"କନଫୁସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନ ଓ ଶିକ୍ଷା
reference added
୧ କ ଧାଡ଼ି:
{{Infobox philosopher
| name = Confuciusକନଫୁସିଅସ <br /> 孔子
| region =
| era = [[Ancient philosophy]]
୧୭ କ ଧାଡ଼ି:
| notable_ideas = କନଫୁସିଅସବାଦ
}}
'''କନଫୁସିଅସ'''(୨୮ ସେପ୍ଟେମ୍ବର ଖ୍ରୀ.ପୂ. ୫୫୧ - ଖ୍ରୀ.ପୂ. ୪୭୯)</ref>; September 28, 551 BC – 479 BC)<ref name=birth/><ref>{{Harvnb|Riegel|2012|loc=[http://plato.stanford.edu/archives/spr2012/entries/confucius/ online]}}.</ref> ଜଣେ ଚିନୀୟ ଶିକ୍ଷକ, ସମ୍ପାଦକ, ରାଜନିତୀଜ୍ଞ ଓ ଦାର୍ଶନିକ ଥିଲେ । ତାଙ୍କ ପ୍ରକୃତ ନାଁ ଥିଲା କୋଙ୍ଗ୍ କି ବା ଜୋଙ୍ଗ୍ ନି । ପିଲା ବୟସରୁ ତାଙ୍କର ବହୁ ବିଷୟରେ ଜାଣିବାର ଆଗ୍ରହ ଥିଲା ଏବଂ ସେ ପାରମ୍ପରିକ କର୍ମକାଣ୍ଡ ବିଷୟରେ ଜାଣିବା ପାଇଁ ବେଶ ଆଗ୍ରହୀ ଥିଲେ । ବଡ଼ ହେବା ପରେ ସେ ଜଣେ ରାଜ କର୍ମଚାରୀ ଭାବେ କାମ କରିଥିଲେ ।
 
ତାଙ୍କ ଦର୍ଶନ କନଫୁସିଅସବାଦ ନାମରେ ଜଣାଯାଏ । ଏହା ବ୍ୟକ୍ତିଗତ ଓ ଶାସନତନ୍ତ୍ରର ନୈତିକତା, ସାମାଜିକ ସମ୍ପର୍କର ସଠିକତା, ନ୍ୟାୟ ଓ ସତ୍ୟଶୀଳତା ଉପରେ ଗୁରୁତ୍ତ୍ୱାରୋପ କରିଥିଲା । ତାଙ୍କ ଶିକ୍ଷାର ପାରମ୍ପରିକ ଚିନୀୟ ପ୍ରଥା ଓ ବିଶ୍ୱାସ ସହ ସମତା ଥାଏ ।
ତାଙ୍କ ସମୟ ବେଳକୁ ଚୀନରେ ଅନେକ ରାଜ୍ୟ ପରସ୍ପର ସହ ଯୁଦ୍ଧ କରୁଥିଲେ । ଏହାକୁ ସାଓ ବଂଶର ବସନ୍ତ ଓ ଶରତ ସମୟ କୁହାଯାଏ । କନଫୁସିଅସ ଏହି ସମୟରେ ସମାଜରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ ।
 
କନଫୁସିଅସଙ୍କୁ ଇତିହାସରେ ଅନ୍ୟତମ ମୁଖ୍ୟ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଗ୍ରହଣ କରାଯାଏ, ଯାହାଙ୍କର ଶିକ୍ଷା ବିପୁଳ ଭାବରେ ମାନବତାକୁ ପ୍ରଭାବିତ କରିଛି । ତାଙ୍କ ଶିକ୍ଷା ଓ ଦର୍ଶନ ପୃଥିବୀସାରା ଲୋକମାନଙ୍କ ଉପରେ ପ୍ରଭାବ ପକାଇଛି ଓ ବର୍ତ୍ତମାନର ସମାଜରେ ମଧ୍ୟ ବଳବତ୍ତର ରହିଛି ।<ref>{{cite web|title=Impacts on Society|url=http://ancientchinaconfucianism.weebly.com/impacts-on-society.html|website=Ancient China: Confucianism}}</ref><ref>{{cite web|title=The Life and Significance of Confucius|url=http://www.sjsu.edu/faculty/watkins/confucius.htm|website=www.sjsu.edu}}</ref><ref>{{cite web|title=China Confucianism: Life of Confucius, Influences, Development|url=https://www.travelchinaguide.com/intro/religion/confucianism/|website=www.travelchinaguide.com}}</ref>
 
