"ପର୍ଶୁରାମ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୯ କ ଧାଡ଼ି:
| studio =
| distributor =
| released = ୨୧ ଅକ୍ଟୋବର ୨୦୧୨<ref name="Odia Film Parshuram reviews">{{cite news|last=Mohapatra|first=Mrudu M.|title=Odia Film Parshuram reviews|url=https://odialive.com/odia-film-parshuram-reviews/|accessdate=16 November 2017|newspaper=Odia Live|date=21 October 2012}}</ref>
| released = ୨୧ ଅକ୍ଟୋବର ୨୦୧୨
| runtime =
| country = {{flag|ଭାରତ}}
୨୭ କ ଧାଡ଼ି:
}}
 
'''ପର୍ଶୁରାମ''', ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ ।<ref name="Odia Film Parshuram reviews"/> ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସମ୍ପାଦନା କରିଥିଲେ । ସୁଧାଂଶୁ ମୋହ‌ନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="Parshuram Oriya Movie Mahurat">{{cite news|title=Parshuram Oriya Movie Mahurat|url=http://incredibleorissa.com/oriyafilms/parshuram-oriya-movie-mahurat-parsuram-odia-film/|accessdate=16 November 2017|newspaper=Incredible Orissa|date=11 August 2012}}</ref>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ବର୍ଷା ପ୍ରିୟଦର୍ଶିନୀ । ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଅଙ୍କିତା ଭୌମିକ, ଅଜିତ ଦାସ, ସରୋଜ ଦାସ, ମାନସ ମିଶ୍ର, ସାତ୍ୱକୀ ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୃଥିରାଜ ନାୟକ, ପିଙ୍କି ପ୍ରଧାନ, ପ୍ରିତୀରାଜ ସତପଥୀ ଆଦି କଲାକାରମାନେ ଏହିକଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="Odia Film Parshuram reviews"/>
 
==ଅଭିନୟ==