"ଟ୍ୟୁବଲାଇଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ no summary specified |
ଟିକେ Regular Character Changes |
||
୩ କ ଧାଡ଼ି:
ଟ୍ୟୁବଲାଇଟ ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ଭାରତୀୟ ଯୁଦ୍ଧ ଭିର୍ତ୍ତିକ ଚଳଚ୍ଚିତ୍ର । ଏହାର ନିର୍ଦେଶକ ହେଉଛନ୍ତି କବିର ଖାନ । ଏହି ଚଳଚ୍ଚିତ୍ରଟି ସଲମାନ ଖାନ ଓ କବିର ଖାନଙ୍କ ପ୍ରଯୋଜିତ । ଚଳଚ୍ଚିତ୍ରଟି ୧୯୬୨ ସିନୋ ଭାରତୀୟ ଯୁଦ୍ଧକୁ ନେଇ ନିର୍ମାଣ କରାଯାଇଛି ।
ଏହି
ଲକ୍ଷ୍ମଣ ସିଂ ବ୍ରିଷ୍ଟ ହେଉଛି ଗୋଟେ ମାନସିକ ଭାରସାମ୍ୟ ହାଇଥିବା ପିଲା । ନାରାୟଣ ଛଡା ତାକୁ ସମସ୍ତେ ଟ୍ୟୁବଲାଇଟ ଡାକୁଥିଲେ । ତାର ବାପା ମଦ୍ୟପ ବସ ଚାଳକ ଥିଲା । କିଛିଦିନ ପରେ ଲକ୍ଷ୍ମଣର ଭରତ ଭାଇ ପାଇଲା ସେ ପିଲାମାନଙ୍କ ଭିତରୁ ଯେଉଁମାନେ ତାକୁ ଚିଡାଉଥିଲେ । ସେମାନେ ବିଦ୍ୟାଳୟରେ ପଢ଼ନ୍ତି । ସେହି ସମୟରେ ଥରେ ମହାତ୍ମା ଗାନ୍ଧୀ ତାଙ୍କ ବିଦ୍ୟାଳୟକୁ ଵିଶ୍ୱାସ, ନିଷ୍ଠା ଏସବୁ ବିଷୟରେ ପଢ଼ାଇବାକୁ ଆସିଥିଲେ । ଭାରତ ବ୍ରିଟିଶ ମୁକ୍ତ ହେବା ପରେ ଲକ୍ଷ୍ମଣ ଓ ଭାରତର ବାପା ମା ମରିଗଲେ ଓ ଗାନ୍ଧିଜୀଙ୍କ ହତ୍ୟା ହୋଇସାରିଥିଲା । ଲକ୍ଷ୍ମଣ ଓ ଭରତ ବଡ ହେଲେ ଦୁଇଜଣ ଦୁଇଜଣଙ୍କ ପ୍ରତି ଭଲପାଇବା ଆନ୍ତରିକ ବହୁତ ବଢିଯାଏ ଓ ସେମାନେ ବହୁତ ସାହସୀ ହୋଇଯାଇଥାନ୍ତି । ହଠାତ ଦିନେ ଭାରତ ସୀମା ଉପରେ ଚାଇନାର ସୈନ୍ୟ ଆକ୍ରମଣ କଲା । ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ସେନାରେ ମିଶିବା ପାଇଁ ଚାକିରୀ ବାହାରିଲା । ଲକ୍ଷ୍ମଣ,ଭରତ ଓ ନାରାୟଣ ସଥିପାଇଁ ଚେଷ୍ଟା କଲେ । କିନ୍ତୁ ଭରତ ଉତ୍ତୀର୍ଣ୍ଣ ହେଲା । ନାରାୟଣର ଆଣ୍ଠୁ ଯନ୍ତ୍ରଣା ପାଇଁ ଓ ଲକ୍ଷ୍ମଣ ମାନସିକ ବିକରଗ୍ରସ୍ତ ହୋଇଥିବାରୁ ସେମାନେ ସେନାରେ ମିଶି ପାରିଲେନାହିଁ ।
|