"କନଫୁସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
 
== ଶିକ୍ଷା ==
ସକ୍ରେଟିସଙ୍କ ପରି କନଫୁସିଅସ୍ ମଧ୍ୟ ଦାର୍ଶନିକ ପ୍ରଶ୍ନର ଉତ୍ତର ନିଜେ ଦେଉ ନଥିଲେ । ବରଂ ସେ ଲୋକ ମାନଙ୍କୁ ଗଭୀର ଭାବେ ଚିନ୍ତା କରିବାକୁ ତଥା ଅନ୍ୟମାନଙ୍କଠାରୁ ବିଶେଷ କରି ଇତିହାସରୁ ଶିଖିବାକୁ କହୁଥିଲେ । ତାଙ୍କ ଅନୁସାରେ ଲୋକଙ୍କଲୋକଙ୍କୁ କ୍ଷମତା ପ୍ରଦାନ ପାଇଁ କୂଳ ହିଁ ଏକମାତ୍ର ଆଧାର ନହୋଇ ତାଙ୍କ ଗୁଣ ଓ ଦକ୍ଷତା ମଧ୍ୟ ବିଚାର ହେବା ଆବଶ୍ୟକ ।
 
ସେ ଲୋକ ମାନଙ୍କୁ ଧନ ଅପେକ୍ଷା ଅନ୍ୟ ଲୋକ ମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାକୁ ପରାମର୍ଶ ଦେଉଥିଲେ । ସେ କହୁଥିଲେ ଯେ, ସମାଜରେ କେତେକ କଠୋର ନିୟମ ରହିବା ଆବଶ୍ୟକ ଏବଂ ଲୋକମାନେ ସେସବୁ ପାଳନ କରିବା ମଧ୍ୟ ଆବଶ୍ୟକ । ସେ କହୁଥିଲେ ମଣିଷମାନଙ୍କ ମଧ୍ୟରେ ପାଞ୍ଚ ପ୍ରକାର ସମ୍ପର୍କ ସମ୍ଭବ ଏବଂ ଏହି ପ୍ରତ୍ୟକ ସମ୍ପର୍କର ନିଜର ନିୟମ ରହିଛି । ଏହି ସମ୍ପର୍କମାନଙ୍କରେ ନିମ୍ନୋକ୍ତ ଦୁଇଟି ବ୍ୟକ୍ତିମାନଙ୍କ ମଧ୍ୟରେ ସମ୍ଭବ ।
୧୪ କ ଧାଡ଼ି:
* ବନ୍ଧୁ
 
ଏହି ପାଞ୍ଚୋଟି ପାରମ୍ପରିକ ସମ୍ପର୍କ ଅଟେ । କନଫୁସିଅସ୍ କହୁଥିଲେ ଯେ ଏହି ସବୁ ସମ୍ପର୍କରେ ଉଭୟ କେତେକ ନିୟମ ପାଳନ କରିବା ଆବଶ୍ୟକ ।
 
ତାଙ୍କର ଏକ ବିଶେଷ ଶିକ୍ଷା ଥିଲା ଯେ, ଲୋକ ଅନ୍ୟ ପ୍ରତି ସେହି ପ୍ରକାର ବ୍ୟବହାର କରିବା ଉଚିତ, ଯାହା ସେମାନେ ଅନ୍ୟମାନଙ୍କଠାରୁ ଆଶା କରନ୍ତି । ଯୀଶୁ ଖ୍ରୀଷ୍ଟ ମଧ୍ୟ ଏହି ଶିକ୍ଷା ଦେଇଥିଲେ ।
"https://or.wikipedia.org/wiki/କନଫୁସିଅସ"ରୁ ଅଣାଯାଇଅଛି