"ଚନ୍ଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୧ କ ଧାଡ଼ି:
{{ଆଧାର ନାହିଁ}}
 
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ :(321 ଖ୍ରୀ: ପୂରୁ 298 ଖ୍ରୀ: ପୂ ); ଚନ୍ଦ୍ରଗୁପ୍ତ "ମୌର୍ଯ୍ୟ" ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ । ସେ ଏକ ସାଧାରଣ ପରିବାରରେ ଜନ୍ମଗଜନ୍ମଗ୍ରହଣ କରିଥିଲେ । ସେ କୌଟିଲ୍ୟ ଚାଣକ୍ୟଙ୍କର(ଅର୍ଥଶାସ୍ତ୍ର ରଅର୍ଥଶାସ୍ତ୍ରର ରଚୟୀତା) ଶିଷ୍ୟ ଥିଲେ ।ଚନ୍ଦ୍ରଗୁପ୍ତ ମୌର୍ଯ୍ୟ   ହିଁ ଦେଶ ରଦେଶର ପ୍ରଥମ ଶାସକ ଥିଲେ ଯିଏକି ସମ୍ପୂର୍ଣ ଭାରତ କୁଭାରତକୁ ସର୍ବ ପ୍ରଥମେ ନିଜ ଅଧୀନ କୁଅଧୀନକୁ ଆଣିଥିଲେ । ଐତିହାସିକ ମାନଙ୍କ  ମତରେ ସେ ଜୈନଧର୍ମଲମ୍ବୀ ଥିଲେ । ସେ ତାଙ୍କର ଶାସନ ପଦ୍ଧତି ସବୁ ଶିଲଲେଖ ମାଧ୍ୟମରେ ଲେଖଉଥିଲେ , ଯାହାକି ଏଜି ମଧ୍ୟ ଦେଖିବାକୁ ମିଳେ ।ତାଙ୍କର ନାତି ଯିଏ କି ସମ୍ରାଟ <nowiki>''</nowiki>ଅଶୋକ<nowiki>''</nowiki> ନାମ ରେନାମରେ ସାରା ବିଶ୍ଵ ରେବିଶ୍ଵରେ ପରିଚିତ ,ସେ ଏକ ଐତିହାସିକ ସ୍ତମ୍ବ ସ୍ଥାପନ କରିଥିଲେ ଏବଂ ସେ ଭାରତରେ [[ବୌଦ୍ଧ ଧର୍ମ]] ର ପ୍ରଚାର ପ୍ରସାର ପାଇଁ ଅନେକ ଉଲେଖନୀୟ କାର୍ଯ୍ୟ କରିଥିଲେ । ମହାନ ଗ୍ରୀକ ଦାର୍ଶନିକ ମେଘାସ୍ଥିନିସ ତାଙ୍କ ଦରବାର ରେଦରବାରରେ ୪ ବର୍ଷ ଗ୍ରୀକ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ଗ୍ରୀକ ଓ ଲାଟିନରେ ଚନ୍ଦ୍ରଗୁପ୍ତ <nowiki>''</nowiki>ସାନ୍ଦ୍ରୋକୋଟୋସ<nowiki>''</nowiki>ଏବଂ <nowiki>''</nowiki>ଅଣ୍ଡ୍ରୋକୋଟୋସ<nowiki>''</nowiki> ନାମରେ ମଧ୍ୟ ପରିଚିତ ।
 
      ସମୟ     ; ଖି.ପୂ ୩୨୧-ଖି.ପୂ  ୨୯୭
୧୧ କ ଧାଡ଼ି:
ପତ୍ନୀ       ; ଦୁର୍ଦ୍ଧରା ଓ ହେଲିନା ( ସେଲ୍ୟୂକସ ନିକେଟର 
 
              ଙ୍କ ଝିଅ)
 
ପୁତ୍ର        ; ବିନ୍ଦୁସାର  ମୌର୍ଯ୍ୟ