"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୧ କ ଧାଡ଼ି:
 
==ପଣ୍ଡିତ ବିଷ୍ଣୁ ଶର୍ମା==
ପଣ୍ଡିତ ବିଷ୍ଣୁଶର୍ମା, ବାସ୍ତବ ଭାବରେ ସମାନଷ୍ପଦ ଜ୍ଞାନୀ ଓ ଜ୍ଞାନରେ ସର୍ବୋତ୍ତମ ଭାବେ ବିଶ୍ୱରେ ସମ୍ମାନିତ । ପଣ୍ଡିତ ବିଷ୍ଣୁଶର୍ମା ଏହି ‘ପଞ୍ଚତନ୍ତ୍ର’ର କାହାଣୀଗୁଡ଼ିକ ସୃଷ୍ଟି କରିବା ସମୟରେ ତାହାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଯେ, ଏଥିରେ କେବଳ ସଦାଚାର ତଥା ନିତ୍ୟ ଶିକ୍ଷାକଥା ହିଁ ଆଲୋଚ୍ୟ ବିଷୟବସ୍ତୁ ହେବ । ଶାସ୍ତ୍ର ଅନୁସାରେ ପଣ୍ଡିତ ବିଷ୍ଣୁଶର୍ମା ଜଗତରେ ଥିବା ସମସ୍ତ ନୀତିଶାସ୍ତ୍ରଗୁଡ଼ିକ ଅଧ୍ୟୟନ ପୂର୍ବକ ସେଥିରୁ ସମସ୍ତ ସାର ରସତକ ସଂଗ୍ରହ କରି ଏପରି ଏକ ପୁସ୍ତକ ପ୍ରଣୟନ କଲେ ଯେଉଁ ପୁସ୍ତକର ନାମ ହେଉଛି ପଞ୍ଚତନ୍ତ୍ର । ଏପରି ଶାସ୍ତ୍ରର ଭାଷା ସମ୍ପୂର୍ଣ୍ଣ ସରଳ ଏବଂ ନୀତି ଆଦର୍ଶନ ଦ୍ୱାରାଆଦର୍ଶନଦ୍ୱାରା ସମୃଦ୍ଧ ହୋଇଛି । ଏଥିରେ ରାଜନୀତି, ଲୋକନୀତି ସମ୍ପର୍କରେ ଏପରି ଆଲୋଚନା ହୋଇଛି । ବିଷ୍ଣୁଶର୍ମା ଜଣେ ଚାରିବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ କୂଳରେ ଜାତ ହୋଇଥିଲେ । ସେ ସମୟରେ ବ୍ରାହ୍ମଣମାନଙ୍କର ଲାଗି ସମାଜରେ ବହୁ ଉଚ୍ଚସ୍ଥାନ ଥିଲା । ଆଉ ମଧ୍ୟ ବୈଶ୍ୟ, ଶୂଦ୍ର, କ୍ଷତ୍ରିମାନ ଯେପରି ନିଜ ନିଜର ସେବା ଓ କର୍ମକୁ କରିବା ନିମନ୍ତେ ଏ ସମାଜରେ ଅଗ୍ରାଧିକାର ପାଇଥିଲେ ସେହିପରି ବ୍ରାହ୍ମଣମାନେ ମଧ୍ୟ ସମାଜରେ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚିତ ହେବାର କାରଣ ଥିଲା ଯେ, ସେମାନେ ଥିଲେ ବେଦବିତ୍ତ ପଣ୍ଡିତ । କାରଣ ବ୍ରାହ୍ମଣମାନେ ସେତେବେଳେ ପାଣ୍ଡିତ୍ୟ ଗୁଣ ନିମନ୍ତେ ପୂଜା ପାଉଥିଲେ । ପଣ୍ଡିତ ବିଷ୍ଣୁ ଶର୍ମା ଜଣେ ସଂସ୍କୃତ ବିଷାରଦ ଥିଲେ ।<ref name="Olivelle1999xii">{{cite book|author=Patrick Olivelle|authorlink=Patrick Olivelle|title=Pañcatantra: The Book of India's Folk Wisdom|url=https://books.google.com/books?id=-BQj8cz0vvMC|year=1999|publisher=Oxford University Press|isbn=978-0-19-283988-6|pages=xii–xiii}}</ref><ref name="Alexander2006p157">{{cite book|author=Konrad Meisig|editor=Vera Alexander|title=Peripheral Centres, Central Peripheries: India and Its Diaspora(s)|url=https://books.google.com/books?id=MCz682epff8C&pg=PA157|year=2006|publisher=LIT Verlag Münster|isbn=978-3-8258-9210-4|pages=157–161}}</ref> ସେ ଜଣେ ହିନ୍ଦୁ ଥିଲେ । ସେ ଜଣେ ବୈଷ୍ଣବ ଧର୍ମୀ ଥିଲେ। <ref>{{cite book|author=Patrick Olivelle|authorlink=Patrick Olivelle|title=Pañcatantra: The Book of India's Folk Wisdom|url=https://books.google.com/books?id=-BQj8cz0vvMC|year=1999|publisher=Oxford University Press|isbn=978-0-19-283988-6|pages=xii–xiii, 5-6, 54, 122-123, 135, 166-167}}</ref><ref>Johannes Hertel (1915), [https://babel.hathitrust.org/cgi/pt?id=pst.000002343747;view=1up;seq=10 The Panchatantra], Harvard University Press, Editor: Charles Lanman (Harvard Oriental Series Vol. 14), page ix, Quote: "This volume contains the Sanskrit text of the Tantrakhyayika or Panchatantra, a collection of ancient Hindu tales in its oldest extant form. (...) The Panchatantra, he adds, is not only the oldest extant work of Hindu artistic fiction, but it is (...)".</ref> ନିଜକୁ ଜଣେ ସର୍ବଶାସ୍ତ୍ରର ପାଣ୍ଡିତ୍ୟ ଆଣିବାର ଯୋଗ୍ୟତା ନିମନ୍ତେ ସେ ମଧ୍ୟ ଚାଣକ୍ୟ, ବ୍ୟାସ, ବାଚସ୍ପତି ଏବଂ ମନୁଙ୍କ ପରି ବହୁ ପଣ୍ଡିତଙ୍କୁ ଅନ୍ୱେଷଣ କରିଛନ୍ତି ଏବଂ ସେମାନଙ୍କ ପ୍ରଣିତ ଶାସ୍ତ୍ରକୁ ପଠନ କରି ପାଣ୍ଡିତ୍ୟ ଅର୍ଜନ କରିଥିଲେ ।
 
==ପଞ୍ଚତନ୍ତ୍ରର ସ୍ୱରୂପ==
ପଞ୍ଚତନ୍ତ୍ରରେ ପାଞ୍ଚଟି ତନ୍ତ୍ର ବା ବିଭାଗ ଅଛି ।(ପାଞ୍ଚଟି ତନ୍ତ୍ରର ସମାହାର :- ଦ୍ୱିଗସମାସ)ଏହି ବିଭାଗ ମାନଙ୍କରେ ନୈତ୍ତିକତାପୂର୍ଣ ଶାସନ ରଶାସନର ବିଧି <ref>For this reason, Ramsay Wood considers it an early precursor of the [[mirrors for princes]] genre.</ref> ଲେଖାଯାଇଥିବାରୁ ଏହାକୁ ତନ୍ତ୍ର ବୋଲି କୁହା ଯାଏ ।<ref>{{Harvnb|Ryder|1925}}, Translator's introduction: "Thus, the lion is strong but dull of wit, the jackal crafty, the heron stupid, the cat a hypocrite. The animal actors present, far more vividly and more urbanely than men could do, the view of life here recommended—a view shrewd, undeceived, and free of all sentimentality; a view that, piercing the humbug of every false ideal, reveals with incomparable wit the sources of lasting joy." See also {{Harvnb|Olivelle|2006|pages=26–31}}</ref> ଏହି ତନ୍ତ୍ରରେ ମିତ୍ରଭେଦ(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା),ମିତ୍ରଲାଭ(ମିତ୍ର ପ୍ରାପ୍ତି ଓ ତାହାର ଲାଭ),କାକୋଲୁକୀୟମ(କାଉ ଏବଂ ପେଚାର କଥା),ଲବ୍ଧପ୍ରଣାସ(ପାଇଥିବା ଜିନିଷକୁ ହରାଇବା),ଅପରିକ୍ଷିତକାରକ(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ) ରହିଅଛି ।<ref>{{Harvnb|Ryder|1925}}, Translator's introduction: "These verses are for the most part quoted from sacred writings or other sources of dignity and authority. It is as if the animals in some English beast-fable were to justify their actions by quotations from Shakespeare and the Bible. These wise verses it is which make the real character of the ''Panchatantra''. The stories, indeed, are charming when regarded as pure narrative; but it is the beauty, wisdom, and wit of the verses which lift the ''Panchatantra'' far above the level of the best story-books."</ref>
 
{| class="wikitable" align=center style = " background: transparent; "
୬୧ କ ଧାଡ଼ି:
|align = left
}}
ନୀତିକଥାଗୁଡିକରେ କିଛି ମୁଖ୍ୟ କଥା ଥାଏ ଏବଂ କିଛି ଗୌଣ କଥା ଥାଏ । ସେହିଭଳି ଭାବରେ "ମିତ୍ରଭେଦ" ନାମକ ଏହି ପ୍ରଥମ ତନ୍ତ୍ରରେ ରେତନ୍ତ୍ରରେରେ ରାଜା ଅମରଶକ୍ତିଙ୍କ ବିଷୟରେ କୁହା ଯାଇଅଛି। ଯେଉଁଥିରେ ଏହା କୁହା ଯାଇଅଛି ଯେ ସେ ନିଜ ମୂର୍ଖ ପୂତ୍ର ମାନଙ୍କ ପାଇଁ ଚିନ୍ତିତ ରହୁଥିଲେ ଏବଂ ଏଥିପାଇଁ ସେ ବିଷ୍ଣୁଶର୍ମା ନାମକ ବିଦ୍ୱାନଙ୍କୁ ନିଜ ପୂତ୍ର ମାନଙ୍କୁ ଶିଖିତ କରାଇବା ପାଇଁ କାର୍ଯ୍ୟ ପ୍ରଦାନ କରନ୍ତି । ବିଷ୍ଣୁଶର୍ମା ସେମାନଙ୍କୁ ୬ ମାସରେ ହିଁ ନୀତିକଥା(ଗଳ୍ପ) ମାଧ୍ୟମରେ ଶିଖିତ କରାଇବାରେ ସଫଳ ହେଲେ । ମିତ୍ରଭେଦ ନାମକ ଭାଗର ଅଙ୍ଗୀକଥାରେ ଏକ ଦୁଷ୍ଟ ବିଲୁଆ ଦ୍ୱାରାବିଲୁଆଦ୍ୱାରା ପିଙ୍ଗଳକ ନାମକ ଏକ ସିଂହ ସ‌ହିତ ସଂଜୀବକ ନାମକ ଏକ ଷଣ୍ଢର ଶତୃତା ଉତ୍ପତିର ବର୍ଣନାବର୍ଣ୍ଣନା ରହିଅଛି ।<ref>{{cite book|author=Patrick Olivelle|title= Pañcatantra: The Book of India's Folk Wisdom|url= https://books.google.com/books?id=TMcUDAAAQBAJ |year=2009| publisher= Oxford University Press|isbn= 978-0-19-955575-8|pages= xviii–xix}}</ref> ଯାହାକୁ ସିଂହ ଆପତ୍ତିରୁ ବଞ୍ଚାଇଥିଲା ଏବଂ ନିଜର ଦୁଇ ମନ୍ତ୍ରୀ କରକଟ ଏବଂ ଦମନ‌କଙ୍କ ବିରୋଧ କରିବା ସତ୍ତ୍ୱେବି ନିଜର ମିତ୍ରା ବନାଇଥିଲା । ଏହି ତନ୍ତ୍ରରେ ଅନେକ ପ୍ରକାରର ଶିକ୍ଷଣୀୟ କଥା ଦିଆ ଯାଇଅଛି ଯେପରିକି ଧର୍ଯ୍ୟ ଦ୍ୱାରାଧର୍ଯ୍ୟଦ୍ୱାରା ମଣିଷ କଠିନରୁ କଠିନତମ ପରିସ୍ଥିତିର ମଧ୍ୟ ମୁକାବିଲା କରିପାରିବ । ଏହି ଭାଗଟି ୫ଟି ଭାଗ ମଧ୍ୟରେ ବଡ ଭାଗ ଅଟେ ।<ref name=ryder1>Arthur Ryder (1925), [http://www.columbia.edu/itc/mealac/pritchett/00litlinks/panchatantra_ryder/index.html The Panchatantra], Columbia University archives, Book 1</ref>
 
===ଦ୍ୱିତୀୟ ତନ୍ତ୍ର :''ମିତ୍ରଲାଭ''===
ଏହି ତନ୍ତ୍ରରେ ମିତ୍ରଲାଭର ପ୍ରାପ୍ତିରୁ କେତେ ସୁଖ ଏବଂ ଆନନ୍ଦ ମିଳିଥାଏ ତାହା କପୋତରାଜ ଚିତ୍ରଗ୍ରୀବଙ୍କ କଥା ମାଧ୍ୟମରେ ବର୍ଣନାବର୍ଣ୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ ମିତ୍ର ହିଁ ସ‌ହାୟତା କରେ ।ଏଥିରେ କୁହାଯାଇଛି ଯେ ମିତ୍ର ଘରକୁ ଆସିଲେ ଏହା ସ୍ୱର୍ଗର ସୁଖ ଦେଇଥାଏ ।ଏହି ତନ୍ତ୍ରରେ ଉପଦେଶ ଦିଆ ଯାଇଛି ଯେ ଉପଯୋଗୀ ମିତ୍ରଙ୍କ ସ‌ହିତ ସାଙ୍ଗ ହେବା ଦରକାର ଯେପରି ଏହି ତନ୍ତ୍ରରେ କାଉ, କଇଁଛ,ହରିଣ ଏବଂ ମୂଷା ମିତ୍ରତାର ବଳରେ ହିଁ ସୁଖରେ ଥିଲେ ।<ref name=olivellexix>{{cite book|author=Patrick Olivelle|title= Pañcatantra: The Book of India's Folk Wisdom|url= https://books.google.com/books?id=TMcUDAAAQBAJ |year=2009| publisher= Oxford University Press|isbn= 978-0-19-955575-8|page= xix, 71-104}}</ref>
ଦ୍ୱିତୀୟ ତନ୍ତ୍ରଟି ସମ୍ପୁର୍ଣ ପୁସ୍ତକର ୨୨ ପ୍ରତିଶତ ଅଂଶ ଅଟେ ।<ref name=Olivelle23>{{Harvnb|Olivelle|2006|p=23}}</ref>