"କନଫୁସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଜୀବନ ଓ ଶିକ୍ଷା
୨୩ କ ଧାଡ଼ି:
 
କନଫୁସିଅସଙ୍କୁ ଇତିହାସରେ ଅନ୍ୟତମ ମୁଖ୍ୟ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଗ୍ରହଣ କରାଯାଏ, ଯାହାଙ୍କର ଶିକ୍ଷା ବିପୁଳ ଭାବରେ ମାନବତାକୁ ପ୍ରଭାବିତ କରିଛି । ତାଙ୍କ ଶିକ୍ଷା ଓ ଦର୍ଶନ ପୃଥିବୀସାରା ଲୋକମାନଙ୍କ ଉପରେ ପ୍ରଭାବ ପକାଇଛି ଓ ବର୍ତ୍ତମାନର ସମାଜରେ ମଧ୍ୟ ବଳବତ୍ତର ରହିଛି ।
 
== ଜୀବନ ==
କନଫୁସିଅସଙ୍କ ଜନ୍ମ ଖ୍ରୀ.ପୂ. ୫୫୧ ରେ ସେପ୍ଟେମ୍ବର ୨୮ ତାରିଖ ଦିନ ହୋଇଥିଲା । ଛୋଟବେଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଯିବାରୁ ତାଙ୍କ ମା' ତାଙ୍କୁ ପାଳନ କରିଥିଲେ । ଜଣେ ରାଜକର୍ମଚାରୀ ଭାବରେ ତାଙ୍କର ଅନେକ ବର୍ଷ କଟିଥିଲେ ମଧ୍ୟ ସେ ଜଣେ ଦାର୍ଶନିକ ଓ ଶିକ୍ଷକ ଭାବେ ଅଧିକ ପ୍ରସିଦ୍ଧ ଥିଲେ ।
 
== ଶିକ୍ଷା ==
Line ୩୫ ⟶ ୩୮:
* ବନ୍ଧୁ
 
ଏହି ପାଞ୍ଚୋଟି ପାରମ୍ପରିକ ସମ୍ପର୍କ ଅଟେ । କନଫୁସିଅସ୍ କହୁଥିଲେ ଯେ ଏହି ସବୁ ସମ୍ପର୍କରେ ଉଭୟ କେତେକ ନିୟମ ପାଳନ କରିବା ଆବଶ୍ୟକ । କନଫୁସିଅସ ପରିବାରରେ ବିଶ୍ୱସ୍ଥତା, ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ, ତଥା ଗୁରୁଜନଙ୍କ ପ୍ରତି ସମ୍ମାନକୁ ବିଶେଷ ଗୁରୁତ୍ତ୍ୱ ଦେଇଥିଲେ । ତାଙ୍କ ମତ ଅନୁସାରେ ପରିବାର ହିଁ ଆଦର୍ଶ ରାଜ୍ୟର ମୂଳଦୁଆ ଅଟେ
 
ତାଙ୍କର ଏକ ବିଶେଷ ଶିକ୍ଷା ଥିଲା ଯେ, ଲୋକ ଅନ୍ୟ ପ୍ରତି ସେହି ପ୍ରକାର ବ୍ୟବହାର କରିବା ଉଚିତ, ଯାହା ସେମାନେ ଅନ୍ୟମାନଙ୍କଠାରୁ ଆଶା କରନ୍ତି । ଯୀଶୁ ଖ୍ରୀଷ୍ଟ ମଧ୍ୟ ଏହି ଶିକ୍ଷା ଦେଇଥିଲେ ।
 
ତାଙ୍କ ଶିକ୍ଷାସବୁ ''ଆନାଲେକ୍ଯ୍'' ନାମକ ଗ୍ରନ୍ଥରେ ସଙ୍କଳିତ ହୋଇଛି ।
"https://or.wikipedia.org/wiki/କନଫୁସିଅସ"ରୁ ଅଣାଯାଇଅଛି