"ଟଙ୍କା ତତେ ସଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
}}
 
'''ଟଙ୍କା ତତେ ସଲାମ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭି. ରାଜକୁମାର ରାଜୁ ।<ref>{{cite news|title=Tanka Tate Salaam Images|url=http://www.clickodisha.odialive.com/tankatatesalaam/|accessdate=8 November 2017|newspaper=Odia Live|date=5 May 2012}}</ref> ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।<ref name="Tanka tate Salaam Teasers"/> କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ଶେଖର ମଲ୍ଲିକ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଏବଂ ରାଲି ନନ୍ଦ । ପ୍ରକାଶ, ରୁପ୍ସା, ମୀନକେତନ<ref>{{cite news|title=ମୀନକେତନ : ଏକ ସଫଳ ଅଭିନୟ ଜୀବନର ଅବସାନ|url=http://archive.sambad.in/news/entertainment/a-tribute-to-minketan/62532.html|accessdate=8 November 2017|newspaper=sambad.in|date=1 July 2017}}</ref>, ଅଜିତ ଦାସ, ବିରେନ ମିଶ୍ର, ଇଲୁ ବାନାର୍ଜୀ, ଅସୀତ ପତି ଆଦି କଳାକାରମାନେ କଥାଚିତ୍ରଟିରେ ଅଭିନୟ କରିଥିଲେ ।
୪୫ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଏଲ ଅଭିଜିତ ମଜୁମଦାର ।<ref name="Tanka tate Salaam Teasers">{{cite news|last=Mohapatra|first=Mrudu M.|title=Tanka tate Salaam Teasers|url=https://odialive.com/tanka-tate-salaam-teasers/|accessdate=8 November 2017|newspaper=Odia Live|date=9 May 2013}}</ref>
 
===ଗୀତ===