ର
|
|
|ଖଲ୍ଲିକୋଟ, ଆଠଗଡ଼
|-
|
|ଗୁଣ୍ଡି ନନ୍ଦ
|କଣ୍ଠସଙ୍ଗୀତ, ବୀଣାକାର
|
|ଖଣ୍ଡପଡ଼ା
|-
|
|ଲକ୍ଷ୍ମଣ ନନ୍ଦ
|କଣ୍ଠସଙ୍ଗୀତ, ବୀଣାକାର
|
|ଖଣ୍ଡପଡ଼ା
|-
|ଭଜନ ସମ୍ରାଟ
|ଭିକାରୀ ଚରଣ ବଳ
|କଣ୍ଠସଙ୍ଗୀତ
|
|
|-
|
|ଶ୍ୟାମାମଣି ଦେବୀ
|କଣ୍ଠସଙ୍ଗୀତ
|
|
|-
|
|ମିତାଳୀ ଚିନାରା
|କଣ୍ଠସଙ୍ଗୀତ
|
|
|-
|
|ଆରତୀ ମିଶ୍ର
|କଣ୍ଠସଙ୍ଗୀତ
|
|
|-
|
|କ୍ଷେତ୍ରମଣି ଦେବୀ
|କଣ୍ଠସଙ୍ଗୀତ
|
|ପୁରୀ
|-
|
|ହରପ୍ରିୟା ଦେବୀ
|କଣ୍ଠସଙ୍ଗୀତ
|
|
|-
|
|ସଚ୍ଚିଦାନନ୍ଦ ରାଉତରାୟ
|ମର୍ଦ୍ଦଳ ବାଦକ
|
|
|-
|
|ଦାମୋଦର ହୋତା
|କଣ୍ଠସଙ୍ଗୀତ
|
|ପୁରୀ
|-
|
|ଲୋକନାଥ ପାଳ
|କଣ୍ଠସଙ୍ଗୀତ
|
|
|-
|
|ନୃସିଂହନାଥ ଖୁଣ୍ଟିଆ
|କଣ୍ଠସଙ୍ଗୀତ
|
|
|-
|
|ଲୋକନାଥ ପାଳ
|କଣ୍ଠସଙ୍ଗୀତ
|
|
|-
|
|ଧୀରଜ ମହାପାତ୍ର
|କଣ୍ଠସଙ୍ଗୀତ
|
|
|-
|
|ଗୋପାଳ ଚନ୍ଦ୍ର ପଣ୍ଡା
|କଣ୍ଠସଙ୍ଗୀତ
|
|
|-
|
|ସଙ୍ଗୀତା ପଣ୍ଡା
|କଣ୍ଠସଙ୍ଗୀତ
|
|
|-
|
|ମହାପାତ୍ର ମିନତୀ ଭଞ୍ଜ
|କଣ୍ଠସଙ୍ଗୀତ
|
|
|-
|
|ଶ୍ୟାମସୁନ୍ଦର ଧୀର
|କଣ୍ଠସଙ୍ଗୀତ
|
|
|-
|
|କାଶୀନାଥ ପୂଜାପଣ୍ଡା
|କଣ୍ଠସଙ୍ଗୀତ
|
|
|-
|
|ବିଶ୍ୱନାଥ ପୂଜାପଣ୍ଡା
|କଣ୍ଠସଙ୍ଗୀତ
|
|ପୁରୀ
|-
|
|ଭୁବନେଶ୍ୱରୀ ମିଶ୍ର
|କଣ୍ଠସଙ୍ଗୀତ
|
|
|-
|
|ଘନଶ୍ୟାମ ପଣ୍ଡା
|କଣ୍ଠସଙ୍ଗୀତ
|
|
|-
|
|ବିନୋଦ ବିହାରୀ ପଣ୍ଡା
|କଣ୍ଠସଙ୍ଗୀତ
|
|
|-
|
|କାଳୀଚରଣ ପଟ୍ଟନାୟକ
|କଣ୍ଠସଙ୍ଗୀତ
|
|କଟକ
|}
 
== ଆଧାର ==