"ତୁ ମୋ ଦେହର ଛାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୮ କ ଧାଡ଼ି:
'''ତୁ ମୋ ଦେହର ଛାଇ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ରାଉତ ଏବଂ ଶିବପ୍ରସାଦ ଦାସ । ସୁଜାତା ରାଉତ ଓ ସିପ୍ରା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।<ref name="Tu Mo Dehara Chhai">{{cite news|title=Tu Mo Dehara Chhai|url=http://incredibleorissa.com/oriyafilms/tu-mo-dehara-chhai/|accessdate=10 November 2017|newspaper=Incredible Orissa|date=6 August 2013}}</ref> ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ । ଅମ୍ଳାନ ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ରିୟା ଦେ ଏବଂ ଶିଳ୍ପା ଦେଇ ଏହି କଥାଚିତ୍ରଟିରେ ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite news|last=Mohapatra|first=Mrudu M.|title=Tu Mo Dehara Chai Poster Released by Odisha Graphic|url=https://odialive.com/tu-mo-dehara-chai-poster-released/|accessdate=10 November 2017|newspaper=Odia Live|date=29 September 2013}}</ref> ମିହିର ଦାସ, ରୁନୁ ପରିଜା, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର, ସୁରେଶ ବଳ, ନମ୍ରତା ଦାସ, ଧିର ମଲ୍ଲିକ, ରବି ମିଶ୍ର, ରବି ନନ୍ଦ, ନିରଞ୍ଜନ ପତି, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
 
==ଅଭିନୟ==