"ଟ୍ରାନ୍‍ସ୍ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୯ କ ଧାଡ଼ି:
ଟ୍ରାନ୍‍ସ୍ ସଙ୍ଗୀତ ଶୁଣି ମନ ଆବେଗ, ଆନନ୍ଦ, ଉତ୍ସାହ ଓ ଉନ୍ମାଦନାରେ ଭରି ଉଠେ ବୋଲି ଟ୍ରାନ୍‍ସ୍‍ପ୍ରେମୀ ଶ୍ରୋତାମାନେ ଅନୁଭବ କରନ୍ତି । ପ୍ରାରମ୍ଭିକ ସମୟରେ ବା ୧୯୯୦ ଦଶନ୍ଧିରେ ଏପରି ଶୈଳୀର ସଙ୍ଗୀତ ମନର ଆବେଗପୂର୍ଣ୍ଣ ଟ୍ରାନ୍‍ସ୍ ପରିସ୍ଥିତିକୁ ବର୍ଣ୍ଣନା କରୁଥିଲା ବୋଲି ସଙ୍ଗୀତପ୍ରେମୀ କହୁଥିଲେ ବୋଲି ଏପରି ନାମକରଣ କରାଯାଇଥିବା ସମ୍ଭବପର । ପରେ କିନ୍ତୁ ଏହି ଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଲା ।
 
୧୯୯୧-୧୯୯୪ ମସିହା ସମୟରେ “ଷ୍ଟ୍ରିଟ୍‍ସ୍“'''ଷ୍ଟ୍ରିଟ୍‍ସ୍ ଅଫ୍ ରେଜ୍'''" ନାମକ ଏକ ଭିଡ଼ିଓ ଗେମ୍ ପାଇଁ ୟୁଜୋ କୋଶିରୋ ଏବଂ ମୋତୋହିରୋ କାୱାଶିମା ବୈଦୁତିକ ପ୍ରଣାଳୀରେ କେତେକ ଗୀତ ରଚନା କରିଥିଲେ । ଯୁକ୍ତରାଜ୍ୟର ମେଗାଟ୍ରିପୋଲିସ୍‍ କ୍ଲବ୍‍ରେ ଏହି ସବୁ ଗୀତ ବାଜିବା ପରେ ଏହା ଅନ୍ତର୍ଜାତୀୟ ଖ୍ୟାତି ଲାଭ କଲା ଓ ଏହା ଟ୍ରାନ୍‍ସ୍ ସଙ୍ଗୀତର ପ୍ରଥମ ସୋପାନ ଥିଲା ।
 
ଜର୍ମାନ୍ ଡିଜେ ଯୁଗଳ ଜାମ୍ ଓ ସ୍ପୁନ୍ ୧୯୯୦ ମସିହାର ଏକ ଗୀତ “ଦ ଏଜ୍ ଅଫ୍ ଲଭ୍” ର ୧୨ ମିନିଟିଆ ରିମିକ୍ସ୍ ୧୯୯୨ରେ ପ୍ରସ୍ତୁତ କରିଥିଲେ । ଆଉ ଏକ ଡିଜେ ଯୁଗଳ ଡ୍ୟାନ୍‍ସ୍ ଟୁ ଟ୍ରାନ୍‍ସ୍ ୧୯୯୦ ମସିହାରେ “ୱି କେମ୍ ଇନ୍ ପିସ୍” ପ୍ରସ୍ତୁତ କରିଥିଲେ। ଏହି ସବୁ ଗୀତକୁ ପ୍ରାରମ୍ଭିକ ସମୟର ଟ୍ରାନ୍‍ସ୍ ଗୀତ ବୋଲି କୁହାଯାଇପାରିବ ।
 
