"କନଫୁସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
reference added
ଟିକେNo edit summary
୧୭ କ ଧାଡ଼ି:
| notable_ideas = କନଫୁସିଅସବାଦ
}}
'''କନଫୁସିଅସ'''(୨୮ ସେପ୍ଟେମ୍ବର ଖ୍ରୀ.ପୂ. ୫୫୧ - ଖ୍ରୀ.ପୂ. ୪୭୯)</ref>; September 28, 551 BC – 479 BC)<ref name=birth/><ref>{{Harvnb|Riegel|2012|loc=[http://plato.stanford.edu/archives/spr2012/entries/confucius/ online]}}.</ref> ଜଣେ ଚିନୀୟ ଶିକ୍ଷକ, ସମ୍ପାଦକ, ରାଜନିତୀଜ୍ଞ ଓ ଦାର୍ଶନିକ ଥିଲେ । ତାଙ୍କ ପ୍ରକୃତ ନାଁ ଥିଲା କୋଙ୍ଗ୍ କି ବା ଜୋଙ୍ଗ୍ ନି । ପିଲା ବୟସରୁ ତାଙ୍କର ବହୁ ବିଷୟରେ ଜାଣିବାର ଆଗ୍ରହ ଥିଲା ଏବଂ ସେ ପାରମ୍ପରିକ କର୍ମକାଣ୍ଡ ବିଷୟରେ ଜାଣିବା ପାଇଁ ବେଶ ଆଗ୍ରହୀ ଥିଲେ । ବଡ଼ ହେବା ପରେ ସେ ଜଣେ ରାଜ କର୍ମଚାରୀ ଭାବେ କାମ କରିଥିଲେ ।
 
ତାଙ୍କ ଦର୍ଶନ କନଫୁସିଅସବାଦ ନାମରେ ଜଣାଯାଏ । ଏହା ବ୍ୟକ୍ତିଗତ ଓ ଶାସନତନ୍ତ୍ରର ନୈତିକତା, ସାମାଜିକ ସମ୍ପର୍କର ସଠିକତା, ନ୍ୟାୟ ଓ ସତ୍ୟଶୀଳତା ଉପରେ ଗୁରୁତ୍ତ୍ୱାରୋପ କରିଥିଲା । ତାଙ୍କ ଶିକ୍ଷାର ପାରମ୍ପରିକ ଚିନୀୟ ପ୍ରଥା ଓ ବିଶ୍ୱାସ ସହ ସମତା ଥାଏ ।
"https://or.wikipedia.org/wiki/କନଫୁସିଅସ"ରୁ ଅଣାଯାଇଅଛି