"ବୀରେନ ରାଉତରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪୮ କ ଧାଡ଼ି:
}}
 
'''ବୀରେନ ରାଉତରାୟ''', ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚିତ୍ରଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।<ref>http://www.newindianexpress.com/magazine/article127949.ece</ref>
 
ବୀରେନ ରାଉତରାୟ, [[ଜଗତସିଂହପୁର]] ନିବାସୀ ସ୍ଵାଧିନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।
 
୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚିତ୍ରଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।
 
== ସାହିତ୍ୟକୃତି ==
୬୫ କ ଧାଡ଼ି:
* ନାଟ୍ୟଶ୍ରୀ
 
== ଅଭିନିତ ଚଳଚିତ୍ରଚଳଚ୍ଚିତ୍ର ==
* [[ବନ୍ଧୁ ମହାନ୍ତି (୧୯୭୭ର ଚଳଚ୍ଚିତ୍ର)|ବନ୍ଧୁ ମହାନ୍ତି]] - ୧୯୭୭
* [[ହିସାବ ନିକାଶ]] - ୧୯୮୨
୭୬ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
* ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚିତ୍ରଚଳଚ୍ଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚିତ୍ରଚଳଚ୍ଚିତ୍ର ପାଇଁ) <ref>ଧରିତ୍ରୀ ୨୫/୧୧/୨୦୧୪ ପୃଷ୍ଠା ୧୧</ref>
* ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ
* ରୋଟାରି ଆୱର୍ଡ