"ଦେବଯାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Debajani ପୃଷ୍ଠାଟି ଦେବଯାନୀକୁ ଲେଉଟାଇଲେ
୨୩ କ ଧାଡ଼ି:
 
==ଅଭିନୟ ଜୀବନ==
ଦେବଯାନୀ ପ୍ରଥମେ [[ଇ ଟିଭି ଓଡ଼ିଆ]]ରେ ପ୍ରସାରିତ ଧାରାବାହିକ ତୁଳସୀରେ ପ୍ରଥମେ ଅଭିନୟ କରିଥିଏଲ ।<ref name="Debjani">{{cite news|title=ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ|url=http://archive.sambad.in/news/Entertainment/devjani-acted-with-papu-once/44787.html|accessdate=17 November 2017|newspaper=sambad.in|date=3 April 2017}}</ref> ଏହାପରେ ୨୦୦୬ ମସିହାରେ ସେ [[ଆଇ ଲଭ୍ ମାଇଁ ଇଣ୍ଡିଆ]] କଥାଚିତ୍ରରେ ପାଶ୍ୱପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ୨୦୦୭ ମସିହାରେ ସେ [[ହର ପଟ୍ଟନାୟକ]]ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର [[ପାଗଳ ପ୍ରେମୀ]],ରେ ନାୟିକାର ସାଙ୍ଗ ଭାବରେ ଅଭିନୟ କରିଥିଲେ । ଏହାପରେ ସେ [[ତୋ ବିନା ମୋ କାହାଣୀ ଅଧା]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]]ରେ ଆଦି ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍‌ର ଚଳଚ୍ଚିତ୍ର [[ଡନ୍]]‌ରେ ଦେବଯାନୀ ମଧ୍ୟ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।
 
୨୦୧୨ ମସିହାରେ [[ପପୁ ପମ ପମ]]ଙ୍କ ସ‌ହ ଦେବଯାନୀ [[ରଙ୍ଗିଲା ଟୋକା]]ରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ।<ref>{{cite web|title=Cast and Crew of Oriya film Rangila Toka|url=http://www.newodisha.in/rangila-toka-oriya-film-story-cast-crew-wallpapers-and-songs/|publisher=NewOdisha.in|accessdate=6 April 2017}}</ref> ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ [[ଚାନ୍ଦ ନା ତମେ ତାରା]] ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: [[ସଲାମ ସିନେମା]], ଖାସ୍ ତୁମରି ପାଇଁ ।
"https://or.wikipedia.org/wiki/ଦେବଯାନୀ"ରୁ ଅଣାଯାଇଅଛି