ଜନୈକ ଲେଖକ କହିଛନ୍ତି ଯେ ଡିଜେ ପଲ୍ ଭାନ୍ ଡାଇକ୍‍ ୧୯୯୩ ମସିହାରେ ପ୍ରସ୍ତୁତ କରିଥିବା “ଲଭ୍ ସିମ୍ୟୁଲେସନ୍” ଗୀତର ରିମିକ୍ସ୍‍ରୁ ଟ୍ରାନ୍‍ସ୍ ଶୈଳୀର ଆରମ୍ଭ । ପ୍ରକୃତରେ ପଲ୍ ଭାନ୍ ଡାଇକ୍ ଏହା ପୂର୍ବରୁ “ଭିଜନ୍ ଅଫ୍ ଶିବ” ନାମକ ଏକ ଗୀତ ଅନୁରୂପ ଶୈଳୀରେ ପ୍ରସ୍ତୁତ କରିସାରିଥିଲେ । କ୍ରମଶଃ ପପ୍ ସଙ୍ଗୀତ ଓ ପ୍ରୋଗ୍ରେସିଭ୍ ଟ୍ରାନ୍‍ସ୍‍ର ମିଶ୍ରଣରେ ଭୋକାଲ୍ ଟ୍ରାନ୍‍ସ୍, ପାରମ୍ପରିକ, ଚଳଚ୍ଚିତ୍ର ଓ ଟ୍ରାନ୍‍ସ୍ ଶୈଳୀର ମିଶ୍ରଣରେ “ଏପିକ୍“'''ଏପିକ୍ ଟ୍ରାନ୍‍ସ୍”ରଟ୍ରାନ୍‍ସ୍'''”ର ଉଦ୍ଭବ ହେଲା ।
 
୧୯୯୦ ଦଶନ୍ଧିର ଦ୍ଵିତୀୟାର୍ଦ୍ଧରୁ ନେଇ ୨୦୦୦ ଦଶନ୍ଧିର ପ୍ରଥମ ଭାଗ ପର୍ଯ୍ୟନ୍ତ ଟ୍ରାନ୍‍ସ୍ ସଙ୍ଗୀତ ବହୁଳ ବ୍ୟାବସାୟିକ ସଫଳତା ଲାଭ କରିଥିଲା ।
 
Line ୫୨ ⟶ ୫୩:
# '''ଭୋକାଲ୍ ଟ୍ରାନ୍‍ସ୍'''
# '''ସାଇକାଡେଲିକ୍ ଟ୍ରାନ୍‍ସ୍'''
ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ଶୈଳୀକୁ ଆନ୍ଥେମ୍ ଟ୍ରାନ୍‍ସ୍, ଏପିକ୍ ଟ୍ରାନ୍‍ସ୍, ବ୍ୟବସାୟିକ ଟ୍ରାନ୍‍ସ୍, ଷ୍ଟାଡ଼ିୟମ୍ ଟ୍ରାନ୍‍ସ୍ ବା ୟୁଫୋରିକ୍ ଟ୍ରାନ୍‍ସ୍ ମଧ୍ୟ କୁହାଯାଏ । ଏହି ଶୈଳୀ ୧୯୯୦ ଓ ୨୦୦୦ ଦଶକର ପାଶ୍ଚାତ୍ୟ ପାରମ୍ପରିକ ସଙ୍ଗୀତରୁ ପ୍ରଭାବିତ ହୋଇଥିଲା । ଫେରି କୋର୍ଷ୍ଟେନ୍, ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ପୁଶ୍, ପଂକ୍, ରାଂକ୍-ୱାନ୍ ପରି ଅନେକ ଡିଜେବାଡିଜେ ବା କଳାକାର ଏହି ଶୈଳୀକୁ ଜନାଦୃତ କରାଇଥଲେ । ବର୍ତ୍ତମାନ ସମୟରେ ଆଣ୍ଡି ବ୍ଲୁମ୍ୟାନ୍, ସିରୋ ଭିଜୋନେ, ସାଉଣ୍ଡଲିଫ୍ଟ୍, ଆର୍କ୍‍ଟିକ୍ ମୁନ୍, ସର୍ଗି ନେଭୋନ୍ ଓ ସିମୋନ୍ ଓ’ଶାଇନ୍ ପରି କଳାକାରମାନଙ୍କ ଯୋଗୁଁ “'''ଅର୍କେଷ୍ଟ୍ରାଲ୍ ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍'''” ବା “'''ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ୱିଥ୍ ସିଂଫୋନିକ୍ ଅର୍କେଷ୍ଟ୍ରା'''” ବେଶ୍ ଜନପ୍ରିୟ ହୋଇଛି । ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ପରି ଆଉ ଏକ ଶୈଳୀ ହେଉଛି '''ୟୁରୋ ଟ୍ରାନ୍‍ସ୍''' । ବ୍ୟବସାୟିକ ସ୍ତରରେ ସମସ୍ତ ପ୍ରକାରର ଇଉରୋପୀୟ ଟ୍ରାନ୍‍ସ୍ ଓ ଡାନ୍‍ସ୍ ସଙ୍ଗୀତକୁ ୟୁରୋ ଟ୍ରାନ୍‍ସ୍ ଭାବେ ଅଭିହିତ କରାଯାଇଛି । ବୈଦୁତିକ ସଙ୍ଗୀତର କିଛି ଶୈଳୀର ମିଶ୍ରଣରେ ନୂଆ ଶୈଳୀର ଉଦ୍ଭବ ହୋଇଛି । ଯଥା ଟେକ୍‍ନୋ ଓ ଟ୍ରାନ୍‍ସ୍‍ର ମିଶ୍ରଣରେ ଟେକ୍ ଟ୍ରାନ୍‍ସ୍ ଓ ଟ୍ରାନ୍‍ସ୍ ସଙ୍ଗୀତରେ କିଛି ଅଂଶ ପାଇଁ ଜଣେ ଶିଳ୍ପୀ କଣ୍ଠଦାନ କଲେ ତାହାକୁ “'''ଭୋକାଲ୍ ଟ୍ରାନ୍‍ସ୍'''” କୁହାଯାଏ । ୧୯୯୦ ଦଶନ୍ଧିର ମଧ୍ୟଭାଗରେ ରବର୍ଟ୍ ମାଇଲ୍‍ସ୍ ନାମକ ଜଣେ ଡିଜେ '''ଡ୍ରିମ୍ ଟ୍ରାନ୍‍ସ୍''' ଶୈଳୀର ଆରମ୍ଭ କରାଇଥଲେ ।
{{Gallery
|title= ବିଶ୍ଵର କେତେକ ନାମୀଦାମୀ ଟ୍ରାନ୍‍ସ୍ ଡିଜେ (ଟ୍ରାନ୍‍ସ୍ ସଙ୍ଗୀତ ଶିଳ୍ପୀ)
Line ୬୨ ⟶ ୬୩:
|File:Tiësto @ Airbeat One 2017.jpg|ଟିଏଷ୍ଟୋ
|File:Paul van Dyk 2007 (3).jpg|ପଲ୍ ଭାନ୍ ଡାଇକ୍
|File:12.28.2012 Armada Night At Exchange LA 2012.jpg|ଆଲିଅଲି ଆଣ୍ଡ୍ଏବଂ ଫିଲା
|File:Ferry Corsten.jpg|ଫେରି କୋର୍ଷ୍ଟେନ୍
}}
Line ୭୩ ⟶ ୭୪:
 
==== ଭାରତ ====
୨୦୦୭ ମସିହା ଡିସେମ୍ଵର୍ ମାସରେ ଦକ୍ଷିଣ-ଏସିଆର ପ୍ରଥମ ବୈଦୁତିକ ସଙ୍ଗୀତ ସମାରୋହ “'''ସନ୍‍ବର୍ଣ୍ଣ୍ ଉତ୍ସବ'''” ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଲ୍ କକ୍ସ୍ ଓ ଜନ୍ ‘୦୦’ ଫ୍ଲେମିଂଗ୍ ପରି ନାମୀଦାମୀ ଡିଜେ (DJ) ପ୍ରଦର୍ଶନ କରିଥିଲେ । “'''ଗୋଆ ଟ୍ରାନ୍‍ସ୍'''” ସଙ୍ଗୀତ ସଂସ୍କୃତିର ଲୋକପ୍ରିୟତା ଯୋଗୁଁ ଭାରତର ପଶ୍ଚିମ ତଟରେ ଏହି ଉତ୍ସବର ଆରମ୍ଭ ହୋଇଛି । ୨୦୦୮ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବ ୩ ଦିନ ଧରି ଚାଲିଥିଲା ଓ ଏଥିରେ ୫୦୦୦ ରୁ ଅଧିକ ସଙ୍ଗୀତପ୍ରେମୀ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରିଥିଲେ । ୨୦୦୯ ମସିହାର ଉତ୍ସବରେ ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ସାଣ୍ଡର୍ ଭାନ୍ ଡୁର୍ଣ୍ଣ୍ ପରି ଡିଜେ ୧୫୦୦୦୧୫,୦୦୦ ରୁ ୧୮୦୦୦୧୮,୦୦୦ ଶ୍ରୋତାଙ୍କ ସମ୍ମୁଖରେ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୦ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ପଲ୍ ଭାନ୍ ଡାଇକ୍ ଓ ଅନେକ ଡିଜେ ୩୦୦୦୦୩୦,୦୦୦ ଶ୍ରୋତାଙ୍କ ସମ୍ମୁଖରେ ଟ୍ରାନ୍‍ସ୍‍ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୫ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ମାର୍ଟିନ୍ ଗ୍ୟାରିକ୍ସ୍ ଓ ଆଫ୍ରୋଜାକ୍ ପରି ଡିଜେ ସଙ୍ଗୀତ ପରିବେଷଣ କରିଥିଲେ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ରେକର୍ଡ୍ ସଂଖ୍ୟକ ୩୫୦୦୦୦୩,୫୦,୦୦୦ ଟ୍ରାନ୍‍ସ୍ ସଙ୍ଗୀତପ୍ରେମୀ ଏକତ୍ରିତ ହୋଇଥିଲେ ।<ref>{{Cite web|url=http://www.youredm.com/2016/01/07/sunburn-goa-sets-record-attendance-350000/|title=Martin Garrix & Other Top 100 DJs Helped This EDM Festival Break Massive Record|last=Meadow|first=Matthew|website=Your EDM|access-date=5 March 2016}}</ref> ସନ୍‍ବର୍ଣ୍ଣ୍ କିନ୍ତୁ ଭାରତର ପ୍ରଥମ ଟ୍ରାନ୍‍ସ୍ ଉତ୍ସବ ନୁହେଁ । ୧୯୮୦ ଓ ୧୯୯୦ ଦଶନ୍ଧିରେ ଗୋଆରେ ଅନେକ ଛୋଟ ଛୋଟ ଟ୍ରାନ୍‍ସ୍ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେ ସମୟରେ “ଗୋଆ ପାର୍ଟିଜ୍” ବହୁତ ଲୋକପ୍ରିୟତା ହାସଲ କରିଥିଲା ।<ref name="d'andrea">{{cite web|last1=D'Andrea|first1=Anthony|title=Global Nomads: Techno and New Age as Transnational Countercultures in Ibiza|url=https://books.google.com/books?id=eYNrp4oXoYcC&pg=PA177&lpg=PA177&dq=First+trance+parties+in+goa+1998&source=bl&ots=_MVk4ss1eV&sig=jZ_Y_ES3NgIJojam7hvipN5Rjv8&hl=en&sa=X&redir_esc=y#v=onepage&q=First%20trance%20parties%20in%20goa%201998&f=false|website=books.google.com|publisher=Routledge|date=24 January 2007| page =177|accessdate=25 January 2016}}</ref><ref name="st-john">{{cite web|last1=St John|first1=Graham|title=Rave Culture and Religion|url=https://books.google.com/books?id=ze2MCltwfigC&pg=PA242&lpg=PA242&dq=First+trance+parties+in+goa+1998&source=bl&ots=yr3-8LkgcC&sig=plULSVbVKLnDf4BpcVNm5yfbag8&hl=en&sa=X&redir_esc=y#v=onepage&q=First%20trance%20parties%20in%20goa%201998&f=false|publisher=Routledge|date=1 June 2004| page= 242|accessdate=25 January 2016}}</ref>
 
==== ଥାଇଲ୍ୟାଣ୍ଡ ====