== ଜୀବନ ==
କନଫୁସିଅସଙ୍କ ଜନ୍ମ ଖ୍ରୀ.ପୂ. ୫୫୧ ରେ ସେପ୍ଟେମ୍ବର ୨୮ ତାରିଖ ଦିନ ହୋଇଥିଲା ।<ref name=birth>{{cite book |last1=Hugan |first1=Yong |title=Confucius: A Guide for the Perplexed |date=2013 |publisher=A&C Black |page=3 |url=https://books.google.com/books?id=1R9MAQAAQBAJ&pg=PA4 |deadurl=no |archiveurl=https://web.archive.org/web/20170416224536/https://books.google.com/books?id=1R9MAQAAQBAJ&pg=PA4 |archivedate=2017-04-16 |df= }}</ref><ref name=creel49-25>{{Harvnb|Creel|1949|loc=25}}.</ref> ଛୋଟବେଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଯିବାରୁ ତାଙ୍କ ମା' ତାଙ୍କୁ ପାଳନ କରିଥିଲେ । <ref name=confu>{{cite book|last1=Huang|first1=Yong|title=Confucius: A Guide for the Perplexed|date=2013|publisher=A&C Black|page=4|url=https://books.google.com/books?id=1R9MAQAAQBAJ&pg=PA4&lpg=PA4&dq=confucius+age+19+marry+qiguan&source=bl&ots=xlKmoo6xBZ&sig=iIVdL5M3fvp42ZqQUaXb4XwpMFE&hl=en&sa=X&ved=0CCkQ6AEwAmoVChMIyJGjnL6kxwIVxnQ-Ch2sDAVn#v=onepage&q=confucius%20age%2019%20marry%20qiguan&f=false|accessdate=August 12, 2015}}</ref><ref name=confu>{{cite book|last1=Huang|first1=Yong|title=Confucius: A Guide for the Perplexed|date=2013|publisher=A&C Black|page=4|url=https://books.google.com/books?id=1R9MAQAAQBAJ&pg=PA4&lpg=PA4&dq=confucius+age+19+marry+qiguan&source=bl&ots=xlKmoo6xBZ&sig=iIVdL5M3fvp42ZqQUaXb4XwpMFE&hl=en&sa=X&ved=0CCkQ6AEwAmoVChMIyJGjnL6kxwIVxnQ-Ch2sDAVn#v=onepage&q=confucius%20age%2019%20marry%20qiguan&f=false|accessdate=August 12, 2015}}</ref> ଜଣେ ରାଜକର୍ମଚାରୀ ଭାବରେ ତାଙ୍କର ଅନେକ ବର୍ଷ କଟିଥିଲେ ମଧ୍ୟ ସେ ଜଣେ ଦାର୍ଶନିକ ଓ ଶିକ୍ଷକ ଭାବେ ଅଧିକ ପ୍ରସିଦ୍ଧ ଥିଲେ ।
 
== ଶିକ୍ଷା ==
୪୩ କ ଧାଡ଼ି:
 
ତାଙ୍କ ଶିକ୍ଷାସବୁ ''ଆନାଲେକ୍ଯ୍'' ନାମକ ଗ୍ରନ୍ଥରେ ସଙ୍କଳିତ ହୋଇଛି ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/କନଫୁସିଅସ"ରୁ ଅଣାଯାଇଅଛି