"ନିଜାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା ଜଗତ
ଟିକେ Regular Character Changes
୨୨ କ ଧାଡ଼ି:
|children = ଅସତ୍, ଗଜାଲା
|parents = ଆସାଦ୍ ନାଜିମ୍ (ବାପା)<br />
|awards = [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ରଚଳଚ୍ଚିତ୍ର ପୁରସ୍କାର]]
|signature =
|website =
୩୫ କ ଧାଡ଼ି:
 
== ଗୀତିକାର ଜୀବନ ==
୧୯୭୭ ମସିହାରେ [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]] କଥାଚିତ୍ରରୁ ନିଜାମ, ଓଡ଼ିଆ ସିନେମା ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।<ref>{{cite web |url= http://orissadiary.com/CurrentNews.asp?id=15010 |title=Famous lyricist of Oriya film industry Nizam in critical state, Orissa Current News |work=orissadiary.com |year=2012 |quote=He started his career in the year 1977 with Anutap |accessdate=30 June 2012}}</ref>ଏହି ଚଳଚିତ୍ରରଚଳଚ୍ଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା ।<ref name=OTV>{{cite news|title=Renowned lyricist Nizam dies at 62|url=http://odishatv.in/?p=101145|accessdate=21 September 2015|newspaper=Odisha TV|date=21 September 2015}}</ref> ଏହା ପରେ ପରେ [[ସମର ସଲିମ ସାଇମନ]], [[ମାନିନୀ]], [[ଫୁଲ ଚନ୍ଦନ]] ପ୍ରଭୃତି ଚଳଚିତ୍ରରେଚଳଚ୍ଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । [[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀଗନ୍ଧା]](୧୯୮୯) <ref>{{cite web |url= http://www.orissacinema.com/history/orissa-state-film-award.html |title=Orissa State Film Award Winners &#124; Orissa Cinema &#124; Odisha Ollywood |work=orissacinema.com |year=2012 |quote=Best Lyricist : Nizam (Rajnigandha) |accessdate=30 June 2012}}</ref>,ଜୀବନ ସାଥୀ(୧୯୯୭)<ref>{{cite web |url= http://cinemasagar.com/award/orissa-state-film-award-winners/ |title=CinemaSagar » Orissa State Film Award Winners |work=cinemasagar.com |year=2012 |quote= Best Lyrist : Nizam (Jeevan Sathi) |accessdate=30 June 2012}}</ref> ଓ [[ଲକ୍ଷ୍ମୀ ପ୍ରତିମା]] ଚଳଚିତ୍ରଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ରଚଳଚ୍ଚିତ୍ର ପୁରସ୍କାର]]ରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ [[ଆକାଶବାଣୀ କଟକ]] କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।
 
== ଦେହାନ୍ତ ==
"https://or.wikipedia.org/wiki/ନିଜାମ"ରୁ ଅଣାଯାଇଅଛି