"ତୁ ମୋ ଦେହର ଛାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୮ କ ଧାଡ଼ି:
'''ତୁ ମୋ ଦେହର ଛାଇ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref name="TMDC Oriya Film">{{cite news|title=Oriya Films 2013|url=http://incredibleorissa.com/oriyafilms/oriya-films-2013-oriya-movies-2013-odia-films-2013-odia-movies/|accessdate=10 November 2017|newspaper=Incredible Orissa|date=28 January 2013}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ରାଉତ ଏବଂ ଶିବପ୍ରସାଦ ଦାସ । ସୁଜାତା ରାଉତ ଓ ସିପ୍ରା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।<ref name="Tu Mo Dehara Chhai">{{cite news|title=Tu Mo Dehara Chhai|url=http://incredibleorissa.com/oriyafilms/tu-mo-dehara-chhai/|accessdate=10 November 2017|newspaper=Incredible Orissa|date=6 August 2013}}</ref> ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ । ଅମ୍ଳାନ ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ରିୟା ଦେ ଏବଂ ଶିଳ୍ପା ଦେଇ ଏହି କଥାଚିତ୍ରଟିରେ ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite news|last=Mohapatra|first=Mrudu M.|title=Tu Mo Dehara Chai Poster Released by Odisha Graphic|url=https://odialive.com/tu-mo-dehara-chai-poster-released/|accessdate=10 November 2017|newspaper=Odia Live|date=29 September 2013}}</ref> ମିହିର ଦାସ, ସ୍ମିତା ମହାନ୍ତି, ରୁନୁ ପରିଜା, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର, ସୁରେଶ ବଳ, ନମ୍ରତା ଦାସ, ଧିର ମଲ୍ଲିକ, ରବି ମିଶ୍ର, ରବି ନନ୍ଦ, ନିରଞ୍ଜନ ପତି, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
 
==ଅଭିନୟ==