"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫୧ କ ଧାଡ଼ି:
}}
 
'''ବଇତାଳ ଦେଉଳ''' ବା '''ବୈତାଳ ଦେଉଳ''' [[ଓଡ଼ିଶା]]ର [[ଭୁବନେଶ୍ଵର]]ଠାରେ ଥିବା ୯ମ ଶତକରେ [[କଳିଙ୍ଗ ସ୍ଥାପତ୍ୟ କଳା|କଳିଙ୍ଗ ସ୍ଥାପତ୍ୟକଳାର]]ରେ ନିର୍ମିତଖାଖରା ଏକଶୈଳୀରେ ଖାକରା ଶୈଳୀରନିର୍ମିତ [[ଚାମୁଣ୍ଡା]] ଦେବୀଙ୍କ ମନ୍ଦିର । ମନ୍ଦିର ଶିଖରେ ତିନିଗୋଟି ମୁଣ୍ଡି ବା ଚୂଳ ଥିବାରୁ ଏହାକୁ ''ତିନିମୁଣ୍ଡିଆ ଦେଉଳ'' ଭାବେ ସାଧାରଣ ଲୋକେ ଡାକିଥାଆନ୍ତି । ଲୋକମତ ଅନୁସାରେ ଏହି ତିନିଗୋଟି ମୁଣ୍ଡି ଚାମୁଣ୍ଡା ଦେବୀଙ୍କ ତିନିଗୋଟି ଶକ୍ତି - ମହାସରସ୍ୱତୀ, ମହାଲକ୍ଷ୍ମୀ ଓ ମହାକାଳୀଙ୍କ ଉଦ୍ଦେଶ୍ୟରେ ରହିଛି
 
== ସ୍ଥାପତ୍ୟ କଳା